କେନ୍ଦୁଝର

କେନ୍ଦୁଝରରେ ଭାରତ ବନ୍ଦ: ଯାତାୟାତ ବ୍ୟାହତ

କେନ୍ଦୁଝର,୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଦୋକାନ ବଜାର ବନ୍ଦ ରହିଛି। କେନ୍ଦୁଝର…

ନିଆଁ ଲଗାଉଥିବାବେଳେ ଜଳିଗଲେ ବୃଦ୍ଧା

ପାଟଣା ,୨୫/୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୭୦ ବର୍ଷୀୟା ବୃଦ୍ଧା ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ମୃତ ବୃଦ୍ଧା ଜଣକ…

ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ଭାଲୁ ଆକ୍ରମଣରେ ଗୁରୁତର

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେତାଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ସୋମବାର ଜଣେ ୬୦ ବର୍ଷୀୟା ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ର୍ତ୍ତି କରାଯାଇଛି। ଗୁରୁତର ବୃଦ୍ଧା ହେଲେ ପାଟଣା…

ଏକ ଘରୁ ଯୁବକଙ୍କ ମୃତଦେହ ଜବତ କଲା ପୋଲିସ, ଖୋଜା ଚାଲିଛି କାରଣ

କେନ୍ଦୁଝର,୨୨।୩(ସ୍ବ.ପ୍ର.): ଟାଉନ ଥାନା ବଡ଼ହଳ ନିକଟ ଏକ ଘରୁ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଜବତ କରିଛି। ଏହା ଏକ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ କାରଣ ଖୋଜୁଛି । ତାଙ୍କ ନାମ ଅଶୋକ ନାୟକ (୨୪)।…

ବିଚାରପତିଙ୍କ ଘରୁ ଚୋରି

କେନ୍ଦୁଝର,୧୯ା୩ : କେନ୍ଦୁଝର ସହର ନୂଆସାହିରେ ରହୁଥିବା ଜଣେ ବିଚାରପତିଙ୍କ ଘରୁ ମୋବାଇଲ ଫୋନ ଓ ଲ୍ୟାପଟପ୍‌ ଚୋରି ହୋଇଛି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଚୋରଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳିପାରି ନାହିଁ।…

ଆରମ୍ଭ ହେଲା ଧୁଡୁର ଚିକିତ୍ସା

ତେଲକୋଇ,୧୮।୩ (ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ଚର୍ଚ୍ଚାରେ ଥିବା ବାର୍‌ହା ଧୁଡୁର ଚିକିତ୍ସା କରାଯାଇଛି। ଜଙ୍ଗଲରେ ୯ ଦିନ ରହିବା ପରେ ଜନପଦକୁ ଫେରିଥିବା ଧୁଡୁକୁ କେନ୍ଦୁଝର ଫରେଷ୍ଟ ଡିଭିଜନ ପକ୍ଷରୁ ଚିକିତ୍ସା କରାଯାଇଛି। ଜିଲା ବନ ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ…

ଆତ୍ମହତ୍ୟା କରିବା ସମୟରେ ଭାଙ୍ଗିଗଲା ଗଛ ଡାଳ, ତଥାପି ବଞ୍ଚିଲେନି ଯୁବକ

ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗାଁ ନୂଆ ସାହି ଗାଁମୁଣ୍ଡ ଆକାଶିଆ ଗଛ ମୂଳରେ ଗୁରୁବାର ସକାଳୁ ଜଣେ ୨୩ ବର୍ଷୀୟ ବିବାହିତ ଯୁବକଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର କରିଥିଲେ। ଖବର ପାଇ…

ଆଧାର କାର୍ଡରେ ଭୁଲ୍‌ ଜନ୍ମ ତାରିଖ: ଭତ୍ତା ପାଇବାରୁ ବଞ୍ଚିତ ଦୁଇଭାଇ

ଚମ୍ପୁଆ, ୧୮।୩ (ଡି.ଏନ.ଏ)- ପରିଚୟ ପତ୍ର ମାଧ୍ୟମରେ ମଣିଷ ପରିଚୟ ପାଏ ସତ ମାତ୍ର ଉକ୍ତ ପରିଚୟ ପତ୍ରରେ ଯଦି ଜନ୍ମ ତାରିଖ ଭୁଲ ହୋଇଯାଏ ତେବେ ମଣିଷ ପାଇଁ ସରକାରୀ ଯୋଜନା ପାଲଟିଯାଏ ସାତ ସପନ। ଏଭଳି ଏକ ଘଟଣା…

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୧୭।୩(ସ୍ବ.ପ୍ର.): ଘସିପୁରା ବ୍ଲକ କଂଗ୍ରେସ ପକ୍ଷରୁ ବୁଧବାର ଘସିପୁରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆନନ୍ଦପୁର ପୌରପରିଷଦ ଶୈଲଙ୍ଗସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଘସିପୁରା ବ୍ଲକ ସମ୍ମୁଖରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ…

ପକେଟରେ ଥିବା ସ୍ମାର୍ଟଫୋନ ହଠାତ୍‌ ଫାଟିଗଲା, ଯୁବକ ଗୁରୁତ଼ର

କେନ୍ଦୁଝର,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା କାଶିପୁର ଗ୍ରାମରେ ଏକ ଅଘଟଣ ଘଟିଛି। ଗ୍ରାମର ଜଣେ ଯୁବକ ପକେଟରେ ସ୍ମାର୍ଟଫୋନ ରଖିଥିବା ବେଳେ ତାହା ହଠାତ୍‌ ଫାଟିଯାଇଛି। ଫଳରେ ସେ ଗୁରୁତ଼ର ହୋଇଛନ୍ତି। ଚିକିତ୍ସା ପାଇଁ ତ଼ାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି…

୧୩ବର୍ଷର ବାଳକଙ୍କ ହୃଦ୍‌ ପ୍ରତିରୋପଣ ସଫଳ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) ଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବକନିଷ୍ଠ ବାଳକ ଯାହାଙ୍କର ହୃଦ୍‌ ପ୍ରତିରୋପଣ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ…

କେନ୍ଦୁଝରରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟି ତରଫରୁ ବିକ୍ଷୋଭ କରାଯାଇଛି। ଜିଲାରେ ବୃହତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବି ସହ ପେଟ୍ରୋଲ, ଡିଜେଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?