କେନ୍ଦୁଝର

ସଡକ ଦୁର୍ଘଟଣା; ଉଭୟ ଗାଡି ଚାଳକ ଗୁରୁତର

ପାଟଣା,୧୧।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳିଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ କୋଲ୍‌କତା ଜାତୀୟ ରାଜପଥର ବାଉଁଶୁଳି ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ ଟ୍ରଲର ସହ ନଳକୂପ ଖୋଳା ଗାଡି ଧକ୍କା ହେବା ଫଳରେ…

ଦୁଇ ଟ୍ରକ୍‌ ମୁହାଁମୁହିଁ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ମୁମ୍ବାଇ-କୋଲକାତା କ୍ଷୀରେଇଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ସୋମବାର ସକାଳୁ ଦୁର୍ଘଟଣା ଘଟିଛି। ରାସ୍ତାରେଛିଡ଼ା ହେଇଥିବା ଏକ ଟ୍ରକକୁ ଆଉ ଏକ ଟ୍ରକ ମୁଁହାମୁହିଁ ଧକ୍କା ଦେବା ଫଳରେ ଜଣେ ଡ୍ରାଇଭର ଗୁରୁତର…

କଟକଣା ସତ୍ତ୍ୱେ ଗ୍ରାମସଭା

କେନ୍ଦୁଝର, ୧୦।୧ (ସ୍ବ.ପ୍ର.) କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜନସମାବେଶ ଉପରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେବେ ଏହା ସତ୍ତ୍ୱେ କେନ୍ଦୁଝର ଜିଲାର ଜଜାଙ୍ଗ ଲୌହ ଖଣି ପାଇଁ ଗ୍ରାମସଭା(ଜଙ୍ଗଲ ଜମି ଅଧିକାର ଆଇନ-୨୦୦୭) ଆୟୋଜନ…

ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଗୁଆଲି ଆଡୁ ଭଦ୍ରାସାହି ଆଡ଼କୁ ଆସୁଥିବା ଓ ୩୯୧୮ ନମ୍ବର ବିଶିଷ୍ଟ…

ବଢୁଛି ସଂକ୍ରମଣ, ଲୋକେ ଆତଙ୍କିତ

ପାଟଣା,୮।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କ ନମୁନା ସଂଗ୍ରହ କରିଛନ୍ତି।…

କେନାଲ କାମରେ ଅନିୟମିତତା

ହାଟଡିହୀ,୮।୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ…

ମହିଳାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୭ା୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ କଦକଳା ଧୀବର ସାହିରେ ଦନ୍ତାହାତୀ ଆକ୍ରମଣରେ ପ୍ରଭାତୀ ଧୀବର(୨୬)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀଟି ଗ୍ରାମରେ ପଶି ଉତ୍ପାତ କରିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀ…

କେନାଲ କାମରେ ଅନିୟମିତତା

ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ…

ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ଆନନ୍ଦପୁର/ହାଟଡିହୀ, ୭ା୧(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ଓ ହାଟଡିହୀ ବ୍ଲକରେ ଗୁରୁବାର କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆନନ୍ଦପୁର ବ୍ଲକ ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ…

ସମେଟିଭ୍‌ ପରୀକ୍ଷା ଦେଇପାରିଲେନି ୩୦ ଛାତ୍ରୀଛାତ୍ର

ଢେଙ୍କିକୋଟ, ୬।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ ଥିବା ୨ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବୁଧବାର ଦଶମ ସମେଟିଭ-୧ ପରୀକ୍ଷା ଚାଲିଛି। ଦୁଇ କେନ୍ଦ୍ରରେ ୩୦୫ ଛାତ୍ରୀଛାତ୍ର ପରୀକ୍ଷା ଦେବାର ଥିବାବେଳେ ୩୦ ଜଣ ବଞ୍ଚିତ ହୋଇଛନ୍ତି। ଢେଙ୍କିକୋଟ…

କେନ୍ଦୁଝର: ୨୦ ଜଳାଶୟରେ ପକ୍ଷୀ ଗଣନା

କେନ୍ଦୁଝର, ୬।୧(ସ୍ବ.ପ୍ର.) କେନ୍ଦୁଝର ଜିଲାକୁ ପ୍ରତ୍ୟେକ ବର୍ଷ ବିଶେଷ କରି ଶୀତ ଋତୁରେ ବିଭିନ୍ନ ଅଞ୍ଚଳରୁ ଦେଶୀ ଓ ବିଦେଶୀ ପକ୍ଷୀ ଆସିଥାନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ବନଖଣ୍ଡ ଅଧୀନ ସଦର, ଘଟଗାଁ, ପାଟଣା, ତେଲକୋଇ, ଚମ୍ପୁଆ, ଭୂୟାଁ ଜୁଆଙ୍ଗ…

୨ ଆଦିବାସୀ ପରିବାର ଗାଁରୁ ବାସନ୍ଦ

ଯୋଡ଼ା,୪ ।୨(ଡି.ଏନ.ଏ.) କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଧର୍ମାନ୍ତରୀକରଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗ୍ରାମର ୨ଟି ପରିବାରର ୧୬ଜଣ ୩ ମାସ ପୂର୍ବେ ଧର୍ମ ବଦଳାଇଥିଲେ। ଝାଡ଼ଖଣ୍ଡ ରାଜ୍ୟରୁ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?