କନ୍ଧମାଳ

ଦାରିଙ୍ଗବାଡ଼ିକୁ ପରିଚୟ ଦେଇଛି କଫି ବଗିଚା

ଦାରିଙ୍ଗବାଡ଼ି,୨।୧(ଡି.ଏନ୍‌.ଏ.):ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ପ୍ରଥମେ ପରିଚୟ ଦେଇଥିଲା କଫି ବଗିଚା ା ପର୍ଯ୍ୟଟକମାନେ କଫି ବଗିଚା ଦେଖିବା ପାଇଁ ଦାରିଙ୍ଗବାଡ଼ି ଆସୁଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୦୦ ମସିହାରେ ବ୍ଲକ ପ୍ରଶାସନ ପକ୍ଷରୁ ହିଲଭିୟୁ ପାର୍କ...

ଇକୋ ପାର୍କ ଖୋଲିବାକୁ ଅପେକ୍ଷା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ ରହିଥିଲା। ଶୁକ୍ରବାର ୬ଡିଗ୍ରୀ ସେଲସିୟସ ରହିଥିଲା ବେଳେ ଗୁରୁବାର ତାପମାତ୍ରା ୧୨ ଡିଗ୍ରୀ...

ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାରେ କନ୍ଧମାଳ ଲିଙ୍କ୍‌

ଫୁଲବାଣୀ ଅଫିସ,୩୧।୧୨: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଯେତେ ଆଗଉଛି ଘଟଣାର ରହସ୍ୟ ସେତେ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣାର ଲିଙ୍କ କନ୍ଧମାଳରେ ମଧ୍ୟ ରହିଥିବା ଜଣାପଡ଼ିଛି। ରୁଷୀୟ ପର୍ଯ୍ୟଟକ ଆଣ୍ଟେଭ ପାଭେଲ ଓ...

ଦାରିଙ୍ଗବାଡ଼ିରେ ଟ୍ରାଫିକ୍‌ ଜାମ: ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ନାକେଦମ୍‌

ଦାରିଙ୍ଗବାଡି,୩୦।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ଗୋଟିଏ ପଟେ ଶୀତର ମଜା ନେବାକୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିରେ ରାତ୍ରି ଯାପନ କରୁଥିବା ବେଳେ ବଣଭୋଜି ପାଇଁ ଭିଡ଼ ଜମାଇଛନ୍ତି। ଫଳରେ ଏଠାରେ ଟ୍ରାଫିକ...

ରାସ୍ତା ପାଇଁ ଗଛ କାଟିଦେଲେ, ଜାଣିନି ବନ ବିଭାଗ

ଫୁଲବାଣୀ ଅଫିସ, ୩୦ା୧୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଯାଜେଶ୍‌ ପାଙ୍ଗା ପଞ୍ଚାୟତର ନୂଆସାହିଠାରୁ ପାଡିପାଙ୍ଗା ଦେଇ ତେମାଙ୍ଗି ଯାଇଥିବା ପାଡ଼ିପାଙ୍ଗା ଘାଟି କଟିଂ ରାସ୍ତା କାମ ଚାଲିଛିା ହେଲେ ରାସ୍ତା ସମ୍ପର୍କରେ କୌଣସି ସୂଚନା ଫଳକ ଲାଗିନାହିଁ। ଏଥିରୁ...

ଦାବି ପୂରଣ ନ ହେଲେ ଦିନରାତି ଧାରଣା

ଫୁଲବାଣୀ ଅଫିସ,୨୯।୧୨: ଦୀର୍ଘଦିନ ଧରି ଅଙ୍ଗନୱାଡି କର୍ମୀମାନେ ସେମାନଙ୍କ ଦାବି ପୂରଣ ପାଇଁ ଆନ୍ଦେଳନ ଚଳାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏଶନ ପକ୍ଷରୁ ଏହି ଆନ୍ଦୋଳନକୁ...

ଆଜି ଓଡ଼ିଶା ଆସିବେ ନଡ୍ଡା

ଫୁଲବାଣୀ ଅଫିସ/ବାଲୁଗଁ।,୨୮ା୧୨(ଡି.ଏନ୍‌.ଏ.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୧ଟାରେ କନ୍ଧମାଳ ଜିଲା ତୁମୁଡିବନ୍ଧରେ ଓହ୍ଲାଇବେ। ନଡ୍ଡାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ...

ଦାରିଙ୍ଗବାଡ଼ିରେ ଶୀତ ଗାଏବ

ଦାରିଙ୍ଗବାଡି,୨୭।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ହଠାତ ଶୀତ ଗାଏବ ହୋଇଛି। ଦିନରେ ଖରା ଏବଂ ଗରମ ବଢୁଛି। ମଙ୍ଗଳବାର ପ୍ରାୟ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇ ଦାରିଙ୍ଗବାଡିରେ ସର୍ବନିମ୍ମ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବିଡ଼ିଓ ଗଦାଧର...

ମାନବାଧିକାର କମିଶନ ସଦସ୍ୟା ପରିଚୟ ଦେଇ ଠକେଇ, ୩ ଅଟକ

ବଲସକୁମ୍ପା,୨୬ା୧୨: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସରକାରୀ ଭାବେ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ପଞ୍ଜୀକରଣ କରୁଥିବା ଅଭିଯୋଗରେ ପୋଲିସ ୨ଜଣ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଅଟକ ରଖିଛି। ତେବେ ମହିଳା ଜଣଙ୍କ ନିଜକୁ...

ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ, ୧ ଲକ୍ଷ ଜରିମାନା

ଫୁଲବାଣୀ ଅଫିସ, ୨୬ା୧୨:ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା...

ବାଲିଗୁଡ଼ାରେ ବଡ଼ଦିନ ପର୍ବ, ଖଗେଶ୍ୱରଙ୍କ ସ୍ମୃତିରେ ଶହୀଦ ଦିବସ ପାଳିତ

ବାଲିଗୁଡ଼ା,୨୫।୧୨:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳା ଏବଂ ହର୍ଷଉଲ୍ଲାସରେ ପାଳିତ ହୋଇଯାଇଛି l ଏନେଇ କନ୍ଧମାଳ ଜିଲାରେ ଥିବା ଚର୍ଚ୍ଚଗୁଡ଼ିକୁ ଭଳିକିଭଳି ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଚର୍ଚ୍ଚରେ ପ୍ରାର୍ଥନା କରି ପରସ୍ପରକୁ...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୧୨: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଜରିମାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri