କେନ୍ଦୁଝର

ପ୍ରଧାନମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକ ଭାଙ୍ଗିଦେଲେ

କେନ୍ଦୁଝର,୧୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ଏରେଣ୍ଡେଇ ଓ ତେଲକୋଇ ବ୍ଲକ ଜଗମୋହନପୁରରେ ସୋମବାର ଦୁଇଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ଏହାର ଶିଳାନ୍ୟାସ କରିଥିଲେ। ତେବେ ଜଗମୋହନପୁର ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଜେଡିର ମନ୍ତ୍ରୀ…

ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା। ତେବେ ସୋମବାର ମନ୍ଦିର ସମ୍ମୁଖରେ ଗାଁ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣାରେ…

କେନ୍ଦୁଝରରେ ପାହାଡ଼ିଆ ଓଲୁଅର ଚାହିଦା

କେନ୍ଦୁଝର, ୧୫ା୧୧(ସ୍ବ.ପ୍ର.) ଓଲୁଅ ହେଉଛି ମୂଳ ଜାତୀୟ ଖାଦ୍ୟ। ଏଥିରେ ଔଷଧୀୟ ଗୁଣ ରହିଛି, ଏଣୁ ସ୍ବାସ୍ଥ୍ୟ ପକ୍ଷେ ହିତକର। ଏହା ମଧ୍ୟ ସୁସ୍ବାଦୁ। ପ୍ରାକୃତିକ ପରିବେଶରେ ବିନା ସାରରେ ମିଳୁଥିବାରୁ ଏହାର ଚାହିଦା ରହିଛି। ବିଶେଷ କରି ପାହାଡରୁ ବନବାସୀ…

ସ୍କୁଲ ପାଖରେ ଗୁଟ୍‌ଖା ବିକ୍ରି କଲେ ଜରିମାନା

କେନ୍ଦୁଝର,୧୫ା୧୧(ଡି.ଏନ୍‌.ଏ.) ରାଜ୍ୟରେ ସବୁ ସ୍କୁଲଗୁଡ଼ିକର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଣିକି ସ୍କୁଲ ନିକଟରେ ସିଗାରେଟ, ବିଡି,ପାନ,ଗୁଟ୍‌ଖା ବ୍ୟବହାର ଉପରେ କଟକଣା କରାଯାଇଛି। ସ୍କୁଲରେ କୌଣସି ଶିକ୍ଷକ ତଥା କର୍ମଚାରୀମାନେ ପାନ, ବିଡ଼ି, ସିଗାରେଟ, ଗୁଟଖା ଖାଇପାରିବେ…

ଧାର, କରଜର ଫସଲ ଧୋଇଗଲା

ରାୟଗଡ଼ା ଅଫିସ/ବିଞ୍ଝାରପୁର/ କବିସୂର୍ଯ୍ୟନଗର/ ପଦ୍ମପୁର/ତେଲକୋଇ/ ବାଙ୍ଗିରିପୋଷି(ଡି.ଏନ.ଏ.)/ ନାଉଗଁା(ସ୍ବ.ପ୍ର.),୧୫।୧୧: ଚଳିତବର୍ଷର ଅସ୍ବାଭାବିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ଯାହା ବି ଧାନ ଓ ଅଣଧାନ ଫସଲ ବଞ୍ଚତ୍ଥିଲା ତାହା ଗତ ୩ ଦିନ ଧରି ଲଗାଣ ବର୍ଷାରେ ପ୍ରାୟ ଉଜୁଡ଼ିଯାଇଛି। ଏହାଦ୍ୱାରା ଋଣ ଶୁଝିବା…

ମନ୍ଦିରରେ ପତାକା ବଦଳିବା ବେଳେ ଗଲା ଜୀବନ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରେ ପତାକା ବଦଳାଉ ଥିବା ବେଳେ ଖସି ପଡି ଜଣେ ସେବାୟତଙ୍କ ମୃତ୍ୟୁ ଘଟିଛି।…

ଚିନ୍ତା ବଢ଼ାଇଲା ଅଦିନିଆ ବର୍ଷା

କେନ୍ଦୁଝର, ୧୪।୧୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି। ପାଚିଲା ଧାନ ନଷ୍ଟ ହେବାକୁ ବସିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଧାନ ପାଚି ଯାଇଥିବାରୁ ଚାଷୀ ମାନେ ତର ତର ହୋଇ ଧାନ କାଟି…

ଘର ଭାଙ୍ଗିଲେ, ଶିଶୁପୁତ୍ରର ଜୀବନ ନେଲେ

କେନ୍ଦୁଝର,୧୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଧୀନ ବିମଳା ସେକ୍ସନ ରାଣିବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ରାତିରେ ଖାଦ୍ୟ ଅନ୍ବେଷଣରେ ଆସିଥିବା ହାତୀପଲ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭାଙ୍ଗି ଦେବାରୁ ଭିତରେ ଶୋଇଥିବା ୭ ବର୍ଷ…

ଫାର୍ମରେ କୁକୁଡ଼ା ଛୁଆ ଛାଡ଼ିବା ପରେ ଗାଁରେ ଉତ୍ତେଜନା

ପାଟଣା,୧୩।୧୧(ସ୍ବ. ପ୍ର):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ପ୍ରସ୍ତାବିତ ଏକ ବ୍ରଏଲର ଫାର୍ମକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଶତାଧିକ ମହିଳା ଓ ପୁରୁଷ ଶନିବାର ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି ।…

ବାପାଙ୍କୁ ହତ୍ୟା କରି ଲୁଚିଥିଲେ ଜଙ୍ଗଲରେ

ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମିରିଗିଖୋଜି ଗ୍ରାମରେ ବାପାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି। ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଲୁଚିଥିବା ବେଳେ ଶୁକ୍ରବାର ପୋଲିସ ତାଙ୍କୁ…

ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ସମରା କାରୁଆ(୬୩) ଓ ଦମୟନ୍ତୀ ଓରାମ (୪୧) ବୋଲି…

ଗାଧୋଇବାକୁ ଯାଇ ଆଉ ଫେରିଲେନି ମହିଳା

ପାଟଣା,୧୨।୧୧(ସ୍ବ.ପ୍ର.): ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେନି ମହିଳା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଜାମୁଳେଇ ବେଡା ଗ୍ରାମରେ। ୩୫ ବର୍ଷୀୟା ପାର୍ବତୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?