କେନ୍ଦୁଝର

ଜମି ଫାଟି ଆଁ, ଚିନ୍ତାରେ ଚାଷୀ

ଚମ୍ପୁଆ, ୧୬ା୯ (ଡି.ଏନ୍‌.ଏ):ଚମ୍ପୁଆ ଅଞ୍ଚଳରେ ଚାଷୀ ଲଘୁଚାପ ବର୍ଷାକୁ ଭରସା କରି ବସିଥିବା ବେଳେ ସେମାନଙ୍କୁ ଧୋକାଦେଇଛି ବର୍ଷା। ସ୍ବଳ ବୃଷ୍ଟିପାତ ଯୋଗୁ ଅଞ୍ଚଳରେ ଚାଷ ଜମି ଏବେ ଫାଟି ଆଁ କଲାଣି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି। ଲଘୁଚାପ…

କର୍ମୀଙ୍କ ଭଙ୍ଗା ଘରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ଚମ୍ପୁଆ, ୧୫ା୯(ଡି.ଏନ୍‌.ଏ): ଚମ୍ପୁଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଟୁଣୁଟୁଣା ଭୂମିଜ ସାହି ମିନି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୦୦୮ରୁ ଅଙ୍ଗନୱାଡି କର୍ମୀ କୌଶଲ୍ୟା କାରୁଆ ନିଜ ଘରେ କାର୍ଯ୍ୟ ତୁଲାଉଥିବା ବେଳେ କୁନି କୁନି…

ସହରରେ ପଶିଲା ହାତୀ, ଲୋକେ ରାତିସାରା ଅନିଦ୍ରା

କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧…

ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍‌ସଙ୍ଗ ସମାକୋଈ ନଦୀଘାଟରେ ପାର୍‌ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ମହିଳା ଜଣକ ତଳସାହିର ପ୍ରଭାକର ହେହୁରୀଙ୍କ ସ୍ତ୍ରୀ ସରୋଜିନୀ (୫୦) ବୋଲି ଜଣାପଡ଼ିଛି।…

ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ…

୩୭ ଅନ୍ତେବାସୀ ଅସୁସ୍ଥ, ଡାକ୍ତରୀ ଟିମ୍‌ ପହଞ୍ଚି କଲା କୋଭିଡ୍‌ ପରୀକ୍ଷା

ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ ମଧ୍ୟ ଜ୍ୱର, କାଶରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଡାକ୍ତର ଯଶୋବନ୍ତ…

ବିପର୍ଯ୍ୟସ୍ତ ରାସ୍ତା, ସମସ୍ୟା ଭୋଗୁଛନ୍ତି ମଦରଙ୍ଗାଯୋଡ଼ିବାସୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗାଯୋଡି ଗ୍ରାମରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛ। ସେଗୁଡ଼ିକ ମରାମତି କରାଯାଉ ନଥିତ୍ବାରୁ ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଭଲ ରାସ୍ତା ନଥିବାରୁ ସାଧାରଣ ଲୋକେ ଯିବାଆସିବା କରିବାରେ ଅସୁବିଧା ଭୋଗ କରୁଛନ୍ତି। ସ୍କୁଲ, କଲେଜକୁ…

ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ

କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା ପରେ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରକାଶ ଯେ, ନୟାଗଡ଼…

ଖବରଦାତା ଅରିନ୍ଦମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ : ଉନ୍ମୋଚନ ହେଲା ସ୍ମରଣୀକା

ପାଟଣା,୧୩।୯(ସ୍ବ.ପ୍ର.): ଖବରଦାତା ଅରିନ୍ଦମ ଦାସଙ୍କ ମଙ୍ଗଳବାର ପ୍ରଥମ ଶ୍ରାଦ୍ଧ ବର୍ଷିକୀ। ଏହି ଅବସରରେ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। ହିନ୍ଦୁଶାସ୍ତ୍ର ମତେ ପିଣ୍ଡ ପ୍ରଦାନ କାର୍ଯ୍ୟ…

ଗୁଳିମାଡ଼ରେ ଯୁବକ ମୃତ,୨ ଅଟକ

କେନ୍ଦୁଝର/ପାଟଣା, ୧୨ା୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଭଣ୍ଡା ମେଡିକାଲରେ ସୋମବାର ସନ୍ଧ୍ୟାରେ ଜଣେ ଗୁଳିବିଦ୍ଧ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟ ଛଣପଦା ଅଞ୍ଚଳର ମୃତ୍ୟୁଞ୍ଜୟ ବେହେରା(୪୦) ବୋଲି ଜଣାପଡ଼ିଛି। ଏହି ଘଟଣାରେ ତାଙ୍କୁ ଡାକ୍ତରଖାନା ଆଣିଥିବା…

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ ରେଞ୍ଜର କାଳିଆହତା ସାରୁପାଟ ଗ୍ରାମର ତିନିଜଣ ଲୋକ ନିକଟସ୍ଥ ଭାଲୁଘରା ହୁଡ଼ିକୁ ଛେଳି ଚରାଇବାକୁ…

୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି

କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?