କେନ୍ଦୁଝର

ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଧୂମ୍‌ଧାମରେ ପାଳିତ ହୋଇଛି। ଶ୍ରୀଜିଉଙ୍କୁ ସକାଳ ପୂଜାର୍ଚ୍ଚନା ପରେ ପହଣ୍ଡି କରି ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ଶ୍ରୀଜିଉଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…

କ୍ଷୁଦ୍ର ଜଳସେଚନ କେନାଲ ନିର୍ମାଣରେ ଜବରଦଖଲ ବାଧକ

କେନ୍ଦୁଝର, ୪।୬(ସ୍ବ.ପ୍ର.): କେନ୍ଦୁଝର ସଦର ତହସିଲ ରାଇସୁଆଁ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପୀନାଥପୁର-ସିଲସୁଆଁ ମୁଖ୍ୟ କେନାଲ ଜମି ଜବରଦଖଲ ଯୋଗୁ ନୂତନ କେନାଲ ନିର୍ମାଣରେ ବାଧକ ଦେଖାଦେଇଛି। ପ୍ରାୟ ୫୯ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟ…

ଦୁର୍ଘଟଣା ଚେତାଇଲା ରେଳପଥର ଆବଶ୍ୟକତା

କେନ୍ଦୁଝର,୩ା୬(ସ୍ବ.ପ୍ର.): କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉକ୍ତ ରେଳପଥରେ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇ ବହୁ ଦୂରଗାମୀ ଟ୍ରେନ୍‌ କେନ୍ଦୁଝର ଜିଲା ଦେଇ ଚଳାଚଳ କରୁଛି। ପାଖାପାଖି ୧୦ଟି ଦୂରଗାମୀ ଟ୍ରେନ୍‌ ଏହି ରେଳପଥ ଦେଇ ଯାତାୟାତ କରିଛି। ଉକ୍ତ…

ଷ୍ଟେଶନ ରାସ୍ତାରୁ ବେନିୟମ ହମ୍ପ୍‌ସ ଉଠାଇବାକୁ ଦାବି

କେନ୍ଦୁଝର,୩।୬(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରଗଡ଼ ରେଳ ଷ୍ଟେଶନଠାରୁ ଧୋବାଡିହା ପର୍ଯ୍ୟନ୍ତ ଷ୍ଟେଶନ ରାସ୍ତା ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ ହୋଇଥିବା ବେଳେ ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ୍‌ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବାହନ ଚଳାଚଳ କରିଥାଏ। ସେହିପରି…

ଉଜୁଡ଼ିଲା ଔଷଧୀୟ ଉଦ୍ୟାନ

ଚମ୍ପୁଆ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ କାଳିକାପ୍ରସାଦ ପଞ୍ଚାୟତର ହୁଞ୍ଜପଶିଠାରେ ଥିବା ଔଷଧୀୟ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହି ମୂଲ୍ୟବାନ୍‌ ଉଦ୍ୟାନ ନଷ୍ଟହୋଇଯାଇଥିବାରୁ ପରିବେଶପ୍ରେମୀ ଓ ପାରମ୍ପରିକ ବୈଦ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପୁନରୁଦ୍ଧାର ପାଇଁ ବନ…

ଷ୍ଟେସନ ରୋଡ଼ରୁ ବେନିୟମ ହମ୍ପସ ଉଠାଇବାକୁ ଦାବି

କେନ୍ଦୁଝର,୨।୬(ସ୍ବ.ପ୍ର) କେନ୍ଦୁଝରଗଡ଼ ରେଳଷ୍ଟେସନ ଠାରୁ ଧୋବାଡ଼ିହା ପର୍ଯ୍ୟନ୍ତ ଷ୍ଟେସନ ରୋଡ଼ଟି ସମସ୍ତ ରେଳ ଯାତ୍ରୀଙ୍କ ପାଇଁ ଜୀବନରେଖା ସଦୃଶ୍ୟ। ଭାରତୀୟ ଖାଦ୍ୟ ନିଗମ, ଅବକାରୀ ବିଭାଗ ରେଞ୍ଜ ଅଫିସ ଆଦି ବିଭାଗର ବହୁ ସଂଖ୍ୟାରେ ଯାନବହନ ଏହି ରାସ୍ତାରେ ଚଳାଚଳ କରିଥାଏ।…

ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ

ପାଟଣା,୨।୬ (ସ୍ବ.ପ୍ର.)-: କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ରୁ ଏକ ଗୋଠଛଡ଼ା ଦନ୍ତା ପାଟଣା ରେଞ୍ଜ୍‌କୁ ଆସି ଆତଙ୍କ ଖେଳାଇଛି। ଏହି ଦନ୍ତା ହାତୀ ପାଟଣା ରେଞ୍ଜ୍‌ର ବାରିଗାଁ, ଖମୁଆଁ ଓ ରାମଚନ୍ଦ୍ରପୁର ଅଞ୍ଚଳରେ ଘୂରି ବୁଲିବା ପରେ ଗୁରୁବାର ସକାଳୁ ସାହାରପଡ଼ା…

ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଯୋଡ଼ା,୧ା୬(ଡି.ଏନ୍‌.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା ପିଏମ୍‌ପି ଖଣି, ଯୋଡ଼ା ପିଏମ୍‌ପି ଅଫିସ, ପିଏମ୍‌ପି ମୁଖ୍ୟ ମାଲିକ ଏସ୍‌.କେ ପଟ୍ଟନାୟକଙ୍କର…

ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି

କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ…

କେନ୍ଦୁଝରରେ ୭୩.୯% ଛାତ୍ରୀଛାତ୍ର କୃତକାର୍ଯ୍ୟ

କେନ୍ଦୁଝର,୩୧।୫(ସ୍ବ.ପ୍ର.): ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲାର ୭୩.୯% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ମିଳିଥିବା ସୂଚନା…

ସିପିଆଇର ପଦଯାତ୍ରା

ବଡବିଲ,୩୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲରେ ବୁଧବାର ସିପିଆଇ କେନ୍ଦୁଝର ଜିଲା ପରିଷଦ ପକ୍ଷରୁ ପଦଯାତ୍ରା ବାହାରିଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବଡବିଲସ୍ଥିତ ସିପିଆଇର ଶ୍ରମିକ ଭବନରୁ ସିପିଆଇ କର୍ମୀ ଓ ନେତୃବୃନ୍ଦ ପଦଯାତ୍ରାରେ ବାହାରି ସହର ପରିକ୍ରମା…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଆନନ୍ଦପୁର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବୁଧବାର ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନନ୍ଦିପଦା ଥାନା କେସ୍‌ ନଂ ୭୩/୨୦୧୯ ତଥା ଏସ୍‌ଟି କେସ୍‌ ନଂ ୫୮/୨୦୧୯ର ବିଚାର କରି ୩୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?