ବିବାହର ୮ ମାସ ପରେ ନାବାଳିକା ଉଦ୍ଧାର
ଆନନ୍ଦପୁର,୧୫।୫(ସ୍ବ.ପ୍ର.): ବିବାହର ୮ ମାସ ପରେ ବାଲେଶ୍ୱର ଜିଲା ଅଞ୍ଚଳର ଜଣେ ନାବାଳିକାଙ୍କୁ ସୋମବାର ଆନନ୍ଦପୁର ଥାନା କୋଡ଼ପଡ଼ାର ଗଉଡ଼ଡିହା ଅଞ୍ଚଳରୁ ଚାଇଲ୍ଡଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ବାଲେଶ୍ୱର ଜିଲା ଖଇରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଆନନ୍ଦପୁର ଥାନା…
ଚକା ଫାଟି ପୋଲ ତଳକୁ ଖସିଲା ଟ୍ରାକ୍ଟର
ଆନନ୍ଦପୁର,୧୫।୫(ସ୍ବ.ପ୍ର.): ଘସିପୁରା ଥାନା ଦରଡ଼ିପାଳ ଗ୍ରାମର ଦିପୁନ ନାଏକ ନାମକ ଜଣେ ଯୁବକ ଟ୍ରାକ୍ଟର ଧରି ଯାଉଥିବା ବେଳେ ରେମାଳ ପୋଲ ଉପରେ ଚକା ଫାଟିଯାଇଥିଲା। ଫଳରେ ଟ୍ରାକ୍ଟର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା। ଟ୍ରାକ୍ଟର ତଳେ ଚାଳକ ଦିପୁନ…
ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ
କେନ୍ଦୁଝର,୧୫ା୫(ଡି.ଏନ୍.ଏ.): କେନ୍ଦୁଝର ସଦର ବ୍ଲକ୍ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି। ଜିଲା…
କାରଖାନାରେ ଦୁର୍ଘଟଣା: ଅକ୍ସିଜେନ ସିଲିଣ୍ଡର ଫାଟି ୩ ଗୁରୁତର
ବଡ଼ବିଲ,୧୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ-ବଲାଣି ରାସ୍ତା ମାଟକାମବେଡ଼ାରେ ଥିବା ଆରିୟା ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ପ୍ରାଇଭେଟ ଲିମିଟେଡ୍ରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଅକ୍ସିଜେନ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ…
ଜଳନ୍ତା ଚୁଲିରେ ପଡ଼ି ଶିଶୁ ଗୁରୁତର
ହାଟଡିହୀ,୧୪।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଦଲିକି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି l ଗ୍ରାମର ବାଜୁ ହୋଙ୍କ ସ୍ତ୍ରୀ ବୁଧୁନି ଶନିବାର ରାତିରେ ତରକାରୀ ରୋଷେଇ କରୁଥିଲେ l ସେତିକିବେଳେ ଚୁଲି ପାଖରେ ତାଙ୍କର ଏକ…
ହାରିନାହାନ୍ତି ସୁଶୀଳା
କେନ୍ଦୁଝର,୧୪।୫(ସ୍ବ.ପ୍ର.): ପରିବାରରେ ସନ୍ତାନମାନଙ୍କ ଭବିଷ୍ୟତ ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସନ୍ତାନର ଲାଳନପାଳନ ସହ ଘର, ପରିବାର ଚଳାଇବାରେ ମା’ଙ୍କ ଗୁରୁତ୍ୱ ଅଧିକ। ନିଜ ପିଲା ଓ ପରିବାର ପାଇଁ ସବୁ କିଛି ତ୍ୟାଗ କରିବାକୁ ଆଗେଇ ଆସେ ମା’।…
ଆମ୍ବ ତୋଳିବାକୁ ଯାଇଥିଲେ, ମାରିଦେଲା ଭାଲୁ
କେନ୍ଦୁଝର,୧୩ା୫(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ତିହାଡିପଶି ଗ୍ରାମ ଚାଷଜମି ନିକଟରେ ଶନିବାର ଏକ ବଣୁଆ ଭାଲୁ ଆକ୍ରମଣ କରିବାରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ମୃତକଙ୍କ ନାମ ବିଦ୍ୟାଧର…
ପୁନରୁଦ୍ଧାର ହେବ ସିଦ୍ଧମଠ ଔଷଧୀୟ ଉଦ୍ୟାନ
କେନ୍ଦୁଝର,୧୩ା୫(ସ୍ବ.ପ୍ର.): ବ୍ୟାପକ ଜଙ୍ଗଲ ନଷ୍ଟ, ଗଛ ଚୋରି କାରଣରୁ ଉଜୁଡ଼ି ଯାଇଥିବା ସିଦ୍ଧମଠ ଔଷଧୀୟ ଉଦ୍ୟାନର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ା ଗୁରୁବାର ବନ ବିଭାଗ କର୍ମଚାରୀ, ସ୍ଥାନୀୟ କାଉନ୍ସିଲର ଓ ଲୋକଙ୍କ ଉପସ୍ଥିତିରେ ଉକ୍ତ…
ବଡବିଲରେ ଏକାଧିକ ଚୋରି ମାମଲାରେ ୨ ଗିରଫ
ବଡବିଲ,୧୨।୫(ସ୍ବ:ପ୍ର:): କେନ୍ଦୁଝର ଜିଲା ବଡବିଲ ଥାନା ଅଞ୍ଚଳରେ ଘଟିଥିବା ଏକାଧିକ ଚୋରି ମାମଲାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଚୋରି ଘଟଣାରେ ସଂପୃକ୍ତ ୨ ଜଣ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଇଥିବା…
ଭାଲୁକୁ ନେଇ ବନ ବିଭାଗ ନାକେଦନ, ଲୋକେ ଆତଙ୍କିତ
କେନ୍ଦୁଝର,୧୨।୫(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଯୋଗିମଠ ଗ୍ରାମ ନିକଟରେ ଏକ ବଣୁଆ ଭାଲୁ ଗ୍ରାମାଞ୍ଚଳକୁ ଚାଲି ଆସିବା ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଶୁକ୍ରବାର ସକାଳ ୭ଟା ସମୟରେ ଜଡିପଦା ଜଙ୍ଗଲରୁ ଗୋବର୍ଦ୍ଧନ ଦେଇ ଭାଲୁଟି ଆସୁଥିଲା। ଲୋକମାନେ ଭାଲୁଟିକୁ…
ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ
କେନ୍ଦୁଝର,୧୧ା୫(ସ୍ବ.ପ୍ର.): ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ ଚାଲିଥିବା ଜଣାପଡ଼ିଛି। କେନ୍ଦୁଝର, ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରା ସହ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୨୦…
କୁପୋଷଣର ଶିକାର ହେଉଛନ୍ତି ଶିଶୁ
ଯୋଡ଼ା,୧୧ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ ବଡ଼ କାଳିମାଟି ପଞ୍ଚାୟତ ଅଧୀନରେ ଥିବା ପୀଢ଼ପୋଖରୀ ଗାଁ ସରକାରୀ ଅବହେଳାର ଶିକାର ହୋଇଛି। ଏହି ଗାଁର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ କାଳାତିପାତ କରୁଛନ୍ତି। ବ୍ଲକ୍ଠାରୁ ସ୍ବଳ୍ପ ଦୂରରେ ଏହି ଗାଁ…
Archives


