କନ୍ଧମାଳ

ବାପା  ଟଙ୍କା ପଠାଇଛନ୍ତି ଚପଲ କିଣିବା  କହି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଫୋନ୍‌ ଟ୍ରାକ୍‌ କରି…

ଦାରିଙ୍ଗବାଡି,୨୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରାଇଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ…

ନିହାରଙ୍କ ଡିଜିଟାଲ ଆର୍ଟରେ ମା’କାଳୀଙ୍କ ଅପରୂପ ଚିତ୍ର:ପ୍ରଂଶସା ସାଉଣ୍ଟୁଛନ୍ତି…

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): ଆଜି ପବିତ୍ର ଦୀପାବଳୀ ତଥା ମା’କାଳୀଙ୍କ ପୂଜା ଆଜିର ଦିନରେ ଘରେ ଘରେ ଏହି ପର୍ବ ପାଇଁ ଉତ୍ସବ ମୁଖର ବ୍ୟବସାୟୀ ମାନେ ତାଙ୍କ ଅନୁଷ୍ଠାନରେ ପୂଜାର୍ଚନା କରୁଥିବା ବେକେ ଗାଡି ମୋଟର ପୂଜାର୍ଚନା…

ମନା କରୁଥିଲେ ଗ୍ରାମବାସୀ ମାନିଲେନି ଟ୍ରକ୍‌ ଡ୍ରାଇଭର, ଶେଷକୁ ଫସିଗଲେ 

ଦାରିଙ୍ଗବାଡି, ୨୦।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀରେ କରାଯାଇଥିବା ଅସ୍ଥାୟୀ ପୋଲ ଉପରେ ଏକ ଟ୍ରକ ଅଟକି ଯାଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଉକ୍ତ ବ୍ଲକ ସିମନବାଡି ଠାରୁ…

ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର

ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା…

ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର କରିଥିବା ବେଳେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥିକ…

ସିମନବାଡ଼ିରେ ଏଟିଏମ୍‌ ଅଚଳ: ନିରାଶ ହୋଇ ଫେରୁଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ ଗତ ୩ ଦିନ ଧରି ଅଚଳ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସିମନବାଡ଼ି ପଞ୍ଚାୟତବାସୀଙ୍କ ସମେତ ବାଡ଼ାବାଙ୍ଗା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ଆଦି…

ଫୁଲବାଣୀ ପ୍ରକଳ୍ପ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ଆଉ ମାତ୍ର ୩ ମାସ ପରେ ପାଳିତ ହେବ ଦାରିଙ୍ଗବାଡ଼ିରେ ଶୀତ ମହୋତ୍ସବ। ବିଗତ ଦିନଠାରୁ ଚଳିତ ବର୍ଷ ଆହୁରି ଏହି ମହୋତ୍ସବ ଆଦୃତ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ସେହିପରି ଇକୋ ରିଟ୍ରିଟ୍‌ ମଧ୍ୟ ୩…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର…

କାମ ସରୁନି କି ଲୋକଙ୍କୁ ସେବା ମିଳୁନି:  କାମ ସରିବାର ନାଁ ଧରୁନି

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଦୀର୍ଘ ଦିନ ହେଲା ଏକ ବଦ୍ୟୁତ୍‌ ସବଷ୍ଟେଶନ କାର୍ଯ୍ୟ ଚାଲିଛି। ପ୍ରାୟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିସାରିଥିବା ବେଳେ ବିଭାଗ ତାକୁ ଚାର୍ଜ କରିବାରେ ଅହେତୁକ…

ବିକାଶ ଅପହଞ୍ଚ, ରାସ୍ତା ପାଲଟିଛି ମରଣଯନ୍ତା

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ କୁଢ଼କୁଢ଼ ଯୋଜନା ହେଉଛି। କିନ୍ତୁ ଏହି ଯୋଜନା ଗ୍ରୀନବାଡ଼ି ପଞ୍ଚାୟତର ଜିଡ଼ିଙ୍ଗମାଲା ଏବଂ ଦନେକବାଡ଼ି ପଞ୍ଚାୟତର କଟଡ଼ି ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଛି।…

ଚିନ୍ତାର କାରଣ ପାଲଟିଛି ପ୍ରାକୃତିକ ବିପର୍ଯ୍ୟୟ, ସୁରକ୍ଷା ପାଇଁ କରାଗଲା…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି। ତେବେ ଜଳବାୟୁ ପରିବର୍ତ୍ତନ ପାଇଁ ଆବଶ୍ୟକ ବର୍ଷାର ପରିମାଣ କମିବା ଅତ୍ୟଧିକ ଗରମ ଶୀତ ସଠିକ୍‌ ସମୟରେ ନ ହେବା ଭଳି ଅନେକ ପରିବର୍ତ୍ତନ ସହ ବାତ୍ୟା, ବନ୍ୟା…

ନୂଆ ରୂପରେ ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କ ପାଇଁ ତତ୍ପର ବିଡିଓ

ଦାରିଙ୍ଗବାଡି, ୧୮।୧୦ (ଅରୁଣ ସାହୁ): ଧୀରେ ଧୀରେ ଶୀତ ପଡିବା ଆରମ୍ଭ ହୋଇଛି। ଏବେ ପର୍ଯ୍ୟଟନ ଋତୁ ଆସିଛି। ରାଜ୍ୟ ଏବଂ ରାଜ୍ୟ ବାହାରୁ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହେଲାଣି। ଏଥିପାଇଁ ଦାରିଙ୍ଗବାଡି ଚଳଚଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?