ଖାଇବାକୁ ଦେଲେନି… ଧକ୍କା ମାରି ଘରୁ ବାହାର କରିଦେଲେ, ବୃଦ୍ଧା ବିଧବା ମା’ ଥାନାରେ ଦ୍ୱାରସ୍ଥ
ହାଟଡିହୀ/ଛେନାପଦୀ,୨୯ା୪(ଶୁଭକାନ୍ତ ନାୟକ/ନିରାକାର ପରିଡା): ମା’ ଏମିତି ଏକ ଶବ୍ଦ ଅଟେ, ଯାହା ପାଖରେ ସ୍ନେହ, ମମତା ପୁରି ରହିଥାଏ । ଯିଏ ନିଜେ ଗଣ୍ଡେ ପେଟ ପୁରା ନଖାଇ, ଭଲ ଖଣ୍ଡେ ନପିନ୍ଧି ନିଜ ଛୁଆଙ୍କ ପାଇଁ ରଖିଥାଏ, ସେହି ମା’…
କେନ୍ଦୁଝରବାସୀଙ୍କୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଦେଶର ଏକ…
କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦୁଝର ଠାରେ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ୍ ୧୮୭ଟି…
ବୁଢୀମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନାକଲେ ବଡ଼ଭାଇ, କୁରାଢୀରେ ହାଣିଦେଲେ ସାନଭାଇ
ଆନନ୍ଦପୁର,୨୯।୪(ସୁଶାନ୍ତ କୁମାର ସାହୁ): ବୁଢୀ ମା’ର ଶୁଦ୍ଧିକ୍ରିୟାକୁ ଯିବାକୁ ମନା କରିବାରୁ ବଡଭାଇକୁ କୁରାଢୀରେ ହାଣି ପକାଇଲେ ସାନଭାଇ । ଗୁରୁତର ବଡଭାଇ ଏବେ ଡାକ୍ତରଖାନାରେ ମୃତ୍ଯୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ…
ଆନନ୍ଦପୁର ବଜାରରେ ଚାଞ୍ଚଲ୍ୟ: ମାଛ କଟା ପନିକି ଗଳିଲା ଛାତିରେ, ଜଣେ ଗୁରୁତର…
ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ କାଟୁଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀଙ୍କ ସହିତ କୌଣସି କାରଣକୁ ନେଇ ବଚସା…
ଜିତୁ ମୁଣ୍ଡାଙ୍କୁ ମିଳୁ ନ୍ୟାୟ: ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡିି
ପାଟଣା,୨୯।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା ମୁଣ୍ଡାଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡିଶା ଗ୍ରାମୀଣ ବ୍ୟାଙ୍କ ଗ୍ରିଲ ସମ୍ମୁଖରେ ରଖିବା…
ଟଙ୍କା ପାଇବା ପାଇଁ ଶଶ୍ମାନରୁ ଭଉଣୀଙ୍କ କଙ୍କାଳ ଖୋଳି ନେଇଥିଲେ ବ୍ୟାଙ୍କ, ଘଟଣା ପରେ ତତ୍ପରତା ଦେଖାଇଲା ପ୍ରଶାସନ, ଜିତୁଙ୍କ ଘରେ ପହଞ୍ଚି…
ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ ଟଙ୍କା ଉଠାଇବାକୁ ଭାଇ ଜିତୁ ବାରମ୍ବାର ବ୍ୟାଙ୍କ ଯାଇ ନିରାଶ ହୋଇଥିଲେ। ଫଳରେ…
ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଠିଆ ହୋଇଥିଲେ ବିଧାୟକଙ୍କ ସହ ଲୋକେ, ହେଲା ଅଦିନିଆ ଧୂଳି ଝଡ, ତା’ପରେ…
କେନ୍ଦୁଝର,୨୮।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି…
ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଉପକୃତ ହେବେ ଏମାନେ…
କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ…
କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମଧୁବାବୁଙ୍କ ଆଦର୍ଶରେ ଗଢ଼ାହେବ…
କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡ଼ିଆ ଜାତିର ଅସ୍ମିତା, ସ୍ବାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଆୟୋଜିତ ଏକ ସ୍ବତନ୍ତ୍ର…
ରିପୋର୍ଟ ମଗାଯାଇଛି, କାର୍ଯ୍ୟକ୍ରମ କରିନଥିଲେ ଜାରି ହେବ କାରଣ ଦର୍ଶାଅ ନୋଟିସ: ଜିଲା ସଂସ୍କୃତି ଅଧିକାରୀ
ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ସମସ୍ତ ବ୍ଲକକୁ ଅନୁଷ୍ଠିତ ‘ଲୋକ କଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ମାଗିଥିବା ପ୍ରକାଶ କରିଛନ୍ତି l ଅଧିକାରୀ ନାୟକ କହିଛନ୍ତି , ଓଡ଼ିଆ ଭାଷା,…
୨ ଦିନ ହେବ ନିଖୋଜ ଥିଲେ ନବମ ଶ୍ରେଣୀ ଛାତ୍ରୀ: ବହୁ ଖୋଜାଖୋଜି ପରେ ମିଳିଲେ ଏଇଠି …
ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):ଦୁଇ ଦିନ ହେବ ନିଖୋଜ ଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସୋମବାର ଉଦ୍ଧାର କରିଛି। ତେବେ ଛାତ୍ରୀ ଜଣକ କିପରି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହୋଇଥିଲେ ସେନେଇ ତଦନ୍ତ ଚାଲିଥିବା…
ତାମିଲନାଡୁ ନେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ: ସ୍ବାମୀ ପହଞ୍ଚି …
ହାଟଡିହି/ଛେନାପଦୀ,୨୭l୪(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଦୁଇ ସନ୍ତାନର ମହିଳାଙ୍କୁ ତାମିଲନାଡୁ ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଗତ ରବିବାର ମହିଳା ଜଣକ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୭୨/୨୦୨୬…

