କନ୍ଧମାଳ

ଜୁଆ ଆଡ୍ଡାରେ ଚଢ଼ାଉ: ୧୭ ଜଣଙ୍କୁ ଅଟକ ରଖିଲା ପୋଲିସ

ଦାରିଙ୍ଗବାଡି,୫।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସଷ୍ଟାଣ୍ଡ ନିକଟ ମାଛ ମାର୍କେଟ ଅଞ୍ଚଳରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଶୁକ୍ରବାର ଭୋର ସମୟରେ ଚଢାଉ କରିଛି । ଏହି ସମୟରେ ଜୁଆ ଖେଳୁଥିବା ୧୭ ଜଣଙ୍କୁ ପୋଲିସ ଅଟକ…

ଭୁଲ୍‌ ଇଞ୍ଜେକଶନ ପାଇଁ ଚାଲିଗଲା ରୋଗୀଙ୍କ ଜୀବନ: ୫୯ ନଂ. ଜାତୀୟ ରାଜପଥ ଅବରୋଧ

ଫୁଲବାଣୀ ଅଫିସ,୫।୧୧: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଭୁଲ୍‌ ଇଞ୍ଜେକଶନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସଲାଗୁଡ଼ା ତେଲେପଙ୍ଗା ଗ୍ରାମର ରବୀଚନ୍ଦ୍ର ଦିଗାଲଙ୍କ ଗୋଡ଼ ବଥା ସହ…

ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ ଜଳଯୋଗାଣ କରାଯାଉଥିଲେ ସୁଦ୍ଧା ୧୧ଟି ପରିବାର ବାଦ ପଡିଛନ୍ତି। ଏ ନେଇ ଶୁକ୍ରବାର ଦାରିଙ୍ଗବାଡି…

ଏମ୍‌ଜିଏନ୍‌ଇଆରଇଜିଏସ୍‌ର ପ୍ରାପ୍ୟ ନ ପାଇ ଅନଶନରେ ବସିଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୫ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟ କରି ପ୍ରାପ୍ୟ ନ ପାଇ ଶେଷରେ ଆମରଣ ଅନଶନରେ ବସିବାକୁ ପଡ଼ିଛି ହିତାଧିକାରୀଙ୍କୁ। ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ…

୬ରେ ଗଜପତି ବନ୍ଦ ଡାକରା

ପାରଳାଖେମୁଣ୍ଡି,୪।୧୧(ଡି.ଏନ୍‌.ଏ.): ଆସନ୍ତା ୬ ତାରିଖ ଗଜପତି ଜିଲା ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ଭାଜପାର ଆହ୍ବାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପାରଳା ବିଧାୟକ ତଥା ଜିଲା ଭାଜପା ସଭାପତି କେ ନାରାୟଣ ରାଓ…

ଲାଞ୍ଚ ନେଇ ଧରାପଡିଲେ ମୁଖ୍ୟ କିରାଣି: ଘରୁ ମିଳିଲା ୧୩ ଲକ୍ଷରୁ ଅଧିକ ନଗଦ ଟଙ୍କା

ବାଲିଗୁଡ଼ା,୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଆଇଟିଡିଏ ଅଫିସ ମୁଖ୍ୟ କିରାଣି ବସନ୍ତ ପାଣିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ୨ ଲକ୍ଷ ଟଙ୍କା ସୁରକ୍ଷା ଜମା ରିଲିଜ ପାଇଁ ଠିକାଦାରଙ୍କଠାରୁ ବସନ୍ତ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

କାର ଉପରକୁ ପଥରମାଡ଼: ଭୟରେ ଗଛରେ ଗାଡି ପିଟିଦେଲେ ଡ୍ରାଇଭର

ଦାରିଙ୍ଗବାଡ଼ି,୧।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଜାତୀୟ ରାଜପଥର ଗୁଡ଼ିବାଲି ଛକଠାରେ ଦୁର୍ବୃତ୍ତମାନେ ଏକ କାର ଉପରକୁ ପଥରମାଡ଼ କରିଥିବା ଜଣାପଡ଼ିଛି। ଫଳରେ କାର ଚାଳକ ଭାରସାମ୍ୟ ହରାଇ ଏକଗଛରେ ପିଟି ହୋଇଛନ୍ତି। ରବିବାର ବିଳମ୍ବତି ରାତିରେ କେ.ନୂଆଗାଁ ଅଞ୍ଚଳରୁ ଏକ…

ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡିଛି ଅଇଁଠା ପ୍ଲେଟ୍‌

ଦାରିଙ୍ଗବାଡ଼ି,୩୧।୧୦(ଡି.ଏନ୍‌.ଏ): ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ…

ପୁଣି ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: କରାଗଲା ଏୟାରଲିଫ୍ଟ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି,୩୧ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଗସ୍ତରେ ଆସିଥିବାବେଳେ ପଞ୍ଚାୟତିରାଜ ତଥା ପାନୀୟଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଥଣ୍ଡା କାଶରେ ପୀଡ଼ିତ ହେବା ସହ କଫ ଯୋଗୁ ନିଶ୍ୱାସ ନେବାରେ କଷ୍ଟ ପାଇଥିଲେ। ଏଥିସହ ତାଙ୍କଠାରେ ରକ୍ତଚାପର ସମସ୍ୟା…

ବିପୁଳ ପରିମାଣର ମଦ, ଗୁଟ୍‌ଖା ଜବତ: ୪ ଗିରଫ

ପାରଳାଖେମୁଣ୍ଡି,୩୧।୧୦: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଶନିବାର ଆନ୍ଧ୍ର-ଓଡ଼ିଶା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଣିପେଣ୍ଠା ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ସହ ଗୁଟ୍‌ଖା ଜବତ ହୋଇଥିଲା। ବେଆଇନ ଭାବେ ଚାଲାଣ…

ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

କନ୍ଧମାଳ,୩୦।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଠେଲାଠେଲି ହୋଇଛନ୍ତି। ମନ୍ତ୍ରୀ ଦାରିଙ୍ଗିବାଡିରୁ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦାରିଙ୍ଗବାଡ଼ି ଗସ୍ତକୁ ବିରୋଧ ଭୟ, କଂଗ୍ରେସ-ଭାଜପା କର୍ମୀଙ୍କୁ ନଜରବନ୍ଦୀ ରଖିଛି ପୋଲିସ

ଦାରିଙ୍ଗବାଡ଼ି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୁଇଦିନିଆ ଗସ୍ତରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆସିଛନ୍ତି ା ମନ୍ତ୍ରୀ ଜେନା ଶୁକ୍ରବାର ପୂର୍ବାହ୍ନରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଧ୍ୟାହ୍ନ ପରଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?