Odisha Elections 2024

କେନ୍ଦ୍ରାପଡ଼ା

ନାଗପଡ଼ାରେ ଦୁର୍ବୃତ୍ତ ଜାଳି ଦେଲେ ଘର, ବୋଲେରୋ

ଆଳି,୫ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଗପଡା ଗଁାର ଗୋଟିଏ ବୋଲେରୋ ସମେତ ୨ ଜଣଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରି କି ଏହି ଘଟଣାକୁ ନେଇ ନାଗପଡ଼ା, ବାଳକାଟୀ ଓ ରାଣୀପୋଖରୀ...

ବ୍ଲକ କଲୋନୀରୁ ମୂଲ୍ୟବାନ ଶିଶୁକାଠ ଗାଏବ

ପଟ୍ଟାମୁଣ୍ଡାଇ, ୪ା୧୧(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଲୋନୀ ଶିଶୁଉଦ୍ୟାନ ମଧ୍ୟରୁ ୧୬ ଦିନ ତଳେ ବେଆଇନ ଭାବେ ୫ଟି ମୂଲ୍ୟବାନ ବଡ ଶିଶୁ ଗଛ କଟାଯାଇଥିଲା। ଗଛ କାଠଗଡ ସବୁ ଉଦ୍ୟାନ ମଧ୍ୟରେ ପଡି ରହିଥିଲା। ବୁଧବାରଠାରୁ ଏହି ଗଛ...

ପାୱାରଟିଲର କେନ୍ଦ୍ରାପଡ଼ାରୁ ଯାଉଛି କୋଲକାତା

କେନ୍ଦ୍ରାପଡ଼ା ଅଫିସ, ୪ା୧୧:କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଜିଲା କୃଷିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୃଷି ସାଜ ସରଞ୍ଜାମ କ୍ରୟଦରରେ ରିହାତି ଦେଉଛନ୍ତି। ଏହି ରିହାତି ଅର୍ଥ ଚାଷୀଙ୍କ କୃଷି ବିକାଶରେ ସହଯୋଗ କରିବ ବୋଲି ସରକାର...

କେନ୍ଦ୍ରାପଡ଼ା କେନାଲର ଦାନପୁର ଲକ୍‌ ପୋଲ ବିପଦସଙ୍କୁଳ

ଡେରାବିଶ, ୪ା୧୧(ସ୍ବ.ପ୍ର.):ବ୍ରିଟିସ୍‌ ସରକାର ଅମଳରୁ ନୌବାଣିଜ୍ୟ କାରବାର ଓ ଜଳସେଚନ ସୁବିଧା ପାଇଁ ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ମୁଖ୍ୟ କେନାଲରେ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହା ମଧ୍ୟରେ ୭୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ନୌବାଣିଜ୍ୟ...

ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ ଜମି ଶୁଖିଲା: ସେଣାରେ ପାଣି ମଡ଼ାଇଲେ ଚାଷୀ

ମହାକାଳପଡ଼ା, ୩ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ କ୍ଷେତରେ ପାଣି ନାହିଁ। ଫଳରେ ଥୋଡ ଧାନ ବା ଫୁଲ ବାହାରିବା ସମୟରେ ଗଛ ମୂଳରେ ପାଣି ନ ଥିବାରୁ ଭଲ ଅମଳ ହେବନାହିଁ ବୋଲି ଚାଷୀ କହିଛନ୍ତି।...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋପିନାଥପୁର ଗ୍ରାମର ଦେବୀ ପ୍ରସାଦ ଦାସ।...

ପେଣ୍ଠ ବେଳାଭୂମିରେ ପୁଣି ହେବ ଇକୋ ରିଟ୍ରିଟ୍‌

ରାଜନଗର, ୨ା୧୧(ଡି.ଏନ.ଏ.): ଭିତରକନିକାକୁ କିପରି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ସେ ନେଇ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୦ରେ ପ୍ରଥମଥର ପାଇଁ ଭିତରକନିକାର ନଳିତାପାଟିଆଠାରେ ଇକୋ ରିଟ୍ରିଟ ଅନୁଷ୍ଠିତ ହୋଇଥିଲା। ୮୨ଦିନ ଧରି...

ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା ପାଇଁ ରାତି ଅନିଦ୍ରା

କେନ୍ଦ୍ରାପଡ଼ା ଅଫିସ, ୨ା୧୧: କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉତ୍ପାତ ବଢ଼ିଯାଇଛି। ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ପାଚିଲା ଧାନ ଓ ପନିପରିବା ଫସଲକୁ ନଷ୍ଟ କରୁଛନ୍ତି। ବନ୍ୟଜନ୍ତୁଙ୍କ ଏହି ଉତ୍ପାତ ସ୍ଥାନୀୟ ଅଧିବାସୀଙ୍କ ନିଦ...

ବିଦ୍ୟାଳୟ ନ ଆସି ଦରମା ନେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ

କେନ୍ଦ୍ରାପଡ଼ା ଅଫିସ ୨ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତ ଶୈଳେନ୍ଦ୍ର ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଏହି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ବର୍ଷବର୍ଷ ଧରି ବିଭିନ୍ନ ଆଳ ଦେଖାଇ ସ୍କୁଲ ଆସୁନାହାନ୍ତି। ଏହି...

ସ୍ବେଚ୍ଛାସେବୀ ସଂସ୍ଥା ଗୃହରେ ପଢ଼ାଇବାକୁ ମନା କଲେ କର୍ତ୍ତୃପକ୍ଷ

ମହାକାଳପଡ଼ା,୨ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କୀବେଲାରି (ଖ୍ରୀଷ୍ଟିଆନପଡ଼ା) ଗ୍ରାମ ସ୍ଥିତ ହଗପାଟଣା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ବିଦ୍ୟାଳୟ ପିଲାମାନେ ନିକଟ ସେଚ୍ଛାସେବୀ ସଂସ୍ଥା ୟଙ୍ଗ ମେନ୍‌ ଖ୍ରୀଷ୍ଟିଆନ...

ଗଭୀର ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ

ମହାକାଳପଡ଼ା, ୧ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର କୂଳଠାରୁ ୨୦ କିମି ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ଫଳରେ...

ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ କଇଁଛ ଏଠାକୁ ଆସି ଅଣ୍ଡାଦାନ କରୁଛନ୍ତି। ତେବେ ଆୟୁସିଏନର ରେଡ ଡାଟା ଲିଷ୍ଟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri