ଫୁଲବାଣୀରେ କଂଗ୍ରେସର ସତ୍ୟାଗ୍ରହ
ଫୁଲବାଣୀ ଅଫିସ, ୨୭।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଫୁଲବାଣୀ ଜିଲା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ସୋମବାର ଦଳ ପକ୍ଷରୁ ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରରେ ସତ୍ୟାଗ୍ରହ କରାଯାଇଛି । ଫୁଲବାଣୀ ବିଧାନସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ…
ବ୍ରାଉନସୁଗାର ଜବତ, ଯୁବକ ଗିରଫ
ଫୁଲବାଣୀ ଅଫିସ,୨୭ା୬: କନ୍ଧମାଳ ଜିଲା ଫୁଲବାଣୀ ପେଞ୍ଜିସାହି ନିକଟରୁ ୩.୫୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହା ସହିତ ଏକ ବାଇକ ନମ୍ବର ଓ ୧୨ ଏ ୪୧୧୪କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଫରେଷ୍ଟ କଲୋନୀର ସପନ କୁମାର…
ପ୍ରଧାନ ଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ: ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ
ଫୁଲବାଣୀ ଅଫିସ/ତୁମୁଡିବନ୍ଧ, ୨୬।୬: ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ବେଲଘର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଶନିବାର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ତାଲା ପକାଇଛନ୍ତି। ପ୍ରଧାନଶିକ୍ଷକଙ୍କ ମନମୁଖି କାର୍ଯ୍ୟକଳାପ, ବିଦ୍ୟାଳୟରେ ପିଲମାନଙ୍କୁ ପାଠ ନ ପଢ଼ାଇବା, ବିଦ୍ୟାଳୟକୁ ଠିକ ଭାବେ ନ ଯିବା…
ପାଜିମାହା ରାସ୍ତା ନିର୍ମାଣ ଦାବିକଲେ ଗ୍ରାମବାସୀ
ଜି.ଉଦୟଗିରି,୨୬।୬ (ଡି.ଏନ.ଏ.): ଜି.ଉଦୟଗିରି ଏନ୍ଏସିଠାରୁ ମାତ୍ର ଏକ କି.ମି.ଦୂରରେ ଥିବା ପାଜିମାହା ଗଁାକୁ ବର୍ତ୍ତମାନ ସୁଦ୍ଧା ରାସ୍ତା ନିର୍ମାଣ ହୋଇନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୀର୍ଘ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଗଁା ଲୋକ ଦାବିକରି ଆସୁଥିଲ ମଧ୍ୟ ସେମାନଙ୍କ…
ରାସ୍ତାପାର୍ଶ୍ୱ ଗାର୍ଡରେ ପିଟିହେଲେ ବାଇକ୍ ଚାଳକ, ଚାଲିଗଲା ଜୀବନ
ବାଲିଗୁଡ଼ା,୨୫ା୬(ଡି.ଏନ୍.ଏ.): ଜାତୀୟ ରାଜପଥ ବାଲିଗୁଡ଼ା ଥାନାଠାରୁ ମାତ୍ର ୪ କି.ମି. ଦୂର ଏକ ବୁଲାଣିରେ ଶନିବାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଯିବାରୁ ଜଣଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ରଜିଆ ପଣ୍ଡା। ଖବର ପାଇ…
କନ୍ଧମାଳର ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ
ଫୁଲବାଣୀ ଅଫିସ,୨୩ା୬: କନ୍ଧମାଳ ଜିଲାର ନୂତନ ଜିଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବିଦାୟୀ ଜିଲାପାଳ ଡା.ବୃନ୍ଦା ଡିଙ୍କଠାରୁ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପୂର୍ବରୁ ପାଟିଲ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୌଜନ୍ୟମୂଳକ ପରିଦର୍ଶନରେ ଯାଇଥିଲେ ା…
ଗୋଡ଼େଇ ଗୋଡ଼େଇ ଲୋକଙ୍କୁ କାମୁଡୁଛି କୁକୁର: ଅନେକ ଗୁରୁତର
ବାଲିଗୁଡ଼ା,୨୨ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ଏକ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲୋନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା…
ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର
ଦାରିଙ୍ଗବାଡ଼ି,୧୮ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୫୨ଜଣ ଆହତ ହୋଇଥିବା ବେଳେ ୧୮ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ବ୍ରାହ୍ମଣଗାଁ…
ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ
ଜି. ଉଦୟଗିରି ୧୪।୬(ଡି.ଏନ୍.ଏ. ): କନ୍ଧମାଳ ଜିଲା ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ପରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସେବାୟତ ପୂଜାର୍ଚ୍ଚନା କରିଥିଲେ। ପରେ…
ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ
ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ। ଗତ ୧୦ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ ୨୦ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ…
ମାଓବାଦୀ କ୍ୟାମ୍ପ ଠାବ, ମିଳିଲା ଗର୍ଭ ନିରୋଧକ ବଟିକା, କିଟ୍
ବଟିକା ଫୁଲବାଣୀ ଅଫିସ,୧୨।୬: କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଶୀକେତା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଜିଲା ପୋଲିସ ଏବଂ ଯବାନମାନେ କୋମ୍ବିଂ ଅପରେଶନ ଚଳାଇଥିବା ବେଳେ ଉକ୍ତ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ବିପୁଳ…
ଜି.ଉଦୟଗିରିରେ ପାରଦ ୪୦ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ
ଜି.ଉଦୟଗିରି,୯ା୬(ଡି.ଏନ.ଏ.): ଜି.ଉଦୟଗିରିରେ ପାରଦ ଏବେ ୪୦ ଡିଗ୍ରୀ ପାର କରିଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି। ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ବୁଧବାର ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ରହିଥିବା ବେଳେ…

