କେନ୍ଦୁଝର

ସିରିଜ ଦୁର୍ଘଟଣା: ଜଣେ ମୃତ, ୧୧ରୁ ଊର୍ଦ୍ଧ୍ୱ ଆହତ

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଶୁଆକାଟି ଓଏମସି ଛକରେ ଏନ୍‌ଏଚ୍‌ ୪୯ରେ ସୋମବାର ଏକ ସିରିଜ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ରୁ ଊଦ୍ଧର୍‌ବ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି। ଏକ ସିମେଣ୍ଟ…

କାଉଡ଼ିଆଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିଲା

ଆନନ୍ଦପୁର,୩୦ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ଶୈଲଙ୍ଗ- ଗୋହିରା ମଧ୍ୟରେ କାଉଡ଼ିଆଙ୍କୁ ନେଇ ଯାଉଥିବା ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। କାଉଡ଼ିଆମାନେ କେନ୍ଦ୍ରାପଡ଼ା ରାଜକନିକାରୁ ଯୋଡ଼ା ବ୍ଲକ୍‌ ମୁର୍ଗାମହାଦେବ…

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଆହତ ହାତୀର ଜୀବନ

କେନ୍ଦୁଝର, ୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅଧୀନ ବ୍ରାହ୍ମଣୀପାଳ ରେଞ୍ଜ ଶଗଡ଼ପଟା-ଟାଙ୍ଗିରିଆପାଳ ଷ୍ଟେଶନ ପାଖ ବାଲିଦାଣ୍ଡ ସାହି ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ହାତୀର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ରବିବାର ଜଙ୍ଗଲରେ ପୋତି…

ଖଣି ଅଞ୍ଚଳ ଏବେ ପର୍ଯ୍ୟଟନସ୍ଥଳ

ଯୋଡ଼ା,୩୦ା୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳ ଓଡ଼ିଶାରେ ଖଣି ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ଭାବେ ପରିଗଣିତ ହେଉଛି। ଜଙ୍ଗଲ ଶୋଭାରାଜିରେ କୁଳୁକୁଳୁ ହୋଇ ବୋହିଯାଉଥିବା ଏକାଧିକ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ…

ଏନ୍‌ଏଚ୍‌ ୪୯ରେ ଟ୍ରକ୍‌ର ଲମ୍ବା ଧାଡ଼ି, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଅଞ୍ଜାର-ଡଙ୍ଗାପାଣି ରାସ୍ତା ଏନ୍‌ଏଚ୍‌ ୪୯ରେ ଶନିବାର ଶହ ଶହ ଟ୍ରକ ଛିଡା ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଭୁଲ ରାସ୍ତାରେ ଗାଡ଼ି ଚଳାଚଳ, ରାସ୍ତାକଡ଼ରେ ପାର୍କିଂ ଆଦି କାରଣରୁ ରାସ୍ତାରେ…

ସ୍ତ୍ରୀଙ୍କୁ ଆକ୍ରମଣ କରି ଯବାନ ଗିରଫ

ଆନନ୍ଦପୁର,୨୯ା୭(ସନ୍ତୋଷ ରାଉତ): ଆନନ୍ଦପୁର ପୌରପରିଷଦର ଫକୀରପୁରରେ ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଜଣେ ବିଏସ୍‌ଏଫ୍‌ ଯବାନ ଗିରଫ ହେବା ଘଟଣା ଚର୍ଚ୍ଚାକୁ ଆସିଛି। ଗିରଫ ଯବାନ ଫକୀରପୁର ଗ୍ରାମର ଶରତ ଚନ୍ଦ୍ର ମୁଦୁଲି। ଶୁକ୍ରବାର ରାତିରେ…

କାନ୍ଥ ପଡ଼ି ବୃଦ୍ଧଙ୍କ ଜୀବନ ଗଲା

ପାଟଣା,୨୯ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଡାଳ ପକା ପଞ୍ଚାୟତ କେନ୍ଦୁଯୋଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଘର ମାଟି କାନ୍ଥ ପଡ଼ି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ହେଉଛନ୍ତି…

ଶୁଆକାଟି ଖଣି ଅଞ୍ଚଳ ରାସ୍ତା ଜାମ: ଯାତାୟତ ବ୍ୟାହତ

କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଟି ଖଣି ଅଞ୍ଚଳରେ ରାସ୍ତାରେ ଟ୍ରକ ଛିଡା ହୋଇ ରହୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ଖଣି କତୃପକ୍ଷ ପାର୍କିଂ ବ୍ୟବସ୍ଥା କରୁ ନ ଥିବାରୁ ଟ୍ରକ ଗୁଡ଼ିକ ରାସ୍ତାରେ…

କାଠ ବୋଝେଇ ଜିପ୍‌ ଜବତ : ଗାଡ଼ି ଛାଡ଼ି ପଳାଇଲେ ଚାଳକ

କେନ୍ଦୁଝର,୨୯।୭ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ରାଇସୁଆଁ ନିକଟରୁ ବନ ବିଭାଗ ଏକ ଚୋରା କାଠ ବୋଝେଇ ଜିପ୍‌ ଜବତ କରିଛି। ଏହି ଜିପ୍‌ ଝାଡଖଣ୍ଡ ଅଞ୍ଚଳରୁ ଚମ୍ପୁଆ ଦେଇ ଆସୁଥିବା ବେଳେ ବନ ବିଭାଗ କର୍ମଚାରୀ ରାଇସୁଆଁ…

ଗୁରୁଡ଼ାରୁ ପଞ୍ଜାବ ଯାତ୍ରା

କେନ୍ଦୁଝର,୨୯ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଗୁରୁଡ଼ା ଗ୍ରାମର ୧୫ ବର୍ଷୀୟ ଆଶିଷ ପୂର୍ତ୍ତି ହୁଏତ ଭାବି ନ ଥିବେ, ଫୁଟ୍‌ବଲ ତାଙ୍କୁ ଦିନେ ଏତେ ଖ୍ୟାତ କରିଦେବ। ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ଦ୍ୱାରା ପରିଚାଳିତ…

ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇବୋହୂ ମୃତ

ଯୋଡ଼ା/ଚମ୍ପୁଆ,୨୮ା୭(ମାନସ ମହାନ୍ତି/ମହେଶ୍ୱର ଦାଶ): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୁଲ୍ଡୁଙ୍ଗ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଜମିରେ ହିଡ଼ କଟାକୁ କେନ୍ଦ୍ରକରି ସମ୍ପର୍କୀୟ ଦେଡ଼ଶୁରଙ୍କ କୋଦାଳ ଚୋଟରେ ଭାଇ ବୋହୂଙ୍କ ମୃତ୍ୟୁ ହୋଇଛି। ମୃତକ ଦେଓଝର…

ଟ୍ରକ୍‌ ଚୋରି ଘଟଣାରେ ଗ୍ୟାଙ୍ଗ ସକ୍ରିୟ : ଗିରଫ ଚାଳକ କୋର୍ଟଚାଲାଣ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହର ସଠିଘର (ଏନ୍‌ଏଚ ୨୦) ନିକଟରୁ ଚୋରି ହୋଇଥିବା ୧୨ ଚକିଆ ଟ୍ରକ ଝାଡ଼ଖଣ୍ଡରୁ ଚମ୍ପୁଆ ପୋଲିସ ଜବତ କରିବା ଘଟଣାରେ ଟାଉନ ଥାନା ପୋଲିସ ଟ୍ରକ୍‌ ଚାଳକଙ୍କୁ ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?