କେନ୍ଦୁଝର

ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା

ହାଟଡିହୀ,୧୪।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଠୂଣିଗାଁର ଜଣେ ମହିଳାଙ୍କ ମୃତଦେହ ବଣିଆହୁଡ଼ି ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣକ ହେଉଛନ୍ତି ଅଭୟ ରାଉତଙ୍କ ସ୍ତ୍ରୀ ତୁଳସୀ ବିନ୍ଧାଣି (୪୦ବର୍ଷ )। ଘରୋଇ କଳିରୁ ଅଭୟ ସ୍ତ୍ରୀଙ୍କୁ ପିଟିପିଟି…

ସକାଳୁ ଉଠାଇଲେ, ସନ୍ଧ୍ୟାରେ ବସିଲେ

କେନ୍ଦୁଝର,୧୪ା୭( ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ବର୍ଷ ଧରି କେନ୍ଦୁଝର ସହରରେ ଫୁଟ୍‌ପାଥ୍‌ ଜବରଦଖଲ ଯୋଗୁ ଦେଖାଦେଇଥିବା ଟ୍ରାଫିକ୍‌ ସମସ୍ୟାର ସାମୟିକ ଭାବେ ସମାଧାନ ହୋଇଛି। ବୁଧବାର ଏକ କାଠ ବୋଝେଇ ପିକ୍‌ଅପ୍‌ ଫୁଟ୍‌ପାଥ୍‌ରେ ଚଢ଼ିଯାଇଥିବା ବେଳେ ବଡ଼ ଦୁର୍ଘଟଣା ଅଳ୍ପକେ…

ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା

ଚମ୍ପୁଆ,୧୪ା୭(ମହେଶ୍ୱର ଦାସ): କୃଷି ଜିଲା ଚମ୍ପୁଆ ଅଧୀନରେ ଥିବା ଚମ୍ପୁଆ ବ୍ଲକ୍‌ରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ହୋଇଛି। ବର୍ଷାକୁ ଅନାଇ ଧାନ ତଳି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଲେଣି। କେଉଁଠି ତଳି ବୁଢ଼ାହେବାକୁ ବସିଲାଣି ତ କେଉଁଠି ଜମି…

ଦକ୍ଷ, ନିର୍ମଳ ଭାବମୂର୍ତ୍ତି ପ୍ରାର୍ଥୀ ଖୋଜୁଛନ୍ତି ଭୋଟର

ଯୋଡ଼ା,୧୪ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ନିର୍ବାଚନମଣ୍ଡଳୀରେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଦଳଗୁଡ଼ିକ କସରତ ଆରମ୍ଭ କରିଦେଲେଣି। ସଭା, ବୈଠକ କରି ୨ପ୍ରମୁଖ ଭାଜପା ଓ ବିଜେଡି ଶକ୍ତି ପ୍ରଦର୍ଶନ କରୁଥିବାବେଳେ କଂଗ୍ରେସ ପକ୍ଷରୁ ସେଭଳି କୌଣସି…

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଯାଜପୁର ଜିଲା ସୁକିନ୍ଦାରୁ କୋଇଲା ବୋଝେଇ କରି କେନ୍ଦୁଝର ଜିଲା ବାଂଶପାଣିକୁ ଆସୁଥିବା ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ହରିଚନ୍ଦନପୁର ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବା ପରେ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।…

ଟ୍ରକ୍‌କୁ ପିଟିଲା ଟ୍ରକ୍‌

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୁତୁଲିପାଣି ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକଡାଉନ ହୋଇ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ଅନ୍ୟ ଏକ ଟ୍ରକ୍‌ ପିଟି ହେବାରୁ ୪ଜଣ ଗୁରୁତର…

ଥାନାରୁ ଅଭିଯୁକ୍ତ ଫେରାର ମାମଲା: ଏଏସ୍‌ଆଇ, ଦୁଇ କନ୍‌ଷ୍ଟେବଲଙ୍କୁ ବଦଳି

ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଯିବା ଘଟଣାରେ ଆନନ୍ଦପୁର ଥାନା ଏଏସ୍‌ଆଇ ଓ ଦୁଇ କନ୍‌ଷ୍ଟେବଲଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେମାନେ ହେଲେ ଥାନା ଏଏସ୍‌ଆଇ ଅନୁପ କୁମାର ଲୁଗୁନ, କନ୍‌ଷ୍ଟେବଲ ମିନାକ୍ଷୀ…

ବୈତରଣୀରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରୁ ଗୁରୁବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟାରେଜ ନିକଟ ଘାସ ବୁଦା ମୂଳରେ ରହିଥିବା ମୃତଦେହକୁ ଆନନ୍ଦପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ…

୬ ବର୍ଷ ପରେ ଟିପ ଚିହ୍ନ ହିଁ ଦିବ୍ୟାଙ୍ଗ ପୁଅକୁ ଘରକୁ ଫେରାଇ ଆଣିଲା

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟିପ ଚିହ୍ନ କେବଳ ଚିହ୍ନାଇ ଦେଲା ନାହିଁ ବରଂ ପୁଅକୁ ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ। ଗତ ୨୦୧୭ ଜୁନ୍‌ ୨ରେ ଜଣେ…

ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର ସକାଳେ କୌଶଳ କ୍ରମେ ଥାନାରୁ ଫେରାର ହୋଇଯାଇଥିଲେ। ବହୁ ତନାଘନା ପରେ ପୋଲିସ…

ନିଜ ଲୋଡର ତଳେ ଚାପି ହୋଇଗଲେ ଅପରେଟର

ବଡ଼ବିଲ,୧୨ା୭(ଦେବପ୍ରିୟା ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାଓ୍ବାର ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀ ଖଣିରେ ବୁଧବାର ଦୁର୍ଘଟଣା ଘଟି ନିଜ ଲୋଡର ତଳେ ଚାପି ହୋଇ ଅପରେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା…

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ: ୨ ଦିନ ହେଲା  ବିଦ୍ୟାଳୟ  ବନ୍ଦ 

ପାଟଣା,୧୨।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗ ବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରି ମଙ୍ଗଳବାର ଓ ବୁଧବାର ବିଦ୍ୟାଳୟ ବନ୍ଦ ହୋଇଛି। ଅଭିଭାବକ ମାନେ ପିଲାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri