କେନ୍ଦ୍ରାପଡ଼ା

ଶିକ୍ଷକମାନେ ଧାରଣାସ୍ଥଳରେ ଗୀତ, ନାଚ କରି ପ୍ରତିବାଦ

ପଟ୍ଟାମୁଣ୍ଡାଇ,୧୭ା୯(ଅକ୍ଷୟ ବିଶ୍ୱାଳ)ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବନକ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ସମସ୍ତ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଯାଇଛନ୍ତି। ଶିକ୍ଷୟିତ୍ରୀଶିକ୍ଷକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗୀତ, ନାଚ କରି ପ୍ରତିବାଦ ଜଣାଇଛନ୍ତି। ଦାବିପୂରଣ ନ ହେବା…

ଜଳ ଉତ୍ସ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା, ୧୬ା୯ (ଜଗନ୍ନାଥ ଧଳ): ରାଜ୍ୟର ଅଧିକାଂଶ ଜଳଉତ୍ସ ପ୍ରଦୂଷିତ। ସାଧାରଣ ଲୋକଙ୍କ ପାଇଁ ଏହାର ଜଳ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିକଟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏପରି ରିପୋର୍ଟ ପ୍ରକାଶ…

ଅଭିଭାବକ, ଛାତ୍ରୀଛାତ୍ର ମହଲରେ ତୀବ୍ର ଅସନ୍ତୋଷ

ଡେରାବିଶ, ୧୬ା୯(ବେବର୍ତ୍ତା ଅଜୟ ଦାସ): ୩ ଦଫା ଦାବି ନେଇ ଡେରାବିଶ ଶିକ୍ଷା ସର୍କଲ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ପ୍ରାଥମିକ ବିଦ୍ୟାଳୟଗୁଡିକରେପାଠ ପଢା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏହି ସର୍କଲ ଅନ୍ତର୍ଗତ ସମୁଦାୟ…

ଚିକିତ୍ସିତ ହୋଇ ଫେରିବା ବାଟରେ ଦୁର୍ଘଟଣା: ୪ ମୃତ

ପଟ୍ଟାମୁଣ୍ଡାଇ/ଆଳି,୧୬ା୯ (କଳ୍ପତରୁ ନାୟକ/ବନମାଳୀ ସେନାପତି): ଏମିତି ବି ଆସେ ମୃତ୍ୟୁ। ଚାହୁଁ ଚାହୁଁ ଚାଲିଗଲା ଅକାଳରେ ୨ ପରିବାରର ୪ ଜୀବନ। ବେଙ୍ଗାଲୁରୁ ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସା କରାଇ ଆମ୍ବୁଲାନ୍ସରେ ଫେରିବା ବାଟରେ ଆନ୍ଧ୍ରପ୍ରଦେଶର ଚିତୋରଠାରେ ରାସ୍ତାରେ ଠିଆ ହୋଇଥିବା ତେଲ…

କୁମ୍ଭୀର ଭୟରେ ବୁଡୁଛି ଜୀବିକା

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କୁମ୍ଭୀରମାନେ ଦୈନିକ ୧୦କେଜିରୁ ଅଧିକ ଖାଦ୍ୟ ଖାଇଥାଆନ୍ତି। ଏବେ ନଦୀ ନାଳରେ ମାଛ କଙ୍କଡ଼ା ଭଳି ଜଳଚରଜୀବ ଆବଶ୍ୟକ ପରିମାଣର ମିଳୁ ନ ଥିବାରୁ କୁମ୍ଭୀରମାନେ ମଣିଷ ସମେତ ଛେଳି, ମେଣ୍ଢା, ବତକମାନଙ୍କୁ ଆକ୍ରମଣ କରୁଥିବା ନଜିର…

ପଟ୍ଟାମୁଣ୍ଡାଇରେ ନିଶା କବଳରେ ଯୁବପିଢ଼ି

ପଟ୍ଟାମୁଣ୍ଡାଇ,୧୫ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍‌ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍‌ ଖୁଲା…

ପ୍ରୋତ୍ସାହନ ଅଭାବରୁ ବାଧାପ୍ରାପ୍ତ ହେଉଛି ହସ୍ତଶିଳ୍ପ

ଡେରାବିଶ,୧୫ା୯(ବେବର୍ତ୍ତା ଅଜୟ ଦାସ): ବାଉଁଶର ଅଭାବ ଯୋଗୁ ବିଲୁପ୍ତ ହେବାକୁ ବସିଲାଣି ବାଉଁଶର ହାତ ତିଆରି ଘରକରଣା ସାମଗ୍ରୀ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତଶିଳ୍ପ ବାଧାପ୍ରପ୍ତ ହେଉଛି। ଯଦି ପ୍ରୋତ୍ସାନ ମିଳନ୍ତା ଏହି କୁଟିିରଶିଳ୍ପ ବଞ୍ଚିତ ରହନ୍ତା ବୋଲି କାରିଗରମାନେ…

୮କୋଟି ଟଙ୍କାରେ ନିର୍ମିତ ବେଡ଼ାରୀ-କୂଳତୁଠି ରାସ୍ତା ୩ ମାସ ଗଲାନି

ପାଟକୁରା,୧୫ା୯(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେରି ପଞ୍ଚାୟତ ବେଡାରୀ-କୁଳତୁଠି ଗ୍ରାମ ରାସ୍ତା ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ହେଲେ ସେହି କାମ ସରିବାର ୩ ମାସ ଯାଇନି ବେରିମଳିକ…

ଜିଲା ବାହାରେ ଦାଦନ ଖଟୁଛନ୍ତି ଯୁବବର୍ଗ

କେନ୍ଦ୍ରାପଡ଼ା, ୧୫ା୯(ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି। ରାଜ୍ୟର ୩ ବୃହତ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନ ମଜଭୁତ ପାଇଁ ରାଜନୈତିକ ରଣନୀତି ଅନୁଯାୟୀ କାର୍ଯ୍ୟକ୍ରମ ଜାରିରହିଛି। ତୃଣମୂଳସ୍ତରର ସମସ୍ୟା ଏଜେଣ୍ଡାରେ ସାମିଲ ହୋଇଛି। କଂଗ୍ରେସ…

ରୁଆର ୧୫ ଦିନରେ ଧାନଗଛରେ ଥୋଡ଼

ପଟ୍ଟାମୁଣ୍ଡାଇ, ୧୪ା୯(କଳ୍ପତରୁ ନାୟକ)କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୫ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି। ଏହାକୁ ନେଇ ଚାଷୀ ଭାଗ୍ୟକୁ ଆଦରି ବସି ଥିବା ବେଳେ କୃଷି ବିଭାଗ ଅଫିସରେ ଜଣାଇଛନ୍ତି। କୃଷି ଅଧିକାରୀ…

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ

କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ…

ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ

ମହାକାଳପଡ଼ା,୧୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପାର୍ବଣ ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ। ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ପବନର ତାଳେ ତାଳେ ସତେ ଯେମିତି ଦୋଳି ଖେଳୁଛି କାଶତଣ୍ଡୀ। ମହାକାଳପଡ଼ା ବ୍ଲକ ଅଞ୍ଚଳର ମହାନଦୀ ପଠା, ଗହୀର ପାଟ, ରାସ୍ତାପାଶର୍‌ବ, ପୋଖରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?