କେନ୍ଦୁଝର

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୪ ଧାରା ଜାରି

କେନ୍ଦୁଝର, ୧୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ମହାମାରୀ କରୋନା ଭାଇରସ କୋଭିଡ୍‌-୧୯ର ସଂକ୍ରମଣ ପ୍ରତିରୋଧ ଉଦ୍ଦେଶ୍ୟରେ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର, ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇସୋଲେସନ ସେଣ୍ଟରରେ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ ଆଶିଷ ଠାକ୍‌ରେ ସିଆର୍‌ପିସିର ୧୪୪ ଧାରା ଜାରି…

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ

ବଡ଼ବିଲ,୧୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡା। ବୃଦ୍ଧାଙ୍କ ସାଙ୍ଗରେ ଯାଇଥିବା…

ପିଲାଙ୍କୁ ବାଣ୍ଟିଲେ ପାଠ୍ୟ ଉପକରଣ

ଯୋଡ଼ା, ୧୦।୫(ଡି.ଏନ.ଏ.)-କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଲକଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ସ୍କୁଲ୍‌ ଗୁଡିକ ବନ୍ଦ ରହିଛି। ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ର ଛାତ୍ରୀଛାତ୍ରଙ୍କୁ ଘରେ ରହି ମୋବାଇଲ ଫୋନ ଦ୍ୱାରା ଅନଲାଇନ୍‌…

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମ ପାତୁ ସାହିର ରୟା ମୁଣ୍ଡା (୧୬) ନାମକ ଜଣେ ଯୁବକଙ୍କର ଶନିବାର ସକାଳୁ ମୃତ୍ୟୁ ଘଟିଛି। ଘର ଲୋକଙ୍କ ସୂଚନା ମୁତାବକ ରୟା କାମରୁ ଆସି ଖାଇ ପିଇ ଶୋଇଥିଲେ।…

ସୀମାନ୍ତ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଚମ୍ପୁଆ,୯।୫(ଡି.ଏନ.ଏ.)- କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ସୀମାନ୍ତ ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଶନିବାର କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ କରିବା ସହିତ…

ସଡ଼କ ଦୁର୍ଘଟଣାରେ ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୯।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ସରଧାପୁର ବାୟା ମୁଣ୍ଡା ସାହିର ପାଣୁ ନାଏକ (୭୩) ନାମକ ଜଣେ ବୃଦ୍ଧଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପାଣୁ ଶନିବାର ସକାଳୁ କେନ୍ଦୁଝର-ପାଟଣା ରାସ୍ତାର ଶ୍ୟାମସୁନ୍ଦର ପୁର ଆଡ଼କୁ…

ଯୋଡ଼ା ସହରରେ ପଶିଲେ ହାତୀ

ଯୋଡ଼ା,୮ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଗୁରୁବାର ୧୮ଟି ହାତୀ ପଶି ଆତଙ୍କ ଖେଳାଇଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ସହରର ଗୋପମହାନ୍ତି ହାଟିଂସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଲା ସାହି, ସେଗ୍ରିଗେସନ ଅଞ୍ଚଳରେ ସନ୍ଧ୍ୟା ୭ଟା ବେଳେ ଉପଦ୍ରବ ଚଳାଇଥିଲେ।…

କେରଳରୁ ଫେରିଲେ ୧୪ ଶ୍ରମିକ

ପାଟଣା,୮ା୫(ସ୍ବ.ପ୍ର.): କେରଳରେ ରହି କାମ କରୁଥିବା ୧୪ ଜଣ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପହଞ୍ଚିଛନ୍ତି। ଏହି ଶ୍ରମିକମାନେ କେରଳର ଆଟାପାଟୁଠାରେ ଏକ ନର୍ସରୀରେ କାମ କରୁଥିଲେ। ଏକ ସ୍ବତନ୍ତ୍ର ଟ୍ରେନରେ ଆସି ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା…

ବଡ଼ବିଲ ଥାନା ଅଞ୍ଚଳରୁ ଚୋରି ଘଟଣା: ଚୋରି ସାମଗ୍ରୀ ଜବତ, ୨ ଅଭିଯୁକ୍ତ ଗିରଫ

ବଡବିଲ,୮।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ସୁନ୍ଦରା ବସ୍ତି ଅଞ୍ଚଳର ଶିବ କୁମାର ଗିରିଙ୍କ ଘରୁ ଗତ ଏପ୍ରିଲ ୧୬ ତାରିଖରେ ଚୋରି ହୋଇଥିଲା। ଏ ନେଇ ପୋଲିସ ଏକ ମାମଲା (ନଂ. ୭୪/୨୦) ରୁଜୁକରି ତଦନ୍ତ ଚଳାଇଥିଲା। ଏଥିରେ ମମ୍ପୃକ୍ତ…

ପାଟଣାରେ କେରଳ ଫେରନ୍ତାକୁ ନେଇ ଭୟ: ଫେରିଲେ ୧୪ ପ୍ରବାସୀ

ପାଟଣା,୮।୫(ସ୍ବ.ପ୍ର.): କେରଳରେ ରହୁଥିବା ୧୪ ପ୍ରବାସୀ ଓଡ଼ିଆ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ନିଜ ଗ୍ରାମକୁ ଫେରିଛନ୍ତି। ଏହି ସମସ୍ତ ପୁରୁଷ ଶ୍ରମିକ କେରଳର ଆଟା ପାଟୁଠାରେ ଏକ ନର୍ସରୀରେ ଶ୍ରମିକ ଭାବେ କାମ କରୁଥିଲେ। ଏକ ସ୍ବତନ୍ତ୍ର…

ସୀମାନ୍ତରେ ଧରାପଡ଼ିଲେ ୪୭ ଶ୍ରମିକ

ଚମ୍ପୁଆ, ୮।୫(ଡି.ଏନ.ଏ.)- କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ଉପାନ୍ତ ଅଞ୍ଚଳର ସୀମା ସିଲ୍‌ କରାଯାଇଛି। ଏଠାରେ ବ୍ୟାପକ ତନଖି ସହିତ ଅନୁପ୍ରବେଶ ରୋକିବା ଏବଂ ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟକୁ ପ୍ରବେଶ ସମୟରେ…

ହାତୀ ମୃତ୍ୟୁ ଘଟଣାର ତଦନ୍ତ କଲେ ଆରସିସିଏଫ

ଯୋଡ଼ା/କେନ୍ଦୁଝର, ୮।୫(ଡି.ଏନ୍‌.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଓ ବାମେବାରୀ ବନପାଳ ଅଧୀନ କେନ୍ଦୁଘାଟି ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ରାଉରକେଲାରୁ ଆରସିସିଏଫ (ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ) ଭଞ୍ଜ କିଶୋର ସ୍ବାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?