ଖୋର୍ଦ୍ଧା

ମନ ମୋହିଲା ପାଇକ ଆଖଡ଼ା

ବେଗୁନିଆ,୪।୩(ଡି.ଏନ୍‌.ଏ.): ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲ୍ଲୀପଦର ଗ୍ରାମରେ ଆୟୋଜିତ ଆମ ଗାଁ ମହୋତ୍ସବ ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ପାଇକ ଆଖଡ଼ା ନୃତ୍ୟ ଦର୍ଶକମାନଙ୍କର ମନ ମୋହିଥିଲା। ମହୋତ୍ସବ କମିଟିର ସଭାପତି ବିଦ୍ୟାଧର ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କ୍ୟାପଟେନ…

ମାସେ ହେବ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

ନିରାକାରପୁର,୪।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ସର୍କଲ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତସ୍ଥିତ ଚିତ୍ରକୂଟ ବିହାରରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ମାସେ ହେବ ପାନୀୟ ଜଳର ଉକତ୍ଟ ସମସ୍ୟା ଦେଖାଯାଉଛି। ପାଣି ନ ଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ନାନା ଅସୁବିଧାର…

ଜମିଜମା ସ୍ବତ୍ୱାଧିକାର ପରିବର୍ତ୍ତନ ଦାବି ତେଜିଲା

ଖୋର୍ଦ୍ଧା ଅଫିସ,୪।୩: ଏଖରାଜାତ ମାହାଲ ଜମିଜମା ସ୍ବତ୍ୱାଧିକାରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖିବା ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଖୋର୍ଦ୍ଧାରେ ଆନ୍ଦୋଳନକୁ ଜୋର କରିଛି। ଶୁକ୍ରବାର ପୂର୍ବାହ୍ନରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ…

ବିଦ୍ୟାଳୟରେ ମଳ ତ୍ୟାଗ କରି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

ନିରାକାରପୁର,୨।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଶିକ୍ଷା ବିଭାଗ ଅଧୀନ ଡିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କେତେକ ଦୃର୍ବୃତ୍ତ ସ୍କୁଲରେ ପଶି ମଳ ତ୍ୟାଗ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ସ୍କୁଲ ବନ୍ଦ ଥିବା ବେଳେ…

ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧ା୩: ଏବେଠାରୁ ତାପମାତ୍ରା ବଢ଼ିଲାଣି। ଗ୍ରୀଷ୍ମଜନିତ ଅଂଶୁଘାତ ଓ ଜଳକଷ୍ଟ ନିରାକରଣ ଲାଗି ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ଏବଂ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ…

ହଟ୍ଟକେଶରଙ୍କ ପୀଠରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ବାଘମାରୀ ଅଟ୍ରୀସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟ୍ଟକେଶର ମହାଦେବ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର, ଦାନବାକ୍ସ ଚୋରି ହୋଇଛି। ଦୁଇ ଦୁର୍ବୃତ୍ତ ମନ୍ଦିର ଭିତରୁ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କୟଦ ହୋଇଛି। ମନ୍ଦିର କମିଟି ଅଭିଯୋଗ…

ଦାଦନ ଖଟି ଯିବାକୁ ସଜବାଜ

ମହାକାଳପଡ଼ା,୨୬।୨(ଡି.ଏନ.ଏ.): ମୁଣ୍ଡଝାଳ ତୁଣ୍ଡରେ ମାରି ଶ୍ରମିକମାନେ ଗାଁ ରାସ୍ତାରେ ମାଟି କାମ କରିଥିଲେ ମଧ୍ୟ ୧ ମାସ ପରେ ବି ମଜୁରୀ ପାଇ ନାହାନ୍ତି। ଏଥିପାଇଁ ସେମାନଙ୍କ ପରିବାର ଆର୍ଥିକ ଅଟନଟ ମଧ୍ୟରେ ଦିନ କାଟୁଛନ୍ତି ା ଏ ସଂକ୍ରାନ୍ତରେ ବିଭାଗୀୟ…

ଦେଢ଼କୋଟି ଟପିଲା ବେପାର

ଖୋର୍ଦ୍ଧା ଅଫିସ,୨୬।୨: ଖୋର୍ଦ୍ଧା ଜିଲା ପ୍ରଶାସନ, ଓର୍‌ମାସ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ୫ଦିନ ଧରି ଚାଲିଥିବା ଜିଲାସ୍ତରୀୟ ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାର ଉଦ୍‌ଯାପନୀ ଦିବସ ଗଞ୍ଜାମର ପ୍ରସିଦ୍ଧ ଲୋକକଳା ନରେନ୍ଦ୍ରପୁରର ଯୋଡ଼ିଶଙ୍ଖରୁ ଆରମ୍ଭ…

କାର୍‌-ବାଇକ୍‌ ଧକ୍କା, ଚାଲିଗଲା ଜଣଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୨୪ା୨: ଜଟଣୀ କଲେଜ ଛକ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ସହ ବାଇକ ଧକ୍କା ହେବାରୁବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମରେ ପ୍ରଭାସ ବେହେରା। ଖବରପାଇ ଜଟଣୀ…

୫ ଶ୍ରେଣୀକୁ ୨ ଶିକ୍ଷକ

ନିରାକାରପୁର,୨୪ା୨(ଡି.ଏନ୍‌.ଏ.): ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର କିପରି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିସହ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରାଯାଉଛି। ଏବେ ବି ବିଦ୍ୟାଳୟ ଭିତ୍ତିଭୂମି ଅଭାବ ରହିଥିବା…

ଜୀବଜନ୍ତୁଙ୍କ ବାସସ୍ଥଳୀ ଉପରେ ପାଣି ଛିଞ୍ଚାଯିବ

ବାରଙ୍ଗ,୨୩ା୨(ଡି.ଏନ୍‌.ଏ.): ଏବେଠୁ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲାଣି। ଏହାକୁ ଦୃଷ୍ଟିରେ ରଖି ନନ୍ଦନ କାନନରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଣୀ ଉଦ୍ୟାନର ୨୧୩ ଖୁଆଡ଼ରେ ରହୁଥିବା ୧୬୨ ପ୍ରଜାତିର ୩୮୭୨ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ…

ଆଉ ନିର୍ବାଚନ ଲଢ଼ିବିନି: ସୁର

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ’ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରେ ଜଟଣୀରୁ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?