କେନ୍ଦୁଝର

ବନ୍ୟାଜଳରେ ଭାସି ଯାଇଥିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଆନନ୍ଦପୁର,୨ା୮(ସନ୍ତୋଷ ରାଉତ.): କେନ୍ଦୁଝର ଜିଲା ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାସିକତା ପାଇଁ ବୈତରଣୀ ବନ୍ୟାଜଳରେ ଭାସିଯାଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି। ବୁଧବାର ସକାଳେ ଫକୀରପୁରର ମହିଳା ଜଣଙ୍କ ଶୌଚ ହେବା ପାଇଁ ନଦୀ ନିକଟକୁ ଆସିଥିଲେ। ଏହି…

ପ୍ରବଳ ବର୍ଷା,ବନ୍ୟା ଆଶଙ୍କା

କେନ୍ଦୁଝର,୨।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମଙ୍ଗଳବାର ପୂର୍ବାହ୍ନରୁ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଜିଲାରେ ଅଧିକ ପରିମାଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରି ରେଡ୍‌ ଆଲର୍ଟ ଜାରି କରିଛି ା ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ଦନ୍ତା ଉତ୍ପାତ, ଭାଙ୍ଗିଲାଣି ୫ ଘର

ପାଟଣା, ୨।୮ (ବୀର କିଶୋର ଦାଶ) କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍‌ରେ ଏକ ଗୋଠଛଡ଼ା ଦନ୍ତା ହାତୀ ରବିବାର ରାତିରେ ଘଟଗଁା ରେଞ୍ଜ୍‌ରୁ ଆସି ଉତ୍ପାତ ଆରମ୍ଭ କରିଛି। ଦୁଇଦିନରେ ଏହି ଦନ୍ତା ୫ ଘର…

ପୋଲ ଉପରେ ୪ ଫୁଟର ପାଣି : କେନ୍ଦୁଝର -ମୟୂରଭଞ୍ଜ ଯୋଗାଯୋଗ ବିଛିନ୍ନ

ପାଟଣା,୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବୁଧବାର ବିଭିନ୍ନ ସ୍ଥାନରେ ନଦୀ ନାଳ ସବୁ ଫୁଲି ଉଠିଛି। ପାଟଣା ବ୍ଲକ ରାଜନଗର କେନ୍ଦେଈପଶି…

କେନ୍ଦୁଝରରେ ପ୍ରବଳ ବର୍ଷା: ବନ୍ୟା ଆଶଙ୍କା, ସତର୍କତା ଜାରିକଲା ପ୍ରଶାସନ

କେନ୍ଦୁଝର, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ା ଜିଲାରେ ଆଜି ପୂର୍ବାହ୍ନରୁ ବର୍ଷା ଆରମ୍ଭ ହୋଇଛି ା ପ୍ରବଳ ବର୍ଷାକୁ ଆଖିରେ ରଖି ପ୍ରଶାସନ…

କାର୍ଯ୍ୟ ନ ସରୁଣୁ ଦବି ଗଲାଣି

ମୋରଡା,୧।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡା ପଞ୍ଚାୟତ ଦୋମୁହାଣୀ ସ୍ଥିତ ଶ୍ମଶାନ ନଦୀ ଘାଟ ନିକଟରେ ନିର୍ମାଣ ଚାଲିଥିବା ଏକ ପୋଲ(କ୍ରସ ଡ୍ରେନେଜ ୱାର୍କ ) କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,…

ଭାରିଯାନ ଚଳାଚଳ ନେଇ ସମୟ ଧାର୍ଯ୍ୟ

ଯୋଡ଼ା,୧ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଅଞ୍ଚଳରେ ହେଉଥିବା ଟ୍ରାଫିକ ସମସ୍ୟା ଉତ୍କଟ ହେଉଛି। ଏହାକୁ ନଜରରେ ରଖି ଜିଲା ପ୍ରଶାସନ ପକ୍ଷରୁ ଭରିଯାନ ଚଳାଚଳ ଉପରେ ସମୟ ଧାର୍ଯ୍ୟ କରାଯାଇଛି। କେନ୍ଦୁଝର ରିଜିଓନାଲ ଟ୍ରାନ୍ସପୋର୍ଟ ଅଥୋରିଟୀ…

ଆର୍‌ଡି ରାସ୍ତାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଫଳକ ଲଗାଇ ଲୁଟ୍‌

ଆନନ୍ଦପୁର/କଣ୍ଟିପାଳ, ୧।୮(ସନ୍ତୋଷ ରାଉତ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ମହାଦୁର୍ନୀତି ନଜରକୁ ଆସିଛି। ଆରଡି ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା ଏକ ରାସ୍ତାରେ ଏମଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ର ନାମଫଳକ…

‘ସ୍ତ୍ରୀଙ୍କ ସହଯୋଗ ବିନା ଏହା ସମ୍ଭବ ନ ଥିଲା’

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାର ସୁଦେବ କୁମାର ପୃଷ୍ଟି ରାଜ୍ୟରେ ଟପ୍ପର ହୋଇଛନ୍ତି। ବର୍ତ୍ତମାନ ସେ ଭାରତୀୟ ବାୟୁ ସେନାରେ ଜାହାଜ ଟେକ୍ନିସିଆନ ଭାବେ କାର୍ଯ୍ୟରତ। ଚାକିରି…

ବିଲରେ ଲରେ କାମ କରୁଥିବା ବେଳେବଜ୍ରପାତରେ ଜୀବନଗଲା

ହାଟଡ଼ିହୀ,୩୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପଦ୍ମନାଭ ପହି (୬୬)। ପଦ୍ମନାଭ ବିଲରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବିଲରେ ଉପସ୍ଥିତ ଲୋକେ ତାଙ୍କୁ ପ୍ରଥମେ…

ଦୋଷୀ ବାପାଙ୍କୁ ଆଜୀବନ ଜେଲ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ଶୁଣାଣି କରି ପୁଅକୁ ହତ୍ୟା ଅଭିଯୋଗରେ ବାପଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…

ପୁତ୍ର ହତ୍ୟାକାରୀ ପିତାଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ମମିତା ଦାସ ଏକ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?