ଖୋର୍ଦ୍ଧା

ରାସ୍ତାରେ ୧୦୮ ଆମ୍ବୁଲାନ୍ସ ପଙ୍କଚର, ରୋଗୀ ହଇରାଣ

ଖୋର୍ଦ୍ଧା ଅଫିସ,୨୯।୪: ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି। ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ସହଭାଗିତାରେ ୧୦୮ ଆମ୍ବୁଲାନ୍ସ ସେବା ଚାଲିଛି। ରୋଗୀଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଉଛି।…

ଜଣେ ମୃତ,୨ଗୁରୁତର

ଖୋର୍ଦ୍ଧା ଅଫିସ,୨୯।୪: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଗୁରୁବାର ମର୍ମ୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗଡ଼ଖୋର୍ଦ୍ଧା ଛକ ରାଜପଥରେ ଲାଗିଥିବା ସିସିଟିଭି କ୍ୟାମେରା ସଜାଡିବା ଲାଗି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଗାଡ଼ିର ପଛପଟୁ ଧକ୍କା…

୧୫ ବର୍ଷରେ ଗଲାଣି ୧୭୩୫ ଜୀବନ

ଖୋର୍ଦ୍ଧା ଅଫିସ,୨୯।୪: ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିଚାଲିଛି। ବେପରୁଆ ଗାଡ଼ିଚାଳନା ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସେଥିରୁ ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଥିବା ଜଣାପଡିଛି। ଖୋର୍ଦ୍ଧା ଜିଲା ଦେଇ ଯାଇଥିବା ଦୁଇ ଜାତୀୟ ରାଜପଥ ୫୭ ନମ୍ବର ଏବଂ ୧୬ନଂ.…

ଅବକାରୀ ଚଢାଉ: ଦେଶୀମଦ ସମେତ ସ୍କୁଟି ଜବତ, ଅଭିଯୁକ୍ତ ଗିରଫ

ବାଣପୁର,୨୭।୪(ଡି.ଏନ.ଏ.): ଦିନକୁ ଦିନ ଖୋର୍ଦ୍ଧା ଜିଲା ବାଲୁଗାଁ,ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବଢିବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚଢାଉ କରି ଗିରଫ କରିଲେ ମଧ୍ୟ ସୁଧୁରିବାର ନାଁ ଧରୁ ନାହାନ୍ତି ଚୋରା ଦେଶୀମଦ…

ନିଜକୁ ଭୂତ ସଂଘ ସଭାପତି କହୁଥିବା ବିପିନ ଗିରଫ

ଖୋର୍ଦ୍ଧା ଅଫିସ,୨୭ା୪: ନିଜକୁ ଭୂତ ସଂଘର ସଭାପତି କହୁଥିବା ବିପିନ କୁମାର ରାଉତରାୟ ବୁଧବାର ଗିରଫ ହୋଇଛନ୍ତି। ଏକ ଓ୍ବାରେଣ୍ଟ ବଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ନନ୍ଦପୁରରୁ ତାଙ୍କୁ ଗିରଫ କରିଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ…

ପିଲାଙ୍କ ବହି ବିକିବା ଘଟଣା: ସିଆର୍‌ସିସି ନିଲମ୍ବିତ

ଖୋର୍ଦ୍ଧା ଅଫିସ/ବୋଲଗଡ଼,୨୬।୪(ଡି.ଏନ୍‌.ଏ.) କବାଡ଼ିଆଙ୍କୁ ପିଲାଙ୍କ ବହି ବିକ୍ରି କରିବା ଘଟଣାରେ ମଙ୍ଗଳବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନ ଦେଉଳି କ୍ଲଷ୍ଟରର ସିଆର୍‌ସିସି ମନମୋହନ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କୁ ପୂର୍ବ କାର୍ଯ୍ୟସ୍ଥଳୀ ତାଳତୁମ୍ବସ୍ଥିତ ପଶ୍ଚିମଦେବ ସରକାରୀ…

ବହିବିକି ବିଦା ହେଲେ ସିଆର୍‌ସିସି

ଖୋର୍ଦ୍ଧା ଅଫିସ,୨୫।୪: ବହିବିକି ପଦରୁ ଅବ୍ୟାହତ ହେଲେ ସିଆର୍‌ସିସି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲାରେ। ଦେଉଳି କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର ବହି ବିକିଥିଲେ। ଏ ନେଇ ବୋଲଗଡ଼ ବିଇଓ ନିରଞ୍ଜନ ମହାନ୍ତି ସମ୍ପୃକ୍ତ ସିଆରସିସିଙ୍କୁ କାର୍ଯ୍ୟରୁ ଅବ୍ୟାହତ କରିଛନ୍ତି।…

ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣାକାମ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୪ା୪: ପବିତ୍ର ଅକ୍ଷୟତୃତୀୟାରେ ରବିବାର ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ପାରମ୍ପରିକ ରୀତି ନୀତିରେ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆସନ୍ତା ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ପାଟବସ୍ତ୍ର ଯୋଗାଇବାକୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ା ଗ୍ରାମରେ ରବିବାରଠାରୁ…

ମାଠିଆ ଗଡୁଛି, ପାଣି ନାହିଁ

ଖୋର୍ଦ୍ଧା ଅଫିସ,୨୨।୪: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦଶରୁ ଊର୍ଦ୍ଧ୍ୱ ସହରର ତାପମାତ୍ରା ବଢି ଚାଲିଛି। ତାପମାତ୍ର ଦୈନିକ ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ…

କାମ କରୁନି ପଲିଥିନ କଟକଣା ନିୟମ

ଖୋର୍ଦ୍ଧା ଅଫିସ,୨୧ା୪: ପଲିଥିନ ପରିବେଶ ପାଇଁ ଚିନ୍ତାର କାରଣ ସାଜିଛି। ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଘାତକ ସାଜିବାକୁ ଯାଉଥିବା ଜାଣି ମଧ୍ୟ କେହି ସଚେତନ ହେବାକୁ ରାଜି ନୁହନ୍ତି। ଯେପରି ପ୍ଲାଷ୍ଟିକ ଏବଂ ପଲିଥିନ ଲୋକଙ୍କ ଜୀବନରେ ଏକ…

‘ସମସ୍ତ ଦିବ୍ୟାଙ୍ଗଙ୍କ ନିକଟରେ ସେବା ପହଞ୍ଚତ୍ବ’

ଖୋର୍ଦ୍ଧା ଅଫିସ,୨୦ା୪: ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ଯୋଗାଣ ପାଇଁ ଓଡ଼ିଶା ସରକାର ଏବଂ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି (ବିଏମ୍‌ଭିଏସ୍‌ଏସ୍‌) ଜୟପୁରର ମିଳିତ ପ୍ରୟାସରେ ଖୋର୍ଦ୍ଧା ଗୁରୁଜଙ୍ଗଠାରେ ନବନିିର୍ମିତ ବିଜୁ ମହାବୀର ଜୟପୁଟ ଫୁଟ୍‌ ସେଣ୍ଟରକୁ ବୁଧବାର…

ଜନ ପ୍ରତିନିଧିଙ୍କ ନାଁ ନ ଥିବାରୁ ଫଳକ ଗାଏବ

ବାଳକାଟୀ/ବାଲିପାଟଣା,୨୦୯।୪(ଡି.ଏନ୍‌.ଏ.): ପୂର୍ତ୍ତ ବିଭାଗ ଡିଭିଜନ ୨ ପକ୍ଷରୁ ଉତ୍ତରାଠାରୁ ନିମାପଡ଼ା ରାସ୍ତାର ଚାରିଥାକିଆ ରାସ୍ତାର ବୁଧବାର ବାଳକାଟୀରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ହେଲେ କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ଫଳକ ହଠାତ୍‌ ଉଦ୍‌ଘାଟନ ସ୍ଥଳରୁ ଗାଏବ ହୋଇଯାଇଥିଲା। ଖବରପାଇ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?