କନ୍ଧମାଳ

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ ଅଫିସ,୨୭ା୧୦: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କ ସହ…

ଦାରିଙ୍ଗବାଡ଼ିରେ ପହିଲି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୨୩ା୧୦: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୫ଡିଗ୍ରୀ ପାରଦ ଖସି ୧୬ରୁ ୧୧ଡିଗ୍ରୀରେ ପହଞ୍ଚିଥିବା…

ଆତ୍ମସମର୍ପଣ କଲେ କନ୍ଧମାଳର ୨ଯୁବକ

ଭୁବନେଶ୍ୱର(ବ୍ୟୁରୋ)/ ଫୁଲବାଣୀ ଅଫିସ, ୧୪।୧୦: ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତଦେହ ମିଳିବା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ମଙ୍ଗଳବାର କମିଶନରେଟ ପୋଲିସ ୨ଜଣଙ୍କୁ ଅଟକ…

ସାପ କାମୁଡ଼ି ଦେଲା ବୋଲି ପାଲଟା କାମୁଡ଼ି ବେକରେ ପକାଇ ବୁଲିଥିଲେ, ଚାଲିଗଲା ଜୀବନ

ଦାରିଙ୍ଗବାଡ଼ି,୧୩।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ସାରୁମାହା ସାହି ନିକଟ ବିଲରୁ ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା। ସେଠାରେ ଡାକ୍ତର…

ମନୀଷ ହତ୍ୟା ମାମଲା: ଅଟକ ୩ ଜଣଙ୍କୁ ପୋଲିସର ଜେରା

ଫୁଲବାଣୀ ଅଫିସ,୧୩।୧୦: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗଙ୍କ ହତ୍ୟା ମାମଲରେ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେମାନଙ୍କ ମଧ୍ୟରୁ ୨…

କଂଗ୍ରେସ ଆନ୍ଦୋଳନର ପ୍ରଭାବ: ବଦଳିଲେ ନିର୍ବାହୀଯନ୍ତ୍ରୀ

ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ସୋମବାର କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଥିବା ବେଳେ ସେହି ଦାବି ମଧ୍ୟରେ ପଞ୍ଚାୟତ ସମିତିର ସହକାରୀ ନିର୍ବାହୀଯନ୍ତ୍ରୀ ବବୃବାହନ ବେହେରାଙ୍କ ବଦଳି ଦାବି ପ୍ରମୁଖ ଦାବି ରହିଥିଲା । ଏଥିରେ ରାଜ୍ୟ ସରକାର…

ଆଜି ଦାରିଙ୍ଗବାଡ଼ି ବନ୍ଦ

ଦାରିଙ୍ଗବାଡ଼ି,୧୧ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୭ଟାରୁ ଦଳ ପକ୍ଷରୁ ବିଭିନ୍ନ ଛକରେ ଗାଡ଼ିମୋଟର ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।…

କନ୍ଧମାଳ ଏସ୍‌ପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ ଅଫିସ,୧୦।୧୦: କନ୍ଧମାଳ ଏସ୍‌ପିଙ୍କ ନିକଟରେ ବିଜିଏନ୍‌ ଡିଭିଜନର ମାଓବାଦୀ ରାହୁଲ ମୂଷାକି(ପିଣ୍ଟୁ) ଆତ୍ମସମର୍ପଣ କରିଛନ୍ତି। ରାହୁଲଙ୍କ ଘର ଛତିଶଗଡ଼ ରାଜ୍ୟ ସୁକୁମା ଜିଲାର ଜେଗୁରୁମୁଣ୍ଡା ପଞ୍ଚାୟତ ତଳଟ ଗ୍ରାମରେ।୨୦୧୫ରୁ ରାହୁଲ ମାଓବାଦୀ ସଙ୍ଗଠନରେ ମିଶି କାର୍ଯ୍ୟ କରିଆସୁଥିଲେ। ତେବେ ରାଜ୍ୟ…

ନିରାଡ଼ମ୍ବର ପୂଜା ପାଇଁ ଆଇଆଇସିଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡ଼ି,୧୦।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଏବଂ ଦାରିଙ୍ଗବାଡ଼ିରେ ଦଶହରା ପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଶାନ୍ତି ଶୃଙ୍ଖଳାରେ ଏହାକୁ ପାଳନ କରାଯିବା ନେଇ ଆଲୋଚନା ହୋଇଛି। ଏଥିରେ…

ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଫୁଲବାଣୀ ଅଫିସ/ବଲସକୁମ୍ପା(ଡି.ଏନ୍‌.ଏ.),୫ା୧୦: ଫୁଲବାଣୀରେ ମଙ୍ଗଳବାର ବାଇକ୍‌ ଦୁର୍ଘଟଣାରେ ଜଣେ ମେଧାବୀ ଛାତ୍ରଙ୍କର ଜୀବନ ଯାଇଛି । ସେ ହେଲେ ଡି.ଆଦର୍ଶ କୁମାର। ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସରକାରୀ ଆଇଆଇଟିଆଇରେ…

ଖଜୁରିପଡ଼ା ଥାନାଧିକାରୀ ସସ୍‌ପେଣ୍ଡ

ଫୁଲବାଣୀ ଅଫିସ,୫ା୧୦-କନ୍ଧମାଳ ଜିଲା ଖଜୁରିପଡା ଥାନାଧିକାରୀ ରମାକାନ୍ତ ପାତ୍ରଙ୍କୁ ଡିଜିପି ଅଭୟ ମଙ୍ଗଳବାର ସସ୍‌ପେଣ୍ଡ କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ଥାନାଧିକାରୀ ପାତ୍ର ନିଜ କ୍ଷମତାର ଦୂରୁପଯୋଗ କରି ହାଟ କରିବାକୁ ଆସିଥିବା ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରଥିଲେ। ଏହା ପ୍ରତିବାଦରେ…

ସିବିଆଇ ତଦନ୍ତ ଦାବିରେ ପିଟିଶନ

କଟକ ଅଫିସ,୫। ୧୦: ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇବାରେ ଓଡ଼ିିଶା ପୋଲିସ ବା କ୍ରାଇମବ୍ରାଞ୍ଚ ବିଫଳ ହୋଇଛନ୍ତି। ତେଣୁ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ବା କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?