କନ୍ଧମାଳ

ସରୁନି ଚିଲଡ୍ରେନ୍ସ ପାର୍କ ନିର୍ମାଣ କାର୍ଯ୍ୟ

ରାଇକିଆ,୨୧ା୩(ଡି.ଏନ.ଏ): ତିନି ବର୍ଷରୁ ଅଧିକ ସମୟ ବିତିବାକୁ ବସିଲାଣି। ତଥାପି ସମ୍ପୂର୍ଣ୍ଣ ହୋଇପାରୁନାହିଁ କନ୍ଧମାଳ ଜିଲା ରାଇକିଆଠାରେ ନିର୍ମାଣାଧିନ ଥିବା ଚିଲଡ୍ରେନ୍ସ ପାର୍କ। ୨୦୨୦ ଜାନୁଆରୀରୁ ଆରମ୍ଭ ହେଇଥିଲା ପାର୍କ ନିର୍ମାଣ କାର୍ଯ୍ୟ କିଛି ମାସର କାମ ପରେ କରୋନ...

କୋମ୍ବିଂ ଅପରେଶନ ବେଳେ ୧୧ ସନ୍ଦିଗ୍ଧ ଅଟକ

ବାଲିଗୁଡ଼ା, ୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆର୍‌ପିଏଫ୍‌ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ବେଳେ ୧୧ଜଣ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଯବାନମାନେ ତାଙ୍କଠାରୁ ୪ଟି ଦେଶୀ...

କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା

ଆର.ଉଦୟଗିରି,୧୯।୩(ଡି.ଏନ୍‌.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ...

ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରୁଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୧୭ା୩: କନ୍ଧମାଳ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରାଇକିଆର ମଣ୍ଡାସରୁ ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରୁଛି। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ସାଙ୍ଗକୁ ଏହାର ପୁନରୁଦ୍ଧାର ଯୋଗୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ଇକୋ ଟୁରିଜମ୍‌...

ଦ୍ବିତୀୟ ଦିନରେ ପହଞ୍ଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ବାଲିଗୁଡ଼ା:୧୬।୩(ଡି.ଏନ.ଏ): ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ। ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲା...

ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ ଜଙ୍ଗଲରେ ଶୀକାର କରି କଞ୍ଚା ମାଂସ ଆହାର କରୁଥିଲା । କିନ୍ତୁ...

ପଲିଥିନ୍‌ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ଅଭିଯୋଗ: ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା କୁଢ଼କୁଢ଼ ଆବର୍ଜନା

ଦାରିଙ୍ଗବାଡ଼ି,୧୬ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଚଳିତ ପହିଲାରେ ଶେଷ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍‌ ୩ ମାସ ଧରି ଚାଲିଥିଲା। ତେବେ ଏହି ଇକୋ ରିଟ୍ରିଟରୁ ପ୍ରତିଦିନ ବାହାରିଥିବା ପଲିଥିନ, ପ୍ଲାଷ୍ଟକ ଖାଇ...

ଡ୍ରାଇଭର ମହାସଂଘର ବିକ୍ଷୋଭ ଜାରି: ପିକେଟିଂ ବେଳେ ଚାପା ଉତ୍ତେଜନା

ଦାରିଙ୍ଗବାଡି,୧୫।୦୩(ଡି.ଏନ.ଏ): ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫା ଦାବିରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଡ୍ରାଇଭର ମହାସଙ୍ଘ ସଙ୍ଘ ମଧ୍ୟ ସାମିଲ ହେବା ସହ ବ୍ଲକର ୨୫ ପଞ୍ଚାୟତର ପ୍ରାୟ ୪...

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ: ଫଶିଲେ ୪୦ ତୀର୍ଥଯାତ୍ରୀ

ବାଲିଗୁଡ଼ା,୧୫।୩:(ଡି.ଏନ.ଏ): ସାରା ରାଜ୍ୟରେ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାର ପ୍ରଭାବ କନ୍ଧମାଳ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ବାଲିଗୁଡ଼ାଠାରେ ଡ଼୍ରାଇଭରମାନେ ଏକତ୍ରିତ ହୋଇ ଗାନ୍ଧୀ ଛକଠାରେ ଧାରଣା ଦେଇଛନ୍ତି। ଏଠାରୁ ବିଭିନ୍ନ ଅଞ୍ଚଳକୁ...

ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ ମାଧ୍ୟାହ୍ନରେ ଛୁଟି କରିଦିଆଯାଇଛି। ମଧ୍ୟାହ୍ନଭୋଜନ ନ ରାନ୍ଧି ବିଦ୍ୟାଳୟରେ ତାଲା ପକାଇ ପ୍ରଧାନ...

ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ

ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍‌ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍‌ଷ୍ଟେବଲ ଶ୍ରୀନିବାସ ଘଟାଲା ଟିକାବାଲି ଥାନାର ଜଣେ କର୍ତ୍ତବ୍ୟରତ କର୍ମଚାରୀ ଥିଲେ। ସୋମବାର ସକାଳେ...

ଡାୟାଲିସିସ ରୋଗୀଙ୍କୁ ଶୋଷଣ ଅଭିଯୋଗ

ଫୁଲବାଣୀ ଅଫିସ, ୧୧ା୩: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କିଡନୀ ଖରାପ ରୋଗୀଙ୍କୁ ଡାୟାଲିସିସ ସେବା ଯୋଗାଇ ଦିଆଯାଉଛି । ଜୀବନ ସହ ସଂଘର୍ଷ କରି ବଞ୍ଚତ୍ବା ପାଇଁ ଆଶା ବାନ୍ଧୁଥିବା ଏହି ରୋଗୀଙ୍କୁ ଏଠାରେ ଶୋଷଣ କରାଯାଉଥିବା ଅଭିଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri