କେନ୍ଦୁଝର

କାରରେ ଛେଳି ଚୋରି

ଚମ୍ପୁଆ,୨୮ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବଜାର ମଧ୍ୟରୁ ଛେଳିଚୋରି ଅଭିଯୋଗ ହୋଇଛି। ଘର ଆଗରେ ବନ୍ଧା ହୋଇଥିବା ଛେଳିକୁ ୨ ଯୁବକ କାରରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କୁ ଚମ୍ପୁଆ ପୋଲିସରେ ଜିମା…

ଅତ୍ୟାଧୁନିକ ଶୈଳୀରେ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି ଚାଷୀ

ଯୋଡ଼ା,୨୮ା୭(ମାନସ ମହାନ୍ତି): କେନ୍ଦୁଝର ଜିଲାର ଖଣି ଅଧ୍ୟୁଷିତ ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌)ର କୃଷିଭିତ୍ତିକ ପଦକ୍ଷେପ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳର ରୂପାନ୍ତରଣ ଓ ସମୃଦ୍ଧି ଆଣିପାରିଛି। ଠିକ୍‌ ସହାୟତା କିଭଳି ଜଣେ ଚାଷୀଙ୍କୁ ଉଦ୍ୟୋଗୀରେ ପରିଣତ…

କୀଟନାଶକ ପିଇ ଜୀବନ ହାରିଲେ

ପାଟଣା,୨୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ସରାସକୋଲା ପଞ୍ଚାୟତ ସରାସକୋଲା ଗ୍ରାମ ତୁଳସୀପୁର ସାହିର ଜଣେ ବୃଦ୍ଧ କୀଟନାଶକ ପିଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସାହିର ରତ୍ନାକର ବେହେରା(୭୬)। ସେ ବୁଧବାର ରାତିରେ ବିଷ ପିଇଥିବା ବେଳେ…

ପ୍ରାଣୀଧନ ନିରୀକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ଦୁଇ ଗୁରୁତର

ଆନନ୍ଦପୁର,୨୬ା୭(ସନ୍ତୋଷ ରାଉତ): ପ୍ରାଣୀଧନ ନୀରିକ୍ଷକଙ୍କ ଉନ୍ମତ୍ତ କାଣ୍ଡରେ ଦୁଇ ଜଣ ଗୁରୁତର ହୋଇ ଆନନ୍ଦପୁର ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ପ୍ରାଣୀଧନ ନିରୀକ୍ଷକ ଅପରେଶନ ବ୍ଲେଡରେ ଜଣଙ୍କ ବେକକୁ କାଟିଥିବା ବେଳେ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକଙ୍କ ପେଟରେ…

କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍‌କ୍ୟୁଏଏସ୍‌ ପ୍ରମାଣପତ୍ର’

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁଏନ୍‌କ୍ୟୁଏଏସ୍‌ (ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ପ୍ରୋଗ୍ରାମ ଅନ୍ତର୍ଗତ…

ରାଜ୍ୟ କଂଗ୍ରେସ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଆଲୋକଙ୍କୁ ମୟୂରଭଞ୍ଜ, ସଂଗ୍ରାମଙ୍କୁ ବାଲେଶ୍ୱର

କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ପଦାଧିକାରୀଙ୍କୁ ବିଭିନ୍ନ ଜିଲା ପ୍ରଭାରୀ ଭାବେ ନିଯୁକ୍ତି…

ପରିବହନକୁ ନେଇ ଯୋଡ଼ା ଟ୍ରକ୍‌ ମାଲିକ ସଂଘକୁ କେନ୍ଦ୍ରର ଚିଠି

ଯୋଡ଼ା,୨୬।୭(ମାନସ ମହାନ୍ତି) କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଏକାଧିକ ଖଣିରୁ ଖଣିଜ ପରିବହନ ଟ୍ରକ୍‌ ଜରିଆରେ ହୋଇଥାଏ। ଅଞ୍ଚଳରେ ବଡ଼ବିଲ, ଯୋଡା, କାଳିମାଟି, ଗୁଆଲି, ଭଦ୍ରାସାହି ସମେତ କେନ୍ଦୁଝରରେ ମଧ୍ୟ ଟ୍ରକ୍‌ ମାଲିକ ମାନଙ୍କର ସଂଘ ରହିଛି।…

ଖାଦ୍ୟ ସୁରକ୍ଷା ଯୋଜନାରୁ ମୃତକଙ୍କ ନାଁ କାଟିବାକୁ ନିର୍ଦ୍ଦେଶ

କେନ୍ଦୁଝର,୨୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁ ମଙ୍ଗଳବାର କେନ୍ଦୁଝର ଜିଲା ଦିନିକିଆ ଗସ୍ତ କରିଛନ୍ତି। ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଓ ଜିଲା…

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) ): ମଙ୍ଗଳବାର ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନିକାନ୍ତ ସାହୁ କେନ୍ଦୁଝର ଜିଲା ରସ୍ତ କରିଛନ୍ତି। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ମୁଖ୍ୟ ଉନ୍ନୟନ ଅଧ୍ୟାଜାରୀ ତଥା ନିର୍ବାହୀ ଅଧ୍ୟାକାରୀ ଜିଲ୍ଲା ପରିଷଦ, କେନ୍ଦୁଝର ବିଷ୍ଣୁ…

ଆରମ୍ଭ ହେଲା ଭର୍ଚୁଆଲ ଷ୍ଟୁଡିଓ: ‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ ସଫଳତାର କାହାଣୀ କହିଲେ କନିଷ୍ଠ ବୈଜ୍ଞାନିକ କୈବଲ୍ୟ ସାହୁ

କେନ୍ଦୁଝର,୨୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଷ୍ଟାଡିୟମ ନିକଟରେ ଥିବା ଜନଜାତି ସାଧନ କେନ୍ଦ୍ର (ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍‌ଘାଟନ ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା…

ପାଟଣା ଅବକାରୀ ଥାନାରେ ତାଲା

ପାଟଣା,୨୫ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାସ୍ଥିତ ପାଟଣା ଅବକାରୀ ଥାନା ବାହାର ଓ ଭିତର ଗେଟ୍‌ରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି। ସୋମବାର କେତେକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଅବକାରୀ ଥାନା ଅଧିକାରୀଙ୍କୁ ଭେଟିବାକୁ…

ସହରରେ ହାତୀ, ଲୋକେ ଆତଙ୍କିତ

କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ହାତୀ ଉପଦ୍ରବ ଏକ ନିତିଦିନିଆ ଘଟଣା ହୋଇଛି। ହାତୀ ପଲ ଗ୍ରାମାଞ୍ଚଳ ଛାଡି ସହରାଞ୍ଚଳ ମୁହାଁ ହେଉଛନ୍ତି। ରବିବାର କେନ୍ଦୁଝର ପୌରାଞ୍ଚଳ ୧ ନମ୍ବର ଓ୍ବାର୍ଡ ସିଦ୍ଧମଠ ପୋଡା ଉଆସ ସାହିରେ ଏକ ଦନ୍ତା ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?