ଟୋକନ୍-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ
ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରିପାରୁନାହାନ୍ତି। ଟାର୍ଗେଟ ଆସି ନ ଥିବା କହି ସମିତି ସମ୍ପାଦକମାନେ ଦିନ ଗଡ଼ାଇ…
ଚିଲିକା ସୁରକ୍ଷାକୁ ଗୁରୁତ୍ବ
ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ଏବଂ ଡଙ୍ଗା ଇଞ୍ଜିନ ଯୋଗାଇ ଦିଆଯିବ। ଏହାସହ ୩ ସମୁଦ୍ର କୂଳବର୍ତ୍ତୀ ଜିଲାର ୧୮୬ ମତ୍ସ୍ୟ ପ୍ରାଥମିକ ସମବାୟ ସମିତି ଅନ୍ତର୍ଗତ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ…
ରାସ୍ତାରେ ଡ୍ରେନ୍ ପାଣି, ଯାତାୟାତ ବାଧାପ୍ରାପ୍ତ
ଜଟଣୀ,୧୬ ।୨(ଡି.ଏନ୍.ଏ.) ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଅନେକ ନୂତନ ଆପାର୍ଟମେଣ୍ଟ ଓ ସାହିବସ୍ତି ଗଢ଼ିଉଠିଛି। ଏଠାରେ ଗୃହ ନିର୍ମାଣ ପୂର୍ବରୁ ସରକାରୀ ନିୟମ ଉଲ୍ଲଂଘନ କରାଯାଉଛି। ରାସ୍ତା ଏବଂ ଡ୍ରେନ୍ ଉପରେ ଅବରୋଧ ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ନନ୍ଦନକାନନରେ ପୂର୍ଣ୍ଣିମା ଜନ୍ମଦେଲା ଶାବକ
ବାରଙ୍ଗ,୧୫।୨(ଡି.ଏନ୍.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ସୋମବାର ସକାଳେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ପୂର୍ଣ୍ଣିମା ଗୋଟିଏ ଶାବକକୁ ଜନ୍ମ ଦେଇଛି। ମା ଓ ଛୁଆ ଉଭୟ ସୁସ୍ଥ ଥିବାବେଳେ ଶାବକ ଜନ୍ମ ପରେ ମା…
ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପାଚେରି ଭାଙ୍ଗିଲେ ଦୁର୍ବୃତ୍ତ
ବାଲୁଗାଁ,୧୨।୨(ଡି.ଏନ୍.ଏ.): ବାଲୁଗାଁ ଚିଲିକାକୂଳ ନିକଟ ମତ୍ସ୍ୟ ଓ ଜୀବ ପ୍ରଯୁକ୍ତି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଚେରିକୁ ବୁଧବାର ବିଳମ୍ବିତ ରାତିିରେ କେହି ଦୁର୍ବୃତ୍ତ ଜେସିବି ମେଶିନ ଦ୍ୱାରା ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି। ସୂଚନା ମୁତାବକ,…
ଧାନକିଣା ଅନିୟମିତତାର ତଦନ୍ତ ଦାବି
ଖୋର୍ଦ୍ଧା ଅଫିସ,୧୨।୨: ଚଳିତ ବର୍ଷ ଖୋର୍ଦ୍ଧା ଜିଲାରେ ଖରିଫ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ଉଠିଛି। ଦୁର୍ନୀତି ପଛରେ ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ସମ୍ପାଦକଙ୍କ ହାତ ରହିଛି। ସମିତି ସମ୍ପାଦକ ଏବଂ ମିଲର୍ସଙ୍କ ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଛି।…
ଚାକିରିରୁ ନିଲମ୍ବିତ ହେଲେ ଏସ୍ଏସ୍ଓ
ଖୋର୍ଦ୍ଧା ଅଫିସ,୧୦ା୨: ଭୁବନେଶ୍ୱର ଏୟାରପୋର୍ଟ ଥାନା ପଳାସପଲ୍ଲୀ ଅଞ୍ଚଳରେ ଥିବା ନିଖିଳ ଉକତ୍ଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତାଲିମ କେନ୍ଦ୍ରରେ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ…
ସୁନା ଦୋକାନ ଉପରେ ଚଢ଼ାଉ: ଖବରଦାତାଙ୍କ ମୋବାଇଲରୁ କାଟିଦେଲେ ଫଟୋ
ନିରାକାରପୁର,୯।୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ସୁନା ଦୋକାନ ଉପରେ ମଙ୍ଗଳବାର ଦିନ ଚଢ଼ାଉ ହୋଇଥିଲା। ଦୁଇଟି ଗାଡିରେ ଆସିଥିବା ବିଭାଗୀୟ କର୍ମଚାରୀମାନେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ…
ଧାର୍ଯ୍ୟ ସମୟରେ କୋର୍ସ ସରିବା ନେଇ ଆଶଙ୍କା
ଖୋର୍ଦ୍ଧା ଅଫିସ,୮।୨: କୋଭିଡ୍ ଗାଇଡ୍ଲାଇନ୍ ପାଳନ ସହ ସୋମବାରଠାରୁ ଶ୍ରେଣୀଗୃହରେ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବ। କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୨ରୁ ସ୍କୁଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଥିଲା। ଏବେ ସ୍କୁଲ ଖୋଲିବା ପରେ…
ମିଜୋରାମରୁ ଆସିଲେ ୧୮ ନୂଆ ଅତିଥି
ବାରଙ୍ଗ,୮।୨(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରବିବାର ମିଜୋରାମର ଆଇଜଲ ଚିଡିଆଖାନାରୁ ୫ ପ୍ରଜାତିର ୧୮ ନୂଆ ପଶୁପକ୍ଷୀ ପହଞ୍ଚତ୍ଛନ୍ତି। କରୋନା କଟକଣା ଯୋଗୁ ଜୀବଜନ୍ତୁ ଆଣିବା ପ୍ରକିୟା ବନ୍ଦ ଥିବାବେଳେ ଚଳିତବର୍ଷର ଏହା ପ୍ରଥମ ଅଦଳବଦଳ ପ୍ରକିୟାର ଶୁଭାରମ୍ଭ ହୋଇଛି। ଏହି…
ଖୋର୍ଦ୍ଧା ଲଜ୍ରୁ ବ୍ରହ୍ମପୁର ଛାତ୍ରଙ୍କ ମୃତଦେହ ଜବତ
ଖୋର୍ଦ୍ଧା ଅଫିସ,୫।୨: ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଗୁରୁବାର ଖୋର୍ଦ୍ଧାର ଏକ ଲଜରୁ ଟାଉନ ପୋଲିସ ବ୍ରହ୍ମପୁରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରଙ୍କ ମୃତଦେହ ଜବତ…
୫୪ ଦିନ ପରେ ଗାଁକୁ ଫେରିଲା ମୃତଦେହ
ବାଣପୁର, ୨।୨(ଡି.ଏନ୍.ଏ): ପରିବାର ପ୍ରତିପୋଷଣ ପାଇଁ ଅଧିକ ରୋଜଗାର ଆଶାରେ ସୁଦୂର ସାଉଦି ଆରବକୁ ଯାଇଥିବା ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ବାଁଳେଇ ଗ୍ରାମର ଜଣେ ଓଡ଼ିଆ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁର ୫୪ ଦିନ ପରେ ସୋମବାର ତାଙ୍କ…

