କୃଷ୍ଣ, ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ
କେନ୍ଦୁଝର,୨୨।୬:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ମନ୍ଦିରରେ ଗୁରୁବାର କୃଷ୍ଣ, ବଳରାମ ବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝିପିଝିପି ବର୍ଷା ସତ୍ତ୍ୱେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏପରିକି ବଡ଼ ଦାଣ୍ଡରେ…
କେନ୍ଦୁପତ୍ର ବାନ୍ଧିବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ୪ ବ୍ୟକ୍ତି
କେନ୍ଦୁଝର,୨୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ନେଉନି। ଆମ୍ବ, ପଣସ ଖାଇବାକୁ ହାତୀ ଗାଁ ମୁହାଁ ହେଉଛନ୍ତି। ଏପରି କି ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏଣେ ବନ କର୍ମଚାରୀ…
ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜଣେ ଗିରଫ
କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅନ୍ତର୍ଗତ କୋଳିମାଟିଠାରେ ଗତ ୭ ତାରିଖରେ ଜାତୀୟ ରାଜପଥ ୨୦ର ମେଲଣ ନିକଟରେ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଚୋରା କାଠ ବୋଝେଇ ଗାଡ଼ି ଲୁଟି ନେବା ଘଟଣାରେ ପୋଲିସ ସାନ୍ତରାପୁରର…
ବିଲରେ ଟଳି ପଡିଲେ ଚାଷୀ: ଅଂଶୁଘାତରେ ମୃତ୍ୟୁ ଆଶଙ୍କା
ପାଟଣା,୨୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ ବିଲରେ ପଡି ମତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରବୀନ୍ଦ୍ର ମୁଣ୍ଡା(୩୮) । ସୂଚନା ଅନୁଯାୟୀ, ରବୀନ୍ଦ୍ର…
ରଥଯାତ୍ରା ଦେଖି ଫେରିଲା ବେଳକୁ ଘରୁ ଚୋରି
ପାଟଣା,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଲକ୍ଷ୍ମୀମଣ୍ଡପ ନିକଟରେ ସୁବ୍ରତ ସାହୁଙ୍କ ଘରେ ଭଡାରେ ରହୁଥିବା ଦୁଇ ପରିବାରଙ୍କ ଚୋରି ହୋଇଛି। ଭଡ଼ା ଘରର ତାଲା ଭାଙ୍ଗି ମଙ୍ଗଳବାର ସନ୍ଧ୍ୟାରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ…
ଏମ୍କେସିଜିରେ ଲିଫ୍ଟ ଅଚଳ, ରୋଗୀ ହନ୍ତସନ୍ତ
ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍କେସିଜି ମେଡ଼ିକାଲର ଲିଫ୍ଟ ଅଚଳ ପଡ଼ିଛି। ଯାହାଫଳରେ ଡ଼ାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଧିକାଂଶ ସମୟରେ ମେଡ଼ିକାଲରେ ଥିବା ଲିଫ୍ଟରେ ଫସିରହୁଥିବା ନଜିର ରହିଛି। ଗତ କିଛିଦିନ ହେଲା ନିୟମିତ ବ୍ୟବଧାନରେ ସ୍ତ୍ରୀ ରୋଗ…
ରାଜନଗରର ପ୍ରାଚୀନ ଦଧିବାମନ ଜିଉ ଓ ମଲ୍ଲୀପଶିରେ ଭକ୍ତିମୟ ପରିବେଶ: ଭକ୍ତ ଟାଣିଲେ ରଥ
ପାଟଣା,୨୧।୬( ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସ୍ଥିତ ପ୍ରାଚୀନ ଦଧିବାମନ ଜିଉ, ମଲ୍ଲୀପଶି, ଟାଙ୍ଗରପଡା ଓ ସରାସକୋଲାସ୍ଥିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ମଙ୍ଗଳବାର ନୀତିକାନ୍ତିରେ ସମ୍ପନ୍ନ ହୋଇଛି। ଦଧିବାମନ ଜିଉଙ୍କ ରଥରେ ପରୀକ୍ଷା ଦୁର୍ଯ୍ୟୋଧନ ମିଶ୍ର ଛେରା ପହଁରା…
ରଥଯାତ୍ରା ଦେଖିବାକୁ ଯାଇଥିବା ସମୟରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାଟଣା,୨୧।୬(ବୀରକିଶୋର ଦାଶ)କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ତୁରୁମୁଙ୍ଗା ଲକ୍ଷ୍ମୀମଣ୍ଡପ ନିକଟରେ ସୁବ୍ରତ ସାହୁଙ୍କ ଭଡା ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସେମାନେ ଘରର ତାଲା ଭାଙ୍ଗି ମଙ୍ଗଳବାର ସାରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଇଛନ୍ତି ।…
କେନ୍ଦୁଝର ବଡଦାଣ୍ଡରେ ଗଡିଲା ବିଶ୍ୱର ସର୍ବ ବୃହତ ରଥ
କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଧୂମଧାମରେ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ା ଏଥିପାଇଁ କେନ୍ଦୁଝର ପୁରୁଣା ସହର ଉତ୍ସବ ମୁଖର ହୋଇପଡିଛି ା ଚଳିତ ବର୍ଷ ରଥ…
ଏକାକାର ହେବେ ଭକ୍ତ-ଭଗବାନ
କେନ୍ଦୁଝର,୨୦ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ପବିତ୍ର ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା। ନଅ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉତ୍ତାପର ହ୍ରାସ ଏବଂ ମେଘାଚ୍ଛନ୍ନ ଆକାଶ ତଥା ତାତି କମି ପାଗ…
ତାତିରେ ଡହଳବିକଳ କାନପୁର ଡ୍ୟାମ ବିସ୍ଥାପିତ
ଯୋଡ଼ା,୧୯ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିରିକଳା ପଞ୍ଚାୟତର ୫୨୦ନଂ. ଜାତୀୟ ରାଜପଥ ନିକଟରେ ଥିବା କାର୍ତ୍ତିକା ସାହିରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ପ୍ରବଳ ତାରିରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ…
ଓଲଟି ପଡ଼ିଲା ଟ୍ରକ୍, ୩ ଗୁରୁତର
ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଫଳରେ ଟ୍ରକର ଥିବା ୩ ଯାତ୍ରୀଙ୍କ ସମେତ ଚାଳକ ଏବଂ ହେଲପର…

