ଦଳୀୟ ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କଲେ ବ୍ରହ୍ମପୁର ବିଧାୟକ
ରାଇକିଆ,୨ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବିଜେଡି ପକ୍ଷରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। ବୁଧବାର ମଣ୍ଡକିଆ ଓ ପେଟାପାଙ୍ଗାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀ ସୁନନ୍ଦା ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହ…
କୋଭିଡ୍ କଟକଣାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ
ଦାରିଙ୍ଗବାଡି,୨୬।୧(ଡି.ଏନ.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ୨୫ ପଞ୍ଚାୟତ ଅଞ୍ଚଳର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପରିସର ସମେତ ଶିକ୍ଷା ଅନୁଷ୍ଠାନ ଗୁଡିକରେ କରୋନା ଗାଇଡ୍ଲାଇନ ମଧ୍ୟରେ ଏହି ଦିବସ ପାଳନ କରାଯାଇଛି । ବ୍ଳକ ସ୍ତରୀୟ…
ପୈଠ ହୋଇନି ବିଲ୍, ବିଦ୍ୟୁତ୍ କାଟିଲା ବିଭାଗ
ଫୁଲବାଣୀ ଅଫିସ, ୨୪।୧: ବାତ୍ୟା ଜୱାଦ ଓ ପରେ ଅଦିନିଆ ବର୍ଷାରେ ଧାନ ଫସଲ ଉଜୁଡିଗଲା ା ଚାଷୀକୂଳ ହତାଶ ହୋଇ ପରିବା ଚାଷ ଆରମ୍ଭ କରିଥିଲେ ା ଆଉ ସପ୍ତାହେ ମଧ୍ୟରେ ବିକ୍ରି ଲାଗି ବଜାରକୁ ପରିବା ଯାଇଥାନ୍ତା। ଏଭଳି…
ଜେଜେମା’ଙ୍କ ଜୀବନ ନେଲେ ନାତି
ରାଇକିଆ,୨୨ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗ୍ରାମର ସରୋଜିନି ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ ଜବତ କରିଛି। ବୃଦ୍ଧାଙ୍କୁ ତାଙ୍କର ମାନସିକ ବିକାରଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ…
ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ
ଫୁଲବାଣୀ ଅଫିସ, ୨୧ା୧: ଫୁଲବାଣୀ ଫାଷ୍ଟଟ୍ରାକ ସ୍ବତନ୍ତ୍ର କୋର୍ଟ ଅତିରିକ୍ତ ଜିଲା ଦୌରାଜଜ୍ ଭାସ୍କର ଚନ୍ଦ୍ର ସାହୁ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କୋଟଗଡ ଥାନା ଅଞ୍ଚଳର ମୁକୁନ୍ଦ ମଲ୍ଲିକଙ୍କୁ ୧୦ ବର୍ଷ ସଶ୍ରମ…
ଟାୟାର ଜାଳି ୫୯ନଂ. ଜାତୀୟ ରାଜପଥ ଅବରୋଧ
ଦାରିଙ୍ଗବାଡ଼ି,୮ା୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗ୍ରାମ ନିକଟ ୫୯ନଂ. ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଯାଇଛି। ବ୍ୟବଚ୍ଛେଦ ପରେ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର…
ପ୍ରଧାନ ଶିକ୍ଷକଙ୍କୁ ୧ ବର୍ଷ ଜେଲ
ବାଲିଗୁଡା,୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ବେଲଘର ଥାନା ହାଇସ୍କୁଲରେ ଅଧ୍ୟୟନରତ ୨ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁଙ୍କୁ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ଭାସ୍କରଚନ୍ଦ୍ର…
୨୦୦ ଫୁଟ ତଳକୁ ଖସିଲା ପିକ୍ନିକ୍ ଗାଡ଼ି
ରାଇକିଆ,୪।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ କରଡା ଘାଟିରେ ମଙ୍ଗଳବାର ଏକ ଅଘଟଣା ଘଟିଛି। ପିକ୍ନିକ୍ ଯାଉଥିବା ଏକ ଜାଇଲୋ କାର ଘାଟିରେ ଭାରସାମ୍ୟ ହରାଇ ୨୦୦ ଫୁଟ ତଳକୁ ଖସି ପଡିଛି। ଫଳରେ କାରରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
୧୧ ଦିନ ପରେ ପୁଣି ଦାରିଙ୍ଗବାଡ଼ିରେ ଖସିଲା ପାରଦ
ଦାରିଙ୍ଗବାଡ଼ି,୩।୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ଝିପିଝିପି ବର୍ଷା କାରଣରୁ ପାରଦ ଉପର ମୁହାଁ ହୋଇଥିଲା। ତେବେ ପୁଣି…
ବିକ୍ରିବେଳେ ଉଦ୍ଧାର ହେଲା ବଜ୍ରକାପ୍ତା
ବାଲିଗୁଡ଼ା,୩୧ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡ଼ାଠାରେ ବିକ୍ରି ପାଇଁ…
ଦାରିଙ୍ଗବାଡ଼ିରେ କୋହଲା ପାଗ
ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ କମିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏପରିକି ଶନିବାର ଏବଂ ରବିବାର ଛୁଟିଦିନ…
ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା କଡ଼ାକଡ଼ି
ଦାରିଙ୍ଗବାଡ଼,୨୪।୧୨(ଡି.ଏନ.ଏ): ବଡ଼ଦିନ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଚଳଚଞ୍ଚଳ ହୋଇପଡ଼ିଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହକୁ ଆଲୋକ ଏବଂ ବିଭିନ୍ନ ରଙ୍ଗବେରଙ୍ଗ ତ୍ୱରଣରେ ସଜ୍ଜିତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାଠାରୁ ସମସ୍ତ ଚର୍ଚ୍ଚରେ ଯଜ୍ଞ ସମେତ…

