ଖୋର୍ଦ୍ଧା

ଅତିଷ୍ଠ କରୁଛି ଜଙ୍ଗଲ ନିଆଁ

ବେଗୁନିଆ,୫।୩(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାୟ ୩୦୦ ଏକର କାଜୁଜଙ୍ଗଲ ଜଳିଯାଇଥିବା ଜଣାପଡ଼ିଛି।…

ସୁଧୁରୁନି ଖୋର୍ଦ୍ଧା ସହର ଟ୍ରାଫିକ୍‌ ସମସ୍ୟା

ଖୋର୍ଦ୍ଧା ଅଫିସ,୪।୩: ଖୋର୍ଦ୍ଧା ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଚଣ୍ଡିଚୁଆଠାରୁ ମୁକୁନ୍ଦପ୍ରସାଦ, ଡାକ୍ତର୍ସ ଲେନ୍‌ଠାରୁ ଗୁରୁଜଙ୍ଗ ରାସ୍ତା, ଥାନାଛକ (ଟ୍ରାଫିକ ଛକ) ଠାରୁ ନୂଆ ବସ୍‌ଷ୍ଟାଣ୍ଡ, ବସ୍‌ଷ୍ଟାଣ୍ଡଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ, ବାଟମଙ୍ଗଳା ଠାରୁ ଚଣ୍ଡିଚୁଆ ଛକ ଭାୟା ଟିଏଲସି…

ଖୋର୍ଦ୍ଧାରେ ବଢୁଛି ଚୋରା ବନ୍ଧୁକ କାରବାର

ଖୋର୍ଦ୍ଧା ଅଫିସ, ୩ା୩: ଖୋର୍ଦ୍ଧା ସହରରେ ବଢ଼ିଚାଲିଛି ଅପରାଧ। ଗତ ଦୁଇ ସପ୍ତାହ ମଧ୍ୟରେ ପୋଲିିସ ବିଭିନ୍ନ ମାମଲାରେ ୧୨ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ, ୮ଗୁଳି, ମାରଣାସ୍ତ୍ର, ଖଣ୍ଡାକାତି, ବୋମା, ବାଇକ, କାର୍‌ ଜବତ କରିଛି। ଅପରାଧୀମାନେ ଏବେ…

ଜିଲାପାଳଙ୍କ ଅଫିସ୍‌ ଆଗରେ ଧାନବସ୍ତା ରଖି ଧାରଣା

ଖୋର୍ଦ୍ଧା ଅଫିସ,୩ା୩: ଖୋର୍ଦ୍ଧା ଜିଲାରେ ଚଳିତ ବର୍ଷ ଖରିଫ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ଟୋକନ ପାଇ ସୁଦ୍ଧା ପଞ୍ଜୀକୃତ ଚାଷୀଙ୍କ ଧାନ ମଣ୍ଡିରେ ଉଠୁନି। ଚଳିତ ବର୍ଷ ଲକ୍ଷ୍ୟଧାର୍ଯ୍ୟ ଠାରୁ ଅଧିକ ଧାନ କିଣାଯାଇଥିବା ସରକାର ଡିଣ୍ଡିମ ପିଟୁଥିବା…

ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ଖୋର୍ଦ୍ଧା ଅଫିସ,୨।୩ : ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଟାର୍ଗେଟ ନାହିଁ କହି ସମିତି ସମ୍ପାଦକ ଦିନ ଗଡାଇ ଚାଲିଛନ୍ତି। ଟୋକନ ଥାଇ ମଣ୍ଡିରେ ଧାନ ଉଠୁନାହିଁ। ଏଭଳି ପରିସ୍ଥିତିରେ ଚାଷୀଙ୍କ…

ମହିଳାଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ବାପା

ଖୋର୍ଦ୍ଧା ଅଫିସ୍‌,୨୮।୨: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲାରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଜବତ ହୋଇଛି। ସେ ହେଲେ ଶ୍ରଦ୍ଧାଞ୍ଜଳି ରାଉତରାୟ(୨୫)। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିିତ୍ସାଳୟକୁ ପଠାଇଛି। ସୂଚନାଯୋଗ୍ୟ,…

ଗୁରୁଜଙ୍ଗ ଗୁଳିକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୮।୨: ଗୁରୁଜଙ୍ଗ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁମାରବସ୍ତ ଗ୍ରାମର ଦୀପୁ ଓରଫ ଦୀପକ କୁମାର ପ୍ରଧାନଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଶନିବାର ଗିରଫ କରିଛି। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି। ଦୀପୁଙ୍କ…

ଆକର୍ଷଣ ପାଲଟିଛି ଅଲୋଡ଼ା କୁଞ୍ଜବନ ମଠ

ଖୋର୍ଦ୍ଧା ଅଫିସ,୨୮।୨: କୁହାଯାଏ ଇଚ୍ଛା ଓ ନିଷ୍ଠା ଥିଲେ ସବୁ କିଛି ସମ୍ଭବ। ସଫଳତା ଆପେ ଆପେ ମିଳିଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଦୁଇ ଯୁବବନ୍ଧୁ ସନ୍ତୋଷ କୁମାର ମାନସିଂ ଓ ସୁମନ୍ତ କୁମାର ପ୍ରଧାନ। ଉଭୟଙ୍କ ଅକ୍ଳାନ୍ତ ପରିଶ୍ରମ…

ବେଆଇନ ମାଙ୍କଡ଼ା ଖଣି ସିଲ୍‌

ନିରାକାରପୁର,୨୬।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଦୈନିକ ବେଆଇନ ଭାବେ ଖଣି ଖନନ କରିବା ସହିତ ଶହ ଶହ ଟ୍ରକ୍‌ ଓ ଟ୍ରାକ୍ଟରରେ ମୋରମ, ମାଙ୍କଡ଼ା ପଥର ଚାଲାଣ କରୁଛନ୍ତି। ଗୁରୁବାର…

ସାଇବର ଠକେଇ: ୧ଲକ୍ଷ ୮ହଜାର ନେଇଗଲେ

ଖୋର୍ଦ୍ଧା ଅଫିସ,୨୬।୨: ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ସଦର ଥାନା ଅଧୀନ ବାଜପୁର ଗ୍ରାମର ଚାରୁଲତା ଦାଶ ବ୍ୟାଙ୍କ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ଏକ ମିନଟ୍‌ ମଧ୍ୟରେ ୨ଟି କିସ୍ତିରେ ୧ଲକ୍ଷ ୮ହଜାର…

ସୁବାସୀ ସଂରକ୍ଷିତ ଜଙ୍ଗଲରେ ନିଆଁ

ଖୁଣ୍ଟୁଣୀ,୨୬।୨(ଡି.ଏନ.ଏ.): ଆଠଗଡ଼ ବନାଞ୍ଚଳ ଅଧୀନ ସୁବାସୀ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୪୦ ଏକର ଜଙ୍ଗଲ ପୋଡିଯାଇଥିବା ଜଣାପଡିଛି। ଏହି ଜଙ୍ଗଲ ରମ୍ପେଇ ଗ୍ରାମବାସୀଙ୍କ ଦ୍ବାରା ୧୯୯୫ରୁ ଜଗାରଖା କରାଯାଉଥିଲା। ଗତ ସପ୍ତାହରେ ଏଠାରେ ନିଆଁ…

ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା

ଜଟଣୀ,୨୦।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା ଉପରେ ଲାଗିପାରୁନିି ଅଙ୍କୁଶ। ଫଳରେ ଯାତାୟାତରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନଧରି ଏହି ସମସ୍ୟା ଦେଖାଦେଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?