କେନ୍ଦୁଝର

ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ କେନ୍ଦୁଝର ଚାଲ ଅଭିଯାନ

କେନ୍ଦୁଝର, ୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଦାବିରେ ସୋମବାର ‘କେନ୍ଦୁଝର ଚାଲ’ ଡାକରା ଦିଆଯାଇଛି। ଏହି ଅବସରରେ ବିଭିନ୍ନ ଦଳ, ସଙ୍ଗଠନ, ଯୁବ ଗୋଷ୍ଠୀଙ୍କ ପକ୍ଷରୁ ବହୁ ସଂଖ୍ୟାରେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ବିଶାଳ ରାଲି…

ବଣୁଆ ମାଈ ଭାଲୁର ମୃତଦେହ ଉଦ୍ଧାର

କେନ୍ଦୁଝର, (ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଜଡ଼ିଖୁଣ୍ଟା ଗ୍ରାମ ନିକଟରୁ ବନ ବିଭାଗ ଏକ ବଣୁଆ ମାଈ ଭାଲୁର ମୃତ ଦେହ ଉଦ୍ଧାର କରିଛି। ଭାଲୁର ବୟସ ୧୫ ବର୍ଷ ହେବ। ମୃତ୍ୟୁର କାରଣ ଜଣାପଡି ନ ଥିଲେ ହେଁ…

ଭାଲୁ ଆକ୍ରମଣରେ ଗୁରୁତର ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପାଟଣା,୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ କେତାଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ୨୨ ମାର୍ଚ୍ଚରେ ଜଣେ ୬୦ ବର୍ଷୀୟା ବୃଦ୍ଧା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଜେନ୍ଦୁଝର ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧାଙ୍କର ଶନିବାର ଚିକିତ୍ସାଧୀନ…

ସୁରକ୍ଷା ଖୋଜୁଛି ଶାଳ ଜଙ୍ଗଲ

କେନ୍ଦୁଝର,୪।୪(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ଗତ ଏକ ଦଶନ୍ଧି ହେଲା ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ବ୍ୟାପକ ଶାଳ ଜଙ୍ଗଲ ନଷ୍ଟ ହୋଇଗଲାଣି। ପ୍ରାକୃତିକ ପରିବେଶରେ ଆପେ ଆପେ ଗଛ ଉଠୁଥିବା ଶାଳ ଜଙ୍ଗଲର ବିକଳ୍ପ ନାହିଁ। ଅର୍ଥାତ ଏହି ଗଛ ପ୍ରସ୍ତୁତ…

ସରୁନି ଆନିମଲ ଅଣ୍ଡରପାସ୍‌ କାମ

କେନ୍ଦୁଝର, ୩।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ପାଣିକୋଇଲିଠାରୁ ରିମୁଳି ପଯର୍‌ୟନ୍ତ ଅନେକ ସ୍ଥାନରେ ସଂରକ୍ଷିତ ଜଙ୍ଗଲ ରହିଛି। ଏହି ଜଙ୍ଗଲଗୁଡିକରେ ଐତିହ୍ୟ ପ୍ରାଣୀ ହାତୀ ସାଙ୍ଗକୁ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟ…

ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଡେଣୁଆଁ ଗାଁର ମହାନ୍ତ ସାହିରୁ ଶୁକ୍ରବାର ସାକଳେ ଘର ଭିତରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ ନେତ୍ରାନନ୍ଦ ମହାନ୍ତଙ୍କ ପୁଅ ନିକୁଞ୍ଜ ବିହାରୀ ମହାନ୍ତ। ନିକୁଞ୍ଜ ତାଙ୍କ…

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍‌ ଟାଙ୍କି

ପାଟଣା,୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ବଡ଼ଦାଣ୍ଡ ସାହିରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ପ୍ରଭାତ ରଣାଙ୍କ ପରିବାର ଅଳ୍ପକେ ବର୍ତ୍ତିଯାଇଛନ୍ତି। ଗୁରବାର ରାତି ପ୍ରାୟ ୮ଟାରେ ପ୍ରଭାତଙ୍କ ସ୍ତ୍ରୀ ଚିନ୍ମୟୀ ରଣା ରୋଷେଇ କରୁଥିବା ବେଳେ ହଠାତ୍‌…

ଟୋକନ ବଣ୍ଟନକୁ ନେଇ ବିବାଦ, ଟାୟାର ଜାଳି ପ୍ରତିବାଦ କଲେ ଟ୍ରକ ମାଲିକ

କେନ୍ଦୁଝର,୧।୪(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଲୋଡିଂ ପାଇଁ ଟୋକନ ବଣ୍ଟାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଗୁରୁବାର ଅଶାନ୍ତି ଦେଖାଦେଇଛି। ଫଳରେ ଉତ୍ତ୍ୟକ୍ତ ଟ୍ରକ ମାଲିକ ତଥା ଚାଳକମାନେ ସ୍ଥାନୀୟ ତେନ୍ତୁଳି ଗ୍ରାମ ଟ୍ରକ ପାର୍କିଂ…

ଚଳନ୍ତା କାରରେ ଲାଗିଗଲା ନିଆଁ

ବଡବିଲ, ୩୧।୩(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲ ଡାକ ବଙ୍ଗଳା ଛକ ନିକଟରେ ମଙ୍ଗଳବାର ହଠାତ ଏକ ଚଳନ୍ତା କାରରେ ନିଆଁ ଲାଗି ଜଳିଯାଇଛି। ମାତ୍ର କାରରେ ଥିବା ଚାଳକ ଓ ଜଣେ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର…

ଅନ୍‌ଲାଇନ ପରୀକ୍ଷା ଦାବିରେ ଓଏସ୍‌ଏମ୍‌ଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର, ୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଓଡିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ(ଓଏସ୍‌ଏମ୍‌ଇ)ର ଛାତ୍ରୀଛାତ୍ରମାନେ ଅନ୍‌ଲାଇନରେ ପରୀକ୍ଷା ଦାବିରେ ମଙ୍ଗଳବାର ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ କରୋନାରେ ଆକ୍ରାନ୍ତ ହେଉଥିବାରୁ ଅନଲାଇନରେ ପରୀକ୍ଷା ହେଉଛି । ଏଣୁ…

ଗାଡ଼ଭାଲୁର ମୃତଦେହ ଉଦ୍ଧାର

ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ ଦାରିକାପଶି ଗାଁ ନିକଟ କେନାଲରୁ ସୋମବାର ସାରେ ଏକ ଗାଡ଼ଭାଲୁର ମୃତଦେହ ଉଦ୍ଧାର ହୋଇଛି। କେନାଲରେ ଗାଡଭାଲୁର ମୃତଦେହ ଭାସି ଭାସି ଆସୁଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।…

କେନ୍ଦୁଝରେ ଭାରତ ବନ୍ଦର ପ୍ରଭାବ : ଟାୟାର ଜାଳି ରାସ୍ତାରୋକୋ

ପାଟଣା,୨୬।୩(ସ୍ବ.ପ୍ର.): ସାରା ଦେଶରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୃଷି ଆଇନକୁ ବିରୋଧ କରି ଶୁକ୍ରବାର ଭାରତ ବନ୍ଦ ପ୍ରଭାବ କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ପାଟଣା ବ୍ଲକ ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ବୈତରଣୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?