କନ୍ଧମାଳ

ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳ ୮ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରୀରେ ପହଞ୍ଚିଛି । ସୋମବାର ତାପମାତ୍ରା ୪ ଡିଗ୍ରୀ ରହିଥିଲା। ଦିନକୁ ଦିନ ପାରଦ ତଳକୁ ଖସୁଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…

ଦାରିଙ୍ଗବାଡ଼ିରେ ତାପମାତ୍ରା ୩.୫ ଡିଗ୍ରୀ: ଥରୁଛନ୍ତି ଲେକେ

ଦାରିଙ୍ଗବାଡ଼ି,୨୧।୧୨(ଡି.ଏନ୍‌.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଅବ୍ୟାହତ ରହିବା ସହ ଶୀତ ଲହରୀ ଜାରି ରହିଛିା ମଙ୍ଗଳବାର ସକାଳ ସୁଦ୍ଧା ପାରଦ ତଳମୁହଁା ହୋଇ ୩.୫ ଡିଗ୍ରୀରେ ପହଞ୍ଚିଛି। ଯାହାକି ସୋମବାର ୪ ଡିଗ୍ରୀ ରହିଥିବା ବେଳେ…

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।…

ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ ରାତ୍ରିଯାପନ କରିଥିବା ପର୍ଯ୍ୟଟକ ଭିଡ଼ ଜମାଇବା ସହ ଏହାର ମଜା ନେଇଛନ୍ତି। ଚଳିତ ବର୍ଷ…

ଯୁବକଙ୍କୁ ହତ୍ୟା ଅଭିଯୋଗ: ପ୍ରତିବାଦରେ ବ୍ରାହ୍ମଣୀଗାଁ ବନ୍ଦ

ଦାରିଙ୍ଗବାଡ଼ି,୧୮ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ…

ଦାରିଙ୍ଗବାଡିରେ ଖସିଲା ପାରଦ

ଦାରିଙ୍ଗବାଡି,୧୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି। ଯାହାକି ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ…

୧୫୫ ଏକର ଜମିରେ ଚାଷ କରିଥିଲେ ଗଞ୍ଜେଇ

ବାଲିଗୁଡ଼ା,୯ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି। ଏହି ପରିପ୍ରେକ୍ଷୀରେ ସିନ୍ଦ୍ରିଗାଁ ପଞ୍ଚାୟତର ସିନ୍ଦ୍ରିଗାଁ ଅଞ୍ଚଳ ଓ ବୁଡୁରୁକିଆ ଅଞ୍ଚଳରେ ପ୍ରାୟ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ…

୭ ଡିଗ୍ରୀକୁ ଖସିଲା

ଦାରିଙ୍ଗବାଡି,୨।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି। ଯାହାକି ଚଳିତ ବର୍ଷର ଏ ପର୍ଯ୍ୟନ୍ତ ସବୁଠାରୁ କମ୍‌ ତାପମାତ୍ରା ବୋଲି ବିଡିଓ ଗଦାଧର…

ଶୀତରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୨ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳୁ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ପାରଦ ଖସିଆସିଛି। ଯାହାକି ଚଳିତବର୍ଷର ସବୁଠାରୁ କମ୍‌ ତାପମାତ୍ରା…

ଦାରିଙ୍ଗବାଡ଼ିରେ ଖସୁଛି ପାରଦ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଅନଭୁତ ହେଉଛି। ବିଳମ୍ବିତ ରାତିରୁ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଅଞ୍ଚଳରେ ଘନ କୁହୁଡ଼ି ରହୁଛି। ଗତ ୭ ତାରିଖରେ ଅଞ୍ଚଳରେ ତାପମାତ୍ରା ୯.୫ ଡିଗ୍ରୀ ରହିଥିଲା। ପରେ…

ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନ୍‌ ବଣ, ବିଗୁଡୁଛି ପରିବେଶ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଶୀତ ହେଉ କି ଗ୍ରୀଷ୍ମ, ଏହାର ଜଳବାୟୁ ଏବଂ ସସ୍ତୁଳିତ ପରିବେଶ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବାକୁ ପସନ୍ଦ…

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲାକୁ ଗତ କିଛିଦିନର ବ୍ରବଧାନ ପରେ ପୁଣି ଶୀତ ଫେରିଛି ା ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି ା ଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?