କେନ୍ଦୁଝର

କେନ୍ଦୁଝର-ଖୋର୍ଦ୍ଧା ମେମୁ ଇଞ୍ଜିନରେ ତ୍ରୁଟି

ଢେଙ୍କିକୋଟ୍‌,୩ା୭(ନୀଳମଣି ମଣ୍ଡଳ): କେନ୍ଦୁଝର-ଖୋର୍ଦ୍ଧା ମେମୁ ସ୍ପେସିଆଲ ଟ୍ରେନ୍‌ ଇଞ୍ଜିନରେ ତ୍ରୁଟି ଯୋଗୁ ବସନ୍ତପୁର ସୀତାବିଞ୍ଜ ଷ୍ଟେଶନ ମଝିରେ ଅଟକି ରହିଥିଲା। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଯାତ୍ରୀ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହୋଇଥିଲେ। ପରେ ଅନ୍ୟ ଏକ ଇଞ୍ଜିନ...

ହାଓ୍ବଡା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥରମାଡ଼

ବଡ଼ବିଲ,୨ା୭(ଦେବପ୍ରିୟ ରଣା): ହାଓ୍ବଡ଼ା-ବଡ଼ବିଲ ଜନଶତାବ୍ଦୀ ଟ୍ରେନ୍‌ ଉପରକୁ ପଥର ମାଡ଼ ହୋଇଛି। ଫଳରେ ବଗିର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ଝାଡ଼ଖଣ୍ଡ ରାଜ୍ୟ ବଡ଼ଜାମଦା ଷ୍ଟେଶନରୁ ଛାଡି ଟ୍ରେନ୍‌ଟି ବଡ଼ବିଲ ଅଭିମୁଖେ ଆସୁଥିଲା ବେଳେ କେହି ଦୁର୍ବୃତ୍ତ...

ସହରରେ ଟ୍ରାଫିକ ସମସ୍ୟା ଗୁରୁତର

କେନ୍ଦୁଝର,୧ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ବିଶେଷ କରି ରାମ ରାମ ଗଳି ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗୁଡୁଛି। ଗାଡ଼ି ପାର୍କିଂ ପାଇଁ ସ୍ଥାନ ନ ଥିବାରୁ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା,୩୦ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରି ଥାନା ଅନ୍ତର୍ଗତ ଜରିବାହଲ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ମେଣ୍ଡି ଚାମ୍ପିଆ(୪୫)। ମୃତ୍ୟୁର କାରଣ ଜଣାପଡ଼ି ନ ଥିବା ବେଳେ ପୋଲିସ ଘର ଭିତରୁ...

ଦୁର୍ଘଟଣା ପରେ ଏନ୍‌ଏଚ୍‌ଏଆଇ ତତ୍ପର

କେନ୍ଦୁଝର,୩୦ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ନଂ. ଜାତୀୟ ରାଜପଥର ଷଠିଘର ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ଉପରେ ଟ୍ରକ୍‌ ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୯ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ...

୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲେ ହାତୀପଲ, ଜଣେ ଆହତ

କେନ୍ଦୁଝର,୨୯ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅଧିନସ୍ଥ ଲକ୍ଷ୍ମୀପଶି ବିଟ ଅଞ୍ଚଳରେ ହାତୀ ପଲ ପଶି ଘର ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ, ଚାଉଳକୁ ଖାଇ ଘରେ ଥିବା ଜିନିଷକୁ ଦଳି ଚକଟି...

ବାହୁଡ଼ାଯାତ୍ରା ଅଘଟଣରେ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ବାହୁଡା଼ଯାତ୍ରା ସମୟରେ କେନ୍ଦୁଝର ଜିଲା କେନ୍ଦୁଆ ଗ୍ରାମଠାରେ ୩ ଜଣ ଓ କୋରାପୁଟ ଜିଲା କୋଲାବ ନଗରଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାର...

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଶ୍ରୀ ବଳଦେବଜୀଉ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରକୁ ବୁଧବାର ପ୍ରଭୁ ବାହୁଡିବା ପରେ ଶ୍ରୀଜିଉ ମନ୍ଦିରକୁ ଯିବା ପୂର୍ବରୁ ସୁନାବେଶରେ ଭକ୍ତଙ୍କୁ...

ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର, ମା-ପୁଅ ଗୁରୁତର

ଆନନ୍ଦପୁର,୨୯ା୬(ସନ୍ତୋଷ ରାଉତ): ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ମା-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଝିଅ ମଧ୍ୟ ଆହତ ହୋଇଛନ୍ତି। ହାତିବନ୍ଧା...

ଟାଟା ଅବହେଳା: ୩ ଜୀବନ ଗଲା

କେନ୍ଦୁଝର/ଝୁମ୍ପୁରା/କୋରାପୁଟ/ଜୟପୁର,୨୯।୬ (ନରେଶ ପଟ୍ଟନାୟକ, ଶଶିଭୂଷଣ ସାହୁ, ଅମିତାଭ ବେହେରା, ପବନ ପାଣିଗ୍ରାହୀ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମ ପଡ଼ିଆରେ ବୁଧବାର ମଧ୍ୟାହ୍ନରେ ରଥଟଣା ପୂର୍ବରୁ ରଥର ନେତ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ...

ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂରତି

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱର ସର୍ବବୃହତ ରଥରେ ରଥାରୁଢ଼ ହୋଇ ରତ୍ନବେଦୀକୁ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି ଫେରିଛନ୍ତି କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ । ବାହୁଡ଼ା ଯାତ୍ରା ପାଇଁ ପ୍ରାତଃ ୪ଟାରୁ ଅବକାଶ ନୀତି...

ବାହୁଡା ଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୨ ଜୀବନ

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ କେନ୍ଦୁଆ ଗ୍ରାମରେ ବାହୁଡା ଯାତ୍ରାରେ ଅଘଟଣ ଘଟିଛି। ରଥକୁ ଟାଣି ସାଇଟ୍‌ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri