ଖୋର୍ଦ୍ଧା

୫ ଶ୍ରେଣୀକୁ ୨ ଶିକ୍ଷକ

ନିରାକାରପୁର,୨୪ା୨(ଡି.ଏନ୍‌.ଏ.): ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର କିପରି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିସହ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରାଯାଉଛି। ଏବେ ବି ବିଦ୍ୟାଳୟ ଭିତ୍ତିଭୂମି ଅଭାବ ରହିଥିବା…

ଜୀବଜନ୍ତୁଙ୍କ ବାସସ୍ଥଳୀ ଉପରେ ପାଣି ଛିଞ୍ଚାଯିବ

ବାରଙ୍ଗ,୨୩ା୨(ଡି.ଏନ୍‌.ଏ.): ଏବେଠୁ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି ନନ୍ଦନ କାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଣୀ ଉଦ୍ୟାନର ୨୧୩ ଖୁଆଡ଼ରେ ରହୁଥିବା ୧୬୨ ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ…

ଆଉ ନିର୍ବାଚନ ଲଢ଼ିବିନି: ସୁର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ’ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ…

ସ୍ବଦେଶ ଫେରିଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ପକ୍ଷୀ

ବାଲୁଗଁା,୨୨ା୨(ଡି.ଏନ୍‌.ଏ.): କିଛିଦିନ ହେବ ଗ୍ରୀଷ୍ମର ମାତ୍ରା ବୃଦ୍ଧି ପାଇଥିବା ବେଳେ ଚିଲିକାରୁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ସ୍ବଦେଶ ଫେରିଯାଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ତେବେ ଅଭୟ୍ୟାରଣ୍ୟ ନଳବଣ ଆକାଶରେ…

ଖୋର୍ଦ୍ଧାରେ ପଶିଲା ଦନ୍ତା, ଲୋକେ ଭୟଭୀତ

ଖୋର୍ଦ୍ଧା ଅଫିସ,୨୨ା୨: ଖୋର୍ଦ୍ଧାରେ ପୁଣି ପଶିଲା ଦନ୍ତା ହାତୀ। ମଙ୍ଗଳବାର ଅପରାହ୍ନ ୩ଟାରେ ଚନ୍ଦକା ପଟୁ ଏକ ଦନ୍ତା ନିକଟ ଜଙ୍ଗଲ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟ କାଜୁ ଜଙ୍ଗଲକୁ ପଶି ଆସିଥିଲା। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ।…

ଜାଗର ଜାଳିବାକୁ ଯାଇ ଘରକୁ ଫେରିଲେନି ଶିଶୁପୁତ୍ର: କୂଅରେ ପଡ଼ି ଜୀବନଗଲା

ନିରାକାରପୁର,୧୯।୨(ଡି.ଏନ୍‌.ଏ.): ପରିବାର ସହ ଜାଗର ଜାଳିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଚାଲିଗଲା ଶିଶୁଙ୍କ ଜୀବନ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳରେ। ରମାବିଲିର ଇଷ୍ଟ ଦେବ ବାବା ଶ୍ରୀ ନୀଳକଣ୍ଠେଶର ଦେବଙ୍କ ପୀଠକୁ ପରିବାର ସହ…

ମା’ ହେଲେ ବାଘୁଣୀ ଅଙ୍କିତା, ନନ୍ଦନକାନରେ ୪ ନୂଆ ଅତିଥି

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଏବେ ନନ୍ଦନକାନନରେ ୪ ଅତିଥିଙ୍କୁ ଦେଖିବାକୁ ମିଳିବ। ବାଘୁଣୀ ଅଙ୍କିତା ଶୁକ୍ରବାର ୪ ଶାବକଙ୍କୁ ଜନ୍ମ ଦେଇଛି। ବାଘ ନନ୍ଦନ ଓ ଅଙ୍କିତାର ମିଳନରେ ୪ ଶାବକ ଜନ୍ମ ନେଇଛନ୍ତି। ଅଙ୍କିତା ସେମାନଙ୍କୁ ଠିକ୍‌ ଭାବେ ସ୍ତନ୍ୟପାନ କରାଉଥିବା ଜଣାପଡ଼ିଛି।…

ରାତି ୧୧ଟାରେ ଉଠିବ ମହାଦୀପ

ଖୋର୍ଦ୍ଧା ଅଫିସ,୧୭ା୨: ଆସନ୍ତା ୧୮ ତାରିଖରେ ମହାଶିବରାତ୍ରି ତଥା ଜାଗରଯାତ୍ରା। ଏନେଇ ଖୋର୍ଦ୍ଧାର ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଗୁରୁଜଙ୍ଗ ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି। କରୋନା କଟକଣା ହଟିବା ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ମହାସମାରୋହରେ…

ଗୋଡ଼ିସାହି ଜଙ୍ଗଲରେ ନିଆଁ

ବାରଙ୍ଗ,୧୭।୨(ଡି.ଏନ୍‌.ଏ.): ଗୋଡ଼ିସାହି ଫାଣ୍ଡି ଅଧୀନ ଏନ୍‌ଡିଆର୍‌ଏଫ୍‌ କ୍ୟାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହୋଇଯାଇଛି। ପୂର୍ବାହ୍ନ ୧୧ଟା ପାଖାପାଖି କେହି ଦୁର୍ବୃତ୍ତ ଏନ୍‌ଡିଆର୍‌ଏଫ୍‌ ପଛପଟେ ଥିବା ରାସ୍ତାକଡ଼ରେ ପଡ଼ିଥିବା କିଛି…

ଯୁବକଙ୍କୁ ଛୁରାମାଡ଼ ଘଟଣା: ଗିରଫ ହେଲେ ଅଭିଯୁକ୍ତ

ନିରାକାରପୁର,୧୫ା୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଛକଠାରେ ଗତ ୨ ତାରିଖରେ ରାମେଶ୍ୱର ଗ୍ରାମର ମହେଶ୍ୱର ସାହୁ ନାମକ ଯୁବକଙ୍କୁ ଖଜୁରୀପଡ଼ା ଗ୍ରାମର ଦିବାକର ପାହାଡ଼ସିଂହ ନାମଙ୍କ ଜଣେ ଯୁବକ ଛୁରିରେ ଆକ୍ରମଣ କରିଥିଲେ। ଏନେଇ ଆହତଙ୍କ ମା’…

ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ,୧୫ା୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡଙ୍ଗା ଓ ଭସାପୋଲ (ଭେସେଲ) ଅଟକୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଚିଲିକାରେ…

୩ ବର୍ଷରେ ୮କୋଟିର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୨।୨: ଖୋର୍ଦ୍ଧାରେ ବଢ଼ିଚାଲିଛି ନିଶା କାରବାର। କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌, ଅବକାରୀ, ଅବକାରୀ ଗୋଇନ୍ଦା, ଫ୍ଲାଇଂ ସ୍କ୍ବାଡ୍‌ ଏବଂ ଜିଲା ପୋଲିସ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ନିଶା କାରବାର ଥମୁନାହିଁ। ଗତ ୩ବର୍ଷରେ ଏନ୍‌ଡିପିଏସ୍‌ରେ ୭୬ଟି ମାମଲା ରୁଜୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?