କେନ୍ଦୁଝର

କେନ୍ଦୁଝର-ଭଦ୍ରକ ଜିଲା ସୀମାରେ ବଢ଼ିଲା ସୁରକ୍ଷା: ପହରା ଦେଉଛି ପୋଲିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): ରାଜ୍ୟରେ ଭଦ୍ରକ ଜିଲା କରୋନା ସଂକ୍ରମଣରେ ଦ୍ୱିତୀୟ ସମସ୍ୟା ବହୁଳ ଜିଲା ଭାବରେ ପରିଗଣିତ ହେଉଛି। ତେବେ ଭୟରେ ବହୁଲୋକ ରାତି ଅଧରେ ବିଭିନ୍ନ ରାସ୍ତାରେ କେନ୍ଦୁଝରକୁ ନିଜ ନିଜ ସମ୍ପର୍କୀୟ, ଘର ଅଥବା ଅଫିସକୁ ଚାଲିଆସୁଥିବା ଅଭିଯୋଗ ହେଉଛି।…

କରୋନା ସଂକ୍ରମଣ ଆଶଙ୍କା: ଉତ୍ତେଜନା ପରେ ବନ୍ଦ ହେଲା ଟ୍ରାନ୍ସପୋର୍ଟ ଅଫିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଚାଲିଥିବା ଟ୍ରାନ୍ସପୋର୍ଟ ଅଫିସକୁ ସ୍ଥାନୀୟ ସରପଞ୍ଚ ଓ ସଦର ପୋଲିସ ଉଦ୍ୟମରେ ଶନିବାର ବନ୍ଦ କରାଯାଇଛି। ଫଳରେ ଖଣିଜ ପଥର ପରିବହନ ପାଇଁ ଏଠାରେ ହେଉଥିବା ଭିଡ଼ କମିବ ବୋଲି ସ୍ଥାନୀୟ…

ଆମ୍ବୁଲାନ୍ସରେ ପାସେଞ୍ଜର ବୋହି ଅଡୁଆରେ ଚାଳକ

ପାଟଣା, ୨୫ା୪(ସ୍ବ.ପ୍ର.)-ସାରାଦେଶ କରୋନା ପାଇଁ ଲକ୍‌ଡାଉନ ଥିବା ବେଳେ କେତେକ ଲୋକ ଗଳାବାଟ ଦେଇ ଆଇନ ଉଲ୍ଲଂଘନ କରିବାକୁ ପଛାଉନାହାନ୍ତି। କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଗୁରୁବାର ସାରେ ଲକ୍‌ଡାଉନକୁ ଉଲ୍ଲଂଘନ କରି…

ଶିଶୁ ମୁକ୍ତାଶ୍ରୟ ପରିଦର୍ଶନ କଲେ ଏଡ଼ିଜେ

କେନ୍ଦୁଝର, ୨୪ା୪(ସ୍ବ.ପ୍ର.)-କେନ୍ଦୁଝର ବଣିଆପାଟ ଶିଶୁ ଅନୁଷ୍ଠାନ ମୁକ୍ତାଶ୍ରୟ କେନ୍ଦ୍ରକୁ ଅତିରକ୍ତ ଜିଲା ଦୌରାଜଜ୍‌(ଏଡିଜେ) ଲୋକନାଥ ସାହୁ ବୁଧବାର ପରିଦର୍ଶନ କରି ସେଠାରେ ରହୁଥିବା ପିଲାମାନଙ୍କର ସମ୍ପର୍କରେ ଯାଞ୍ଚ କରିଛନ୍ତି। ଲକଡାଉନ ସମୟରେ ଅନୁଷ୍ଠାନ ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ବେଳେ ସେ…

ବଜ୍ରପାତରେ ଗଲା ୬ ଜୀବନ

ଖୁଣ୍ଟା/କୁଆମରା/କେନ୍ଦୁଝର/ରୂପ୍‌ସା,୨୪।୪(ଡି.ଏନ୍‌.ଏ./ସ୍ବ.ପ୍ର)-ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବଡ଼ପଥରା…

ବଡ଼ବିଲରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼

ବଡ଼ବିଲ, ୨୪।୪(ସ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରେ ଶୁକ୍ରବାର ମଧ୍ୟାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ କୁଆପଥର ମାଡ଼ ହୋଇଛି। ପ୍ରବଳବେଗରେ ପବନ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ସହରରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ…

ପନ୍ଦାଡୋ ପଞ୍ଚାୟତରେ ସଚେତନତା

ହାଟଡିହୀ, ୨୪। ୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତରେ କରୋନା ମୁକାବିଲା ଲାଗି ସରପଞ୍ଚ ଅନିରୁଦ୍ଧ ବେହେରା ଓ ଜିଆରଏସ ପଙ୍କଜ ତ୍ରିପାଠୀ ଲୋକଙ୍କୁ ସଚେତନ କରିଛନ୍ତି। ଏହି ପଞ୍ଚାୟତ ଅଧୀନରେ ୬ଟି ଗ୍ରାମର ୧୨ଟି ୱାର୍ଡ ରହିଛି।…

ମଲାରପଦାରେ କାଳବୈଶାଖୀ: ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା

ପାଟଣା,୨୪ା୪(ସ୍ବ.ପ୍ର.) : କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୁରୁବାର ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଫଳରେ ଏହି ପଞ୍ଚାୟତ ବାଲିପଶି ଓ ମୟୁରପଙ୍ଖା ଗ୍ରାମରେ ୪୦ରୁ ଉଦ୍ଧର୍‌ବ ଲୋକଙ୍କ…

ଖରାବର୍ଷାରେ ପଲିଥିନ ତଳେ ୩୭ ପରିବାର: ସୁରାଦେଇ ଜବରଦଖଲ ଉଛେଦକୁ ୪୫ ଦିନ ବିତିଲା

ଖଜୁରିପଡା,୨୪ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକ ସୁରାଦେଇ ଗ୍ରାମରେ ଦୀର୍ଘ ୧୦ବର୍ଷ ଧରି ଜବରଦଖଲ କରି ରହି ଆସୁଥିବା ୩୭ ପରିବାରଙ୍କୁ ମାର୍ଚ୍ଚ ୭ରେ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିଲା। ଖଣ୍ଡେ ଲେଖାଏ ଜରିପାଲ ଦେଇ ପ୍ରଶାସନ କାମ ସାରିଦେଇଛି। ୪୫ ଦିନ ହେଲା…

କେନ୍ଦୁଝର-ମୟୂରଭଞ୍ଜ ଜିଲା ସୀମାର ୮ ରାସ୍ତା ସିଲ୍‌

ପାଟଣା,୨୪ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ପ୍ରବେଶ ପଥର ୮ଟି ରାସ୍ତାକୁ ପାଟଣା ପୋଲିସ ସିଲ୍‌ କରିଛି। ଏହି ସୀମାବର୍ତ୍ତୀ ପ୍ରବେଶ ପଥରେ ତାର ଓ ବାଉଁଶ ବାଡ଼ ଦେଇ ବନ୍ଦ କରି ଦିଆଯାଇଛି।…

ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ

ହାଟଡିହୀ,୨୩ା୪(ଡି.ଏନ୍‌.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହ ହାତୀଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଚାଲିଛି। ବାଡ଼ିବଗିଚାରେ…

କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା

କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ ଆମ୍ବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri