ଶିକାର କରିବାକୁ ଘରୁ ଡାକିନେଲେ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…
ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ…
ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…
ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ ହୋସ୍ ଉଡ଼ିଯାଇଛି। ଅଧ୍ୟାପିକାଙ୍କ ମୃତ୍ୟୁ ୩ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି।…
ସିମନବାଡିରେ ବିଦ୍ୟୁତ ସେବା ଠପ୍: ଆସୁନି ଇଣ୍ଟରନେଟ, ଲୋକେ ହନ୍ତସନ୍ତ
ଦାରିଙ୍ଗବାଡି,୨।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡରେ ଗତ ୩ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇପଡିଛି। ପ୍ରାୟ ୮ ପଞ୍ଚାୟତବାସୀ ଅନ୍ଧାରରେ ରହିଥିବା ବେଳେ ବିଦ୍ୟୁତ ସେବା ବାଧାପ୍ରାପ୍ତ ଯୋଗୁ ଏହି ସବୁ ଅଞ୍ଚଳରେ ମୋବାଇଲ, ଇଣ୍ଟରନେଟ…
କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର
ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ ହୋଇଥିବା ବେଳେ ସନ୍ଧ୍ୟାରେ କିଛି ସମୟ ପାଇଁ ବିଦ୍ୟୁତ୍ ସ୍ବାଭାବିକ ହୋଇଥିଲା। ତେବେ…
୧୦ ଘଣ୍ଟା ହେଲା ୮ ପଞ୍ଚାୟତରେ ନାହିଁ ବିଜୁଳି, ଗରମ ଗୁଳୁଗୁଳିରେ ସିଝିଲେ ଉପଭୋକ୍ତା
ଦାରିଙ୍ଗବାଡ଼ି,୩୦ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରରେ ୧୦ ଘଣ୍ଟା ହେଲା ୮ ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି। କୌଣସି ବର୍ଷା ପବନ ନ ଥାଇ ମଧ୍ୟ ସକାଳ ପ୍ରାୟ ୮ରୁ ଏହି ସେବା ଅଚଳ…
ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…
ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁ ଲାଗିଥିବା ସମୟରେ ଛତୁଆ ୟୁନିଟର ଦିତୀୟ ମହଲାରେ ଫସିଥିବା…
ବିକାଶ ଅପହଞ୍ଚ, ହନ୍ତସନ୍ତ ହେଉଛନ୍ତି ପୁରୁଣା ସଲା ଗୁଡ଼ା ଗ୍ରାମବାସୀ
ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏବେ ମଧ୍ୟ ସେହି ଯୋଜନାରୁ ବଞ୍ଚିତ ଅନେକ ଗାଁ। ବିଶେଷ କରି ଗ୍ରୀଷ୍ମପ୍ରବାହ ଜାରି ରହିଛି ନଦୀ, ନାଳ ପୋଖରୀ ସବୁ ଶୁଖିଯାଇଛି । ଗ୍ରାମାଞ୍ଚଳରେ…
ପୁରୁଣା ସଲାଗୁଡ଼ା ଗାଁରେ ପାନୀୟ ଜଳ ସମସ୍ୟା
ତୁମୁଡିବନ୍ଧ,୨୯ା୪(ଦିପକ କୁମାର ପରାସେଠ) କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କରୁକୁଡୁପା ପଞ୍ଚାୟତର ପୁରୁଣା ସଲାଗୁଡ଼ା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏହି ଗାଁରେ ୧୦ ପରିବାରର ବସବାସ କରନ୍ତି। ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ଗାଁରେ ନଳକୂପ, ଗାଡ଼ିଆ…
ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଶଙ୍କର: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
ଦାରିଙ୍ଗବାଡି, ୨୯/୪(ଅରୁଣ ସାହୁ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲୋହରା ସାହିର ଶଙ୍କର ବିଶୋଇ (୪୦)ଙ୍କ ମୃତଦେହ ଦାରିଙ୍ଗବାଡିରେ ପହଞ୍ଚିଛି। ବୁଧବାର ସକାଳ ୮ଟା ସମୟରେ ମୃତଦେହ ତାଙ୍କ ଲୋହରା ସାହି ରେ ରହିଥିବା ବାସ ଭବନରେ ପହଞ୍ଚିଛି। ପରେ ସାହି ବାସିନ୍ଦାଙ୍କ ସହଯୋଗରେ…
କନ୍ଧମାଳର ଟେକ ରଖିଲେ କବି ପତିତପାବନ: ମିଳିଲା ଏହି ପୁରସ୍କାର
ଦାରିଙ୍ଗବାଡି, ୨୮ ।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବରିଷ୍ଠ କବି ତଥା ‘ହିମକନ୍ୟା’ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ପତିତପାବନ ରାଉତଙ୍କୁ ‘ଆନ୍ଦପୁର ସ୍ବତନ୍ତ୍ର ସାରସ୍ବତ କବିତା ସମ୍ମାନ -୨୦୨୫’ ମିଳିଛି। ଏଥିସହ ତାଙ୍କୁ…
ଉଜ୍ଜ୍ୱଳଙ୍କ ଝୁଲନ୍ତା ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର
ଦାରିଙ୍ଗବାଡି, ୨୮।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପୋଲିସ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିବା ମୃତଦେହକୁ ଜବତ କରିଛି। ମୃତକ ହେଲେ ଉକ୍ତ ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରିପାଦେରୀ ଗ୍ରାମର ଉଜ୍ଜ୍ୱଳ ସିଂ ଦିଗାଲ (୩୦)ବୋଲି ଜଣାପଡିଛି। ମୃତଦେହଟି…
ଦାଦନ ଖଟିବାକୁ ଯାଇ ଜୀବନ ହାରିଲେ ଶଙ୍କର: କାର୍ଯ୍ୟର ପ୍ରଥମ ଦିନରେ ଘଟିଲା ଅଘଟଣ
ଦାରିଙ୍ଗବାଡି, ୨୮। ୪ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଲୋହରା ସାହିର ଜଣେ ଯୁବକ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ସମଗ୍ର ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା…

