କେନ୍ଦ୍ରାପଡ଼ା

ସବୁଠି ଓଡ଼ିଆ ପାଣିପାଇପ୍‌ ମିସ୍ତ୍ରିଙ୍କ ଚାହିଦା

କେନ୍ଦ୍ରାପଡ଼ା ଅଫିସ, ୭।୮: କେନ୍ଦ୍ରାପଡା ଜିଲାରେ ପାଣିପାଇପ୍‌ ମିସ୍ତ୍ରିଙ୍କ ସଂଖ୍ୟା ସର୍ବାଧିକ । ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତି । ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍‌ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣିପାଇପ୍‌ ମିସ୍ତ୍ରିଙ୍କ…

ପଟ୍ଟାମୁଣ୍ଡାଇ ବାଇପାସ ଛକରେ ସ୍ପିଡ୍‌ ବ୍ରେକର ପାଇଁ ଦାବି

ପଟ୍ଟାମୁଣ୍ଡାଇ, ୬।୮(ସ୍ବ.ପ୍ର.): କଟକ-ଚାନ୍ଦବାଲି ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇଥିବାରୁ ଏହା ବ୍ୟସ୍ତ ବହୁଳରେ ପରିଣତ ହୋଇଛି। ଏହି ରାସ୍ତା ଉପରେ କଟକ-ଚୌଦ୍ୱାର, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ରାଜନଗର, ଆଳି ଓ ଚାନ୍ଦବାଲି ଆଦି ୮ଟି ନିର୍ବାଚନମଣ୍ଡଳୀର ଲୋକ ନିର୍ଭର…

ବଢ଼ୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି

କେନ୍ଦ୍ରାପଡ଼ା ଅଫିସ, ୬।୮: ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଷ୍ଟଲ୍‌, ଦୋକାନରେ ଭଳିକି ଭଳି ରଙ୍ଗ ବେରଙ୍ଗ ମିଠା ସହ ଅନ୍ୟ ଖାଦ୍ୟ ସଜା ଯାଉଛି। ଯେଭଳି ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ। ତେବେ ଏହି ରଙ୍ଗଦିଆ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ…

ବର୍ଷା ନାହିଁ କି କେନାଲରେ ପାଣି ଆସୁନି

ଡେରାବିଶ,୫ା୮(ସ୍ବ.ପ୍ର.): ଶ୍ରାବଣ ମାସ ଶେଷହେବାକୁ ବସିଲାଣି। ବର୍ଷା ନାହିଁ କି କେନାଲରେ ପାଣି ଛଡ଼ାଯାଇନାହିଁ। ଏ ନେଇ ଡେରାବିଶ ବ୍ଲକ ଅଧୀନ ୪ଟି ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଆସିଥିବା ୮ନଂ. ଶାଖା କେନାଲ ଉପରେ…

ବଗପାଟିଆ କଲୋନୀରେ ୨୪୭ ପରିବାର ଥଇଥାନ ପାଇଁ ଜମି ଚିହ୍ନଟ

ରାଜନଗର,୫ା୮(ଡି.ଏନ.ଏ.): ବଙ୍ଗୋପସାଗର ଆଁ ମୁହଁରେ ଥିବା ରାଜନଗର ବ୍ଲକ ସାତଭାୟାର ୫୭୧ ପରିବାରକୁ ବଗପାଟିଆଠାରେ କଲୋନୀରେ ଥଇଥାନ କରାଯାଇଛି। ଅନ୍ୟପକ୍ଷେ ୨୪୭ ପରିବାର ଏବେବି ଥଇଥାନ ଅପେକ୍ଷାରେ ରହିଥିଲେ। ସାତଭାୟା ପଞ୍ଚାୟତର କାନପୁରର ୬୬ ପରିବାରକୁ ୧୦ନଂ. ରୁ ୧୯ ନଂ.…

ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୫ା୮(ଡି.ଏନ୍‌.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଥିଲା। ଏହି ଆଦେଶରେ ଅନ୍ୟ ଏକ ଦିଗ ଥିଲା ପିଲାମାନଙ୍କ କାନ୍ଧରେ ଅଧିକ ବହି…

ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର ସହ ଚାରିଘରିଆ ଗ୍ରାମର ୯୯ ପରିବାରଙ୍କୁ ବଗପାଟିଆରେ ଘର ପାଇଁ ସରକାରୀ ଜମି ମିଳିଛି।…

ପଟ୍ଟାମୁଣ୍ଡାଇରେ ୧୬ ସମବାୟ ସମିତି ନେଉନି ସାର

ପଟ୍ଟାମୁଣ୍ଡାଇ,୫ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶ୍ରାବଣ ମାସରେ ଆଶାନୁରୂପ ବର୍ଷା ହେଲାନାହିଁ। ଖାଲୁଆ କିସମ ଜମିରେ ଯେଉଁଠି ବି ରୁଆ, ବେଉଷଣ କାମ ହେଉଛି ସେଠି ଜମିରେ ପକାଇବାକୁ ସାର ଚାଷୀ ପାଉନାହାନ୍ତି। ଫଳରେ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ।…

ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ପଞ୍ଚୁପାଣ୍ଡବଙ୍କ ମନ୍ଦିର

ଡେରାବିଶ,୫ା୮(ସ୍ବ.ପ୍ର.): ପୌରାଣିକ ଓ ଐତିହାସିକ ତଥ୍ୟକୁ ଭିତ୍ତିକରି ବିଭିନ୍ନ ସ୍ଥାନରେ ଥିବା ଧର୍ମପୀଠଗୁଡ଼ିକ ପ୍ରାଚୀନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଛି। କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଧର୍ମପୀଠ ଡେରାବିଶ ବ୍ଲକ ଅନ୍ତର୍ଗତ ଏଣ୍ଡର ପଞ୍ଚାୟତ ଡେରାଡିହରେ ଥିବା ପାଣ୍ଡବ ପାଞ୍ଚ ଭାଇ ପଞ୍ଚୁପାଣ୍ଡବଙ୍କ…

ଆଳିରେ ଖୁଲମ୍‌ଖୁଲା ଚାଲିଛି ଚୋରାମଦ କାରବାର

ଆଳି,୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି। ଚୋରାମଦ ବେପାରୀମାନେ ଦିନରାତି ଏହି କାରବାରରେ ଲିପ୍ତ ରହୁଥିବା ବେଳେ ଅବକାରୀ ବିଭାଗ ନିଦାବିଷ୍ଣୁ ସାଜିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ…

ବର୍ଷାକୁ ନାହିଁ ଭରସା, ହୋଇପାରୁନି ଚାଷକାର୍ଯ୍ୟ

ପଟ୍ଟାମୁଣ୍ଡାଇ,୪ା୮(ସ୍ବ.ପ୍ର.): କଥାରେ ଅଛି, ଆଷାଢ଼-ଶ୍ରାବଣ ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ହେଲେ ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ଯାଉଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସ୍ବାଭାବିକ…

ତିନିମୁହାଣୀ ଶିଳ୍ପାଞ୍ଚଳରେ ଜବରଦଖଲକାରୀଙ୍କ ଭିଡ଼

କେନ୍ଦ୍ରାପଡ଼ା ଅଫିସ,୪ା୮: ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ ପ୍ରକଳ୍ପରେ ୭୬୬ କୋଟି ଟଙ୍କା ପୁଞ୍ଜି ନିବେଶ କରି ୮୬୦୦ ଜଣଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ଜମି ଆବଣ୍ଟନ ସହ ଆନୁଷଙ୍ଗିକ କାର୍ଯ୍ୟକୁ ମଙ୍ଗଳବାର ତ୍ୱରାନ୍ବିତ କରଯାଇଛି । ସେହିପରି ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?