କେନ୍ଦୁଝର

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା,୩୦ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ଜରିବାହଲ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମେଣ୍ଡି ଚାମ୍ପିଆ(୪୫)। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘର ଭିତରୁ...

ଦୁର୍ଘଟଣା ପରେ ଏନ୍‌ଏଚ୍‌ଏଆଇ ତତ୍ପର

କେନ୍ଦୁଝର,୩୦ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ନଂ. ଜାତୀୟ ରାଜପଥର ଷଠିଘର ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୯ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ...

୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲେ ହାତୀପଲ, ଜଣେ ଆହତ

କେନ୍ଦୁଝର,୨୯ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅଧିନସ୍ଥ ଲକ୍ଷ୍ମୀପଶି ବିଟ ଅଞ୍ଚଳରେ ହାତୀ ପଲ ପଶି ଘର ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ, ଚାଉଳକୁ ଖାଇ ଘରେ ଥିବା ଜିନିଷକୁ ଦଳି ଚକଟି...

ବାହୁଡ଼ାଯାତ୍ରା ଅଘଟଣରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ବାହୁଡା଼ଯାତ୍ରା ସମୟରେ କେନ୍ଦୁଝର ଜିଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର...

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଶ୍ରୀ ବଳଦେବଜୀଉ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରକୁ ବୁଧବାର ପ୍ରଭୁ ବାହୁଡିବା ପରେ ଶ୍ରୀଜିଉ ମନ୍ଦିରକୁ ଯିବା ପୂର୍ବରୁ ସୁନାବେଶରେ ଭକ୍ତଙ୍କୁ...

ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର, ମା-ପୁଅ ଗୁରୁତର

ଆନନ୍ଦପୁର,୨୯ା୬(ସନ୍ତୋଷ ରାଉତ): ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ମା-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଝିଅ ମଧ୍ୟ ଆହତ ହୋଇଛନ୍ତି। ହାତିବନ୍ଧା...

ଟାଟା ଅବହେଳା: ୩ ଜୀବନ ଗଲା

କେନ୍ଦୁଝର/ଝୁମ୍ପୁରା/କୋରାପୁଟ/ଜୟପୁର,୨୯।୬ (ନରେଶ ପଟ୍ଟନାୟକ, ଶଶିଭୂଷଣ ସାହୁ, ଅମିତାଭ ବେହେରା, ପବନ ପାଣିଗ୍ରାହୀ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମ ପଡ଼ିଆରେ ବୁଧବାର ମଧ୍ୟାହ୍ନରେ ରଥଟଣା ପୂର୍ବରୁ ରଥର ନେତ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ...

ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂରତି

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱର ସର୍ବବୃହତ ରଥରେ ରଥାରୁଢ଼ ହୋଇ ରତ୍ନବେଦୀକୁ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି ଫେରିଛନ୍ତି କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ । ବାହୁଡ଼ା ଯାତ୍ରା ପାଇଁ ପ୍ରାତଃ ୪ଟାରୁ ଅବକାଶ ନୀତି...

ବାହୁଡା ଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୨ ଜୀବନ

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ କେନ୍ଦୁଆ ଗ୍ରାମରେ ବାହୁଡା ଯାତ୍ରାରେ ଅଘଟଣ ଘଟିଛି। ରଥକୁ ଟାଣି ସାଇଟ୍‌ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।...

ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ଟେକ୍‌ନିକାଲ ଟିମ୍‌

କେନ୍ଦୁଝର,୨୮ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣାସହର ଷଠିଘର ନିକଟରେ ଏନ୍‌ଏଚ୍‌ ୨୦ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କାରଣ ଯାଞ୍ଚ କରିବା ସହ ବାରମ୍ବାର ଅଘଟଣ ଘଟୁଥିବାରୁ ଲୋକଙ୍କ ଫ୍ଲାଇ ଓଭର ନିର୍ମାଣ ଦାବି ନେଇ ଏକ...

ଟ୍ୟାକ୍ସି ଚୋରି ପରେ ଡ୍ରାଇଭରଙ୍କୁ ହତ୍ୟାକରି ପିଙ୍ଗିଦେଇଥିଲେ

ଆନନ୍ଦପୁର,୨୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘସିପୁରା ପୋଲିସ ବୁଧବାର ଉଦ୍ଧାର କରିଥିବା ଗଳିତ ମୃତଦେହ ଘଟଣାର ପର୍ଦାଫାଶ ହୋଇଛି। ଦୁର୍ବୃତ୍ତମାନେ ଟ୍ୟାକ୍ସି ଚୋରି କରି ଡ୍ରାଇଭରଙ୍କୁ ଅତି ନିର୍ମମ...

ସୁଢ଼ି ଆମ୍ବର ଆଦର କମୁଛି

କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri