କନ୍ଧମାଳ

ଶ୍ରମିକ ବଦଳରେ ମେଶିନ କରୁଛି କାମ

ବାଲିଗୁଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ନିୟମାନୁଯାୟୀ, ଏଠି ଶ୍ରମିକ କାମ କରିବା…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ଆବର୍ଜନାରେ ଭର୍ତ୍ତି

ଫୁଲବାଣୀ ଅଫିସ,୫।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଫୁଲବାଣୀ ସହର ଦିନକୁ ଦିନ ଅସ୍ବଚ୍ଛ ହେବାରେ ଲାଗିଛି ା ସହରର ଅନେକ ସ୍ଥାନ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖକୁ ଦେଖିଲେ କେହି ବିଶ୍ୱାସ କରିପାରିବ ନାହିଁ।…

ଗଛରେ ପିଟିହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ ନଂ. ଜାତୀୟ ରାଜପଥ ସୁଲୁମାହା ଘାଟି ନିକଟରେ ଏକ ଗଛରେ ବାଇକ୍‌ ପିଟି ହେବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ଉକ୍ତ ଥାନା ସାଲେଜୁ…

ପ୍ରଥମ ହରିଶ୍ଚନ୍ଦ୍ର ସହାୟତା ଦେଲେ ସରପଞ୍ଚ

ଫୁଲବାଣୀ ଅଫିସ, ୩୦ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ଦୁର୍ଗମ କୋଏରମାଣ୍ଡୁ ପଞ୍ଚାୟତରେ ଏ ପର୍ଯ୍ୟନ୍ତ କୌଣସି ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇ ନ ଥିଲେ ା ନବ ନିର୍ବାଚିତ ସରପଞ୍ଚ ମାଧବ କହଁର ଜଣେ ହିତାଧିକାରୀଙ୍କୁ ଏହି ସହାୟତା…

ମାଓବାଦୀ ଖଞ୍ଜିଥିଲେ ଟିଫିନ୍‌ ବୋମା

ବାଲିଗୁଡ଼ା,୨୮ା୫(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓବାଦୀ ସଙ୍ଗଠନ । ସେପଟେ ପୋଲିସ ମାଓବାଦୀ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ। ଏଭଳି ସ୍ଥିତିରେ କନ୍ଧମାଳ ଜିଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆର୍‌ପିଏଫ୍‌…

ବୁଲିବାକୁ ଆସିଥିଲେ ମାମୁଁ ଘର, ଚାଲିଗଲା ଜୀବନ

ଫୁଲବାଣୀ ଅଫିସ,୨୭।୫: ଏକ ବିଷଧର ସାପ କାମୁଡ଼ାରେ ୩୩ ବର୍ଷର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାରବଗିଚା ପଡ଼ାର ପବିତ୍ର କୁମାର ସିଂଙ୍କ ସ୍ତ୍ରୀ ମନସ୍ବନୀ ସିଂ। ମିଳିଥିବା ସୂଚନା…

ପୁଅର ବର୍ବର କାଣ୍ଡ: କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା

ଫୁଲବାଣୀ ଅଫିସ,୨୭।୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ନିଜ ମା’ଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଛନ୍ତି। ମୃତକ ମା’ ହେଲେ କସ୍ତୁରୀ କହଁର(୬୦)। ପୋଲିସ ହତ୍ୟାକାରୀ…

କୂଅରେ ପଡ଼ିଛି ହାତୀଛୁଆ, ଉଦ୍ଧାର କାର୍ଯ୍ୟ ଜାରି

ରାଇକିଆ,୨୭ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବାରବା ରେଞ୍ଜର ପଳାଶପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ କୂଅରେ ଗୁରୁବାର ରାତିରୁ ଏକ ୪/୫ ବର୍ଷ ର ହାତୀଛୁଆ ଖସି ପଡ଼ିଛି। ଏହି ଅଞ୍ଚଳରେ ହାତୀପଲଙ୍କର ନିୟମିତ ଚଳପ୍ରଚଳ ରହିଛି। କାଲି ସନ୍ଧ୍ୟାରୁ ହାତୀପଲ…

ଦାରିଙ୍ଗବାଡ଼ିରେ ସ୍ବଚ୍ଛ ଭାରତ ମିଶନ ଫେଲ: ବସ୍‌ଷ୍ଟାଣ୍ଡ ଅଞ୍ଚଳ ପୂତିିଗନ୍ଧରେ ନାକ ଫାଟିପଡ଼ୁଛି

ଦାରିଙ୍ଗବାଡ଼ି,୨୬।୫(ଡି.ଏନ.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ସରସ ସୁନ୍ଦର କରିବାକୁ ବହୁବାର ବୈଠକ ବସୁଛି ହେଲେ ଏବେ ଉକ୍ତ ଅଞ୍ଚଳରେ ସ୍ବଚ୍ଛଭାରତ ମିଶନ ଫେଲ ହେବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ…

ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡ଼ା,୨୫ା୫(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ର ନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡ଼ି ବସିଛି ଭିଜିଲାନ୍ସ। ୪ଟି ପୋଖରୀ ଖୋଳା କାମ…

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ

ଫୁଲବାଣୀ ଅଫିସ,୨୫।୫: କନ୍ଧମାଳ ଜିଲା ତୁମୁଡିବନ୍ଧ ଜଳଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ବାଇଁ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୪ଟି ପୋଖରୀ ବାବଦ ବିଲ୍‌ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁର୍ତ୍ତମଗଡ଼ଠାରେ ତାଙ୍କୁ ଭିଜିଲାନ୍ସ…

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍‌: ୬ ମୃତ, ୨୮ ଆହତ

ଫୁଲବାଣୀ ଅଫିସ,୨୫।୫: କନ୍ଧମାଳ ଜିଲା କଳିଙ୍ଗା ଘାଟି ଦୁର୍ଗାପ୍ରସାଦ ସୀମାନ୍ତରେ ବୁଧବାର ପଶ୍ଚିମବଙ୍ଗର ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ ଓଲଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ବସ୍‌ରୁ ସମସ୍ତଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?