କେନ୍ଦୁଝର

ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସ୍କ ବଣ୍ଟନ

କେନ୍ଦୁଝର, ୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବାରେ ନିୟୋଜିତ ନର୍ସମାନଙ୍କୁ ମାସ୍କ ବଣ୍ଟନ କରାଯାଇଛି। କେନ୍ଦୁଝର ସହରସ୍ଥ ମା’ ଜଗଦମ୍ବା ଟ୍ରଷ୍ଟ ତରଫରୁ ପ୍ରସ୍ତୁତ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ମାସ୍କ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଗୁରୁବାରୀ ଦେଇଙ୍କୁ ଟ୍ରଷ୍ଟର…

ଚିତ୍ରରେ ସଚେତନତାର ବାର୍ତ୍ତା

ହାଟଡିହୀ, ୭।୫(ଡି.ଏନ.ଏ.)-କରୋନା ରୋଗକୁ ମୁକାବିଲା ଲାଗି ସମଗ୍ର ବିଶ୍ୱ ଏବେ ଏକଜୁଟ ହୋଇଛି। ସମସ୍ତେ ସାହାଯ୍ୟ ଓ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ୨ଜଣ ଯୁବକ ଚିତ୍ର ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା…

ସ୍ବତନ୍ତ୍ର ବସ୍‌ ଯୋଗେ ଝାଡଖଣ୍ଡ ଗଲେ ୨୮ ଶ୍ରମିକ

ବଡ଼ବିଲ, ୭।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରୁ ବୁଧବାର ୨୮ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ ଝାଡ଼ଖଣ୍ଡ ରାଜ୍ୟକୁ ପଠାଯାଇଥିବା ଜଣାପଡିଛି। ରାଜ୍ୟର କେନ୍ଦୁଝର ଜିଲା ବାମେବାରୀ, ଯୋଡ଼ା ଓ ରୁଗୁଡି ଏବଂ ସୁନ୍ଦରଗଡ଼ ଜିଲାର କୋଇଡା ଓ କାଲଟା ଆଦି ସ୍ଥାନରେ…

କୃଷି, ଶିଳ୍ପ, ଶ୍ରମଭିତ୍ତିକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଗୁରୁତ୍ୱ

କେନ୍ଦୁଝର,୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ ମହାମାରୀ କରୋନାର ପ୍ରତିରୋଧ ପାଇଁ ନିଆଯାଇଥିବା ପଦକ୍ଷେପର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ୍‌ ଅଫିସର ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ବତନ୍ତ୍ର ଶାସନ…

ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ

କେନ୍ଦୁଝର,୬।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅଧୀନ ପଟାବାରୀ ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପଟାବାରୀ ଗ୍ରାମର ଜଗବନ୍ଧୁ…

ଲକ୍‌ଡାଉନ୍‌: ଛତିଶଗଡ଼ରୁ ଚାଲିଚାଲି ପଶ୍ଚିମବଙ୍ଗ ଅଭିମୁଖେ ଶ୍ରମିକ

କେନ୍ଦୁଝର,୬ା୫(ସ୍ବ.ପ୍ର.) : କରୋନା ଲାଗି ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲେ ହେଁ ଶହ ଶହ ଲୋକ କେନ୍ଦୁଝର ଜିଲା ଦେଇ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟକୁ ସାଇକେଲରେ ଏବଂ ଚାଲିଚାଲି ଯିବାଆସିବା କରୁଛନ୍ତି। କେତେକଙ୍କୁ ଜିଲା ପ୍ରଶାସନ ଅଟକାଇ…

ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ, ୩ ଗିରଫ

ଯୋଡା,୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଚମ୍ପାଡିହିଠାରେ ପୋଲିସ ଚଢାଉ କରି ଏକ ଚୋରା ସ୍କ୍ରାପ ବୋଝେଇ ପିକଅପ ଜବତ କରିବା ସହିତ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଯୋଡା ବାଂଶପାଣିର ଗୀତା ଚାତାର,…

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା

ଯୋଡା,୬ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ବାମେବରୀ ଅନ୍ତର୍ଗତ ତାଡପାଣି ଅଞ୍ଚଳରେ ମଙ୍ଗଳବାର ପାରିବାରିକ କଳହରୁ ମଞ୍ଜ ମୁଣ୍ଡା ନାମ୍ନୀ ଜଣେ ମହିଳା ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମମଲା (ନଂ.୧୬/୨୦୨୦) ରୁଜୁ କରି ମୃତଦେହ…

ଅଗ୍ନିବିପନ୍ନଙ୍କୁ ସହାୟତା

ହାଟଡିହୀ, ୫।୫(ଡି.ଏନ.ଏ.)-ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡ଼ିମିରିଆ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ୫ଟି ପରିବାର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲେ। ମଙ୍ଗଳବାର ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଉକ୍ତ ଗ୍ରାମକୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିବା ସହ ଆର୍ଥିକ…

ମହାରାଷ୍ଟ୍ର ଶ୍ରମିକଙ୍କୁ ସହଯୋଗ

ହାଟଡିହୀ,୫।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ସ୍କୁଲ ନିକଟରେ ଥିବା ମହାରାଷ୍ଟ୍ର ରାଜ୍ୟ ସୋଲାପୁରର ୧୫ଜଣ ଶ୍ରମିକଙ୍କୁ ଫ୍ରେଣ୍ଡ ଫର ଫାଉଣ୍ଡେସନର ସଦସ୍ୟମାନେ ସହଯୋଗର ହାତ ବଢ଼େଇଛନ୍ତି। ଶ୍ରମିକଙ୍କ ନିକଟରେ ପହଞ୍ଚିି ଚାଉଳ,ଆଳୁ, ପିଆଜ, ଡାଲି, ତେଲ, ମୁଢ଼ି, ଚୁଡ଼ା ଆଦି…

ହାତୀର ଗଳିତ ମୃତଦେହ ଉଦ୍ଧାର

କେନ୍ଦୁଝର/ଯୋଡ଼ା,୫ା୫ (ସ୍ବ.ପ୍ର./ଡି.ଏନ୍‌.ଏ.)-କେନ୍ଦୁଝର ବନ ବିଭାଗ ବାମେବାରୀ ଥାନା ଅନ୍ତର୍ଗତ କେନ୍ଦୁଘାଟି ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ଠିକ୍‌ ଜଣାପଡି ନ ଥିଲେ ହେଁ ୩୦ ବର୍ଷରୁ ଅଧିକ ହେବ। ମାସେ ପୂର୍ବରୁ ହାତୀଟିର ମୃତ୍ୟୁ…

ବିପ୍ଳବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ପାଳିତ

କେନ୍ଦୁଝର, ୫।୫(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାର ବିପ୍ଲବୀ ଧରଣୀଧର ଭୂୟାଁଙ୍କ ୧୫୬ ତମ ଜୟନ୍ତୀ କେନ୍ଦୁଝର ଜିଲାରେ ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଦିନ ନିଆରା ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଭୂୟାଁ ସାଂସ୍କୃତିକ ସଂଗଠନ ପକ୍ଷରୁ ସ୍ଥାନୀୟ ଧରଣୀଛକ ଠାରେ ଥିବା ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?