କନ୍ଧମାଳ

୪୨ କେଜି ଗଞ୍ଜେଇ ଜବତ : ୩ ଗିରଫ

ତୁମୁଡିବନ୍ଧ,୧୭।୧୦(ଦୀପକ କୁମାର ପରାସେଠ): କାନ୍ଧମଳ ଜିଲା ତୁମୁଡିବନ୍ଧ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଗଞ୍ଜେଇ ଚୋରାଚାଲାଣ ବେଳେ ତୁମୁଡିବନ୍ଧ ପୋଲିସ କୌଣସି ସୂତ୍ରରୁ ଖବରପାଇ ଗଞ୍ଜେଇ ଓ ଗାଡିକୁ ଧରିବା ପାଇଁ ଅଙ୍କିଥିଲା ରୋଡ଼ ବ୍ଲକ ମ୍ୟାପ ।…

କୁଟଲାରୀ ଗାଁର ସୁନା ଝିଅ ଲକ୍ଷ୍ମୀପ୍ରିୟା:  ଅକ୍ଲାନ୍ତ ପରିଶ୍ରମରେ ଆଣିଦେଲା ସଫଳତା

ଦାରିଙ୍ଗବାଡି,୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟଲାରିଗାଁର ସୁନାଝିଅ ଲକ୍ଷ୍ମୀପ୍ରିୟା ମଲ୍ଲିକ ପାଇଛନ୍ତି ବଡ଼ ସଫଳତା। ସେ ପିଏଚ୍‌ଡି ହାସଲ କରି ଦାରିଙ୍ଗବାଡି ସମେତ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ…

ଜଙ୍ଗଲ ଅଧିକାର, ଜୀବନଜୀବିକା, ସୁଶାସନ ପ୍ରକଳ୍ପ ନେଇ…

ଦାରିଙ୍ଗବାଡ଼ି,୧୭ା୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଜାଗୃତି ସଭାଗୃହ ପରିସର ମଧ୍ୟରେ ଜଙ୍ଗଲ ଅଧିକାର, ଜୀବନଜୀବିକା ଓ ସୁଶାସନ ପ୍ରକଳ୍ପ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ…

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଯାପିତ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବିଇଓଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ ହୋଇଯାଇଛି। ଏହି ଅବସରରେ ଏବିଇଓ ତଥା ବିଆର୍‌ସିସି ଗୋକୁଳାନନ୍ଦ ନାୟକଙ୍କ ଅଧ୍ୟକ୍ଷତା ଏବଂ ସହକାରୀ ଶିକ୍ଷକ…

ଥାନାରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନଶିକ୍ଷକ, ଏହି ବିଷୟକୁ ନେଇ ଦେଇଥିଲେ କଡ଼ା ମନ୍ତବ୍ୟ

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଶତାଦ୍ଦୀ ଦିବସ ପାଳନ ସମ୍ପର୍କିତ ଏକ ଖବର ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା। ସେହି ଖବରକୁ ଦେଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି…

ଆମ ବସ୍‌ ସେବାରୁ ବଞ୍ଚିତ ୫ ଖଣ୍ଡ ଗାଁ: ଯିବା ଆସିବା ପାଇଁ ଲୋକେ ହନ୍ତସନ୍ତ, ପ୍ରତିଶ୍ରୁତି ଦେଲେ ଜିଲାପାଳ

ଖଜୁରୀପଡ଼ା,୧୬।୧୦( ବିଦୁର ବେହେରା) ଗ୍ରାମାଞ୍ଚଳ ଲୋକଙ୍କ ଯାତାୟାତ ସୁବିଧା ପାଇଁ ଓଡ଼ିଶା ସରକାର ଆମ- ବସ୍‌ ସେବା ଯୋଗାଇ ଦେଇଛନ୍ତି । ହେଲେ ୫ ଖଣ୍ଡ ଗ୍ରାମବାସୀ ଏହି ସେବାରୁ ବଞ୍ଚିତ ହୋଇ ୫କି.ମି ବାଟ ଚାଲି ଚାଲି ଯାଆନ୍ତି। ଏହି…

ଲୋକଲୋଚନକୁ ଆସିବ ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା: ସିଆଙ୍ଗବାଲି ବିଦ୍ୟାଳୟ ଉତ୍ସବମୁଖର

ଦାରିଙ୍ଗବାଡି, ୧୬।୧୦(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ସହ ବିଭିନ୍ନ କ୍ଷେତ୍ରରେ ଲୁଚି ରହିଥିବା ଦକ୍ଷତା ତଥା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ ନିଆଯାଉଥିବା ଓ କ୍ଲଷ୍ଟର, ବ୍ଲକ, ଜିଲା ଓ ପରେ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ…

ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଦେଲେ ଦୁର୍ବୁତ୍ତ, ପାକିସ୍ଥାନ ସୀମାରେ ରହି ଦେଶକୁ ଦେଉଥିଲେ ସୁରକ୍ଷା

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ପୂର୍ବତନ ସେନାକର୍ମଚାରୀଙ୍କ ଜମିର ବାଡ଼ ଭାଙ୍ଗିଲେ ଦୁର୍ବୁତ୍ତ। କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ପାଟ୍ଟଖଣ୍ଡା ସାହିରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଚାଷ ଜମିର ବାଡକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଛନ୍ତି।…

ବିଦ୍ୟୁତ ଖୁଣ୍ଟରେ ଧକ୍କା ହେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଦାରିଙ୍ଗବାଡି, ୧୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତାର ୩ ଜଣ ଯୁବକ ବିଦ୍ୟୁତ ଖୁଣ୍ଟକୁ ବାଇକ ଧକ୍କା ଦେଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଭାବେ ଆହତ…

୨୦୨୨ ବ୍ୟାଚ୍‌ ଓଡିଶା ପ୍ରଶାସନିକ ଅଧିକାରୀଙ୍କ ଦାରିଙ୍ଗବାଡି ଗସ୍ତ: ଦୁର୍ଗମ ଅଞ୍ଚଳରେ ବୁଲି ନେଲେ ତାଲିମ

ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ):୨୦୨୨ ବ୍ୟାଚର ଓଡିଶା ପ୍ରଶାସନିକ ଅଧିକାରୀଙ୍କ ୮ ଜଣିଆ ଦଳ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଏକ୍ସପୋଜର ପରିଦର୍ଶନ ତଥା ତାଲିମ ପାଇଁ ୪ ଦିନିଆ ଗସ୍ତ କରିଛନ୍ତି। ସେମାନେ ରବିବାର ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ…

ସିକପାଟାରେ ଜଳ ସମସ୍ୟା, ସୋଲାର ପମ୍ପ କାର୍ଯ୍ୟ ଅଧାରେ ଅଟକିଲା: ବର୍ଷା ଦିନରେ ପାଣି ପାଇଁ ଡହଳବିକଳ

ଦାରିଙ୍ଗବାଡି, ୧୪ /୧୦ (ଅରୁଣ ସାହୁ ): ବର୍ଷା ଦିନରେ ପିଇବା ପାଣି ପାଇଁ ଡହଳବିକଳ। ଗତ ୪ ମାସ ହେଲା ବର୍ଷା ଲାଗିରଗିଥିବାବେଳେ ଗାଁ ରେ ପିଇବା ପାଣି ପାଇଁ ଗ୍ରାମବାସୀ କସରତ କରୁଛନ୍ତି । ଏଭଳି ଘଟଣା ଦେଖିବାକୁ…

ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧୩ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବା ପାଇଁ ଅଞ୍ଚଳବାସୀଙ୍କ ଦାବି ଉଠିଛି।ଏନେଇ ଗାଁ ରେ ବୈଠକ ବସିବା ପରେ ନୂତନ ପଞ୍ଚାୟତ ସ୍ଥାପନ ପାଇଁ ସରକାରଙ୍କ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?