ଓଲଟିଲା ତରଭୁଜ ଟ୍ରକ୍: ଲୋକେ ବୋହିନେଲେ
କେନ୍ଦୁଝର,୧୭।୩ (ଡି.ଏନ୍.ଏ.): କେନ୍ଦୁଝର ଟାଉନ ଥାନା ୪୯ ନଂ. ଜାତୀୟ ରାଜପଥ ଜୁଡିଆଘାଟି ନିକଟରେ ଏକ ତରବୁଜ ବୋଝେଇ ଟ୍ରକ୍ ଶୁକ୍ରବାର ଅପରାହ୍ନରେ ଓଲଟି ପଡ଼ିଛି। ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ରାସ୍ତାସାରା ତରଭୁଜ ବିଛିନ୍ନ ହୋଇ ପଡ଼ିଛି। ଅଧେ…
ପେଟ୍ରୋଲ ପମ୍ପ୍ରେ ଅସମ୍ଭାଳ ଭିଡ଼
ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟଓ୍ବାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଡ୍ରାଇଭର ସଂଘ ବ୍ଲକ…
ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର
ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ ବୃହତ ଓଭର ବ୍ରିଜ୍ ନିର୍ମାଣ କରୁଛନ୍ତି। ୨୦୨୦ରୁ ଯୋଡ଼ା ସହରରେ ଏହାର ନିର୍ମାଣ ଆରମ୍ଭ…
ବଲିଉଡ୍ରେ କେନ୍ଦୁଝର ଝିଅ ୟୁବିକା
କେନ୍ଦୁଝର,୧୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ୟୁବିକା ବ୍ରହ୍ମ ବଲିଉଡ୍ ଜ୍ୱିଗାଟୋ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ର ଶୁକ୍ରବାର ମୁକ୍ତି ଲାଭ କରିବ। ଚଳଚ୍ଚିତ୍ରରେ ଅଭିନେତା କପିଲ ଶର୍ମା ଡେଲିଭରି ବୟ ଚରିତ୍ର…
ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ବହୁ ପରିମାଣର କାଠ ଜବତ
କେନ୍ଦୁଝର,୧୬।୩(ସ୍ବ.ପ୍ର.): ବନ ବିଭାଗ ଡିଭିଜନ ମୋବାଇଲ ଏନଫୋର୍ସମେଣ୍ଟ ପକ୍ଷରୁ ଗୁରୁବାର ଚଢାଉ କରାଯାଇଛି। ଏହି ଚଢାଉରେ ଜୁଡିଆ ଘାଟିରୁ ବହୁ ପରିମାଣର ଜାଳ କାଠ ଜବତ ହୋଇଛି। ସେମାନେ ଜଙ୍ଗଲରୁ ଜାଳେଣୀ କାଠ ଧରି ବିକ୍ରି ପାଇଁ ବଜାରକୁ ଆସୁଥିବାବେଳେ ସଦର…
ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ପୋଡ଼ି ଯାଇଥିବାରୁ ପରିଚାଳନା କେନ୍ଦ୍ର ଅନ୍ଧାରରେ ରହିଥିବା…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ମୁକୁଳା ଡ୍ରେନ୍ର ମରାମତି କାମ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଦୀର୍ଘ ମାସ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମୁକୁଳା ହୋଇ ପଡ଼ିଥିବା ଫୁଟ୍ପାଥର ମରାମତି କାମ ଆରମ୍ଭ ହୋଇଛି। ଏହା ଦ୍ୱାରା ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରିବା ସହ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ। ବିଶେଷକରି ଟ୍ରାଫିକ ପୋଷ୍ଟ ନିକଟରେ…
ଆନ୍ଦୋଳନରେ ଡ୍ରାଇଭର, ଲୁହାପଥର ପରିବହନ ବାଧାପ୍ରାପ୍ତ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଡ୍ରାଇଭର ମହାସଂଘ ଡାକରାରେ ଷ୍ଟିୟରିଂ ଛାଡ଼ି ହଜାର ହଜାର ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇବା ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ବିଶେଷକରି ବ୍ୟବସାୟିକ ଟ୍ରକ, ଟିପ୍ପର, ବସ୍, ଟ୍ୟାକ୍ସି ଆଦି ଚଳାଚଳ ଗୁରୁବାର ଦ୍ୱିତୀୟ ଦିନ ପାଇଁ ବନ୍ଦ…
କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁକୁଳା ଡ୍ରେନ୍, କାହାରି ନଜର ପଡୁନି
କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟ ଡ୍ରେନ ଦୀର୍ଘ ବର୍ଷ ହେଲା ଭାଙ୍ଗି ମୁକୁଳା ଅବସ୍ଥାରେ ରହିଛି। ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଥିଲେ ହେଁ ଏଥିପ୍ରତି କାହାରି ନଜର ପଡୁନାହିଁ। ବିପଦପୂଣ୍ଣର୍ର୍ ଅବସ୍ଥାରେ ଯାତାୟାତ କରୁଥିବା ବେଳେ ଅନେକ ସମୟରେ…
ବିବାହର ୫ ଦିନ ପୂରିନି: ଆତ୍ମହତ୍ୟା କଲେ ନବବିବାହିତ
କେନ୍ଦୁଝର, ୧୫ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ କାଳିମାଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ୫ ଦିନ ପୁରି ନ ଥିବା ବେଳେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ…
ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ
କେନ୍ଦୁଝର,୧୫।୩ (ସ୍ବ.ପ୍ର.): ହରିଚନ୍ଦନପୁର ଥାନା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ନିକଟରୁ ବୁଧବାର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ତିନି ଲକ୍ଷ ଟଙ୍କା ଲୁଟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଣେ ଅବସର ପ୍ରାପ୍ତ ଶିକ୍ଷକ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ…
୨ ସରକାରୀ ବସ୍କୁ ଅଟକ ରଖିଲେ ଡ୍ରାଇଭର ସଂଘ: ଯାତ୍ରୀ ହଇରାଣ
ପାଟଣା,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ତରଫରୁ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଡ୍ରାଇଭର ମହାସଂଘ ଡାକରାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଟଣା ବ୍ଲକ ସମ୍ପାଦକ ଗୌରାଙ୍ଗ ବେହେରାଙ୍କ ନେତୃତ୍ୱରେ ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦…
Archives


