କନ୍ଧମାଳ

ଓଲଟିଲା କମଳା ବୋଝେଇ ପିକ୍‌ଅପ୍‌

ଦାରିଙ୍ଗବାଡ଼ି,୩୦ା୯(ଡି.ଏନ୍‌.ଏ.): କନ୍ଧମାକ ଜିଲାକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ କମଳା ବୋଝେଇ ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛ। ଏଥିରେ ଚାଳକ ଏବଂ ହେଲପର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ସୋରଡ଼ା ଆଇଆଇସି ରମେଶ ପ୍ରଧାନ…

ଚକାପାଦର ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧା ପାଉନାହାନ୍ତି ଲୋକେ, ବିକାଶ ବହୁ ଦୂରରେ

ଫୁଲବାଣୀ ଅଫିସ, ୨୯।୯: କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ…

ଅଙ୍ଗନୱାଡି ଶିଶୁକୁ ବଳାତ୍କାର, ଅବସରପ୍ରାପ୍ତ ଶିକ୍ଷକ ଗିରଫ

ଫୁଲବାଣୀ ଅଫିସ, ୨୬ା୯:ଫୁଲବାଣୀ ସଦର ଥାନା ଅଞ୍ଚଳର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢ଼ୁଥିବା ୪ ବର୍ଷର ଏକ ଶିଶୁକନ୍ୟାକୁ ସେହି ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପରେ ରବିବାର…

୧୩ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା

କୋଟଗଡ଼,୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନ ମିଡିଆକିଆ ଗଡମାହା ଘାଟରେ ଶନିବାର ଏକ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ମିଡିଆକିଆ ଗ୍ରାମର…

ଡୁଗୁଡ଼ିପାରି ଗାଁକୁ ନାହିଁ ପକ୍କା ରାସ୍ତା, ହଟହଟା ଗ୍ରାମବାସୀ

ଜି.ଉଦୟଗିରି,୨୪ା୯(ଡି.ଏନ.ଏ.): ଜି.ଉଦୟଗିରି ବ୍ଲକର କଳିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡୁଗୁଡ଼ିପାରି ହେଉଛି ଏକ ରାଜସ୍ବ ଗ୍ରାମ। ଯାହାର ଜନସଂଖ୍ୟା ପ୍ରାୟ ଦୁଇ ହଜାର ପାଖାପାଖି। କିନ୍ତୁ ଦୁଃଖର ବିଷୟ ଏହି ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଆମ୍ବୁଲାନ୍ସ ଏପରିକି ସାମାନ୍ୟ ବର୍ଷା…

ଅବକାରୀ ଚଡାଉ: ୧୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଜବତ

କୋଟଗଡ,୨୩/୯(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧିନରେ ଥିବା ସୁଡ୍ରା ଅଞ୍ଚଳରେ ଏକ ଦୋକାନ ଗୃହରେ ଚୋରା ମହୁଲ ୧୨ କୁଇଣ୍ଟାଲ୨୧କେଜି ୯୦୦ଗ୍ରାମ ଜବତ କରିଛି ଅବକାରୀ ବିଭାଗ। ବାଲିଗୁଡା ଅବକାରୀ ବିଭାଗ ଓ ବାଲିଗୁଡା ଥାନା ପୋଲିସ ମିଳିତ ଭାବେ…

କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ୨ ଭାଇ ଗିରଫ

କ.ନୂଆଗାଁ ୨୨ା୯(ଡି.ଏନ୍‌.ଏ.): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀ ଚୈତନ୍ୟ ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗରେ ସ୍ଥାନୀୟ ଥାନା ପୋଲିସ ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୁରୁବାରିଆ ଦିଗାଳ ଓ ତାଙ୍କ ଭାଇ ବିନାଶ। ବୁଧବାର ମଦ…

ଏଏନ୍‌ଏମ୍‌ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ,୨୨ା୯: କନ୍ଧମାଳ ଜିଲା କୋଟଗଡ଼ ଥାନା ଅଧୀନ ଶ୍ରୀରାମପୁର ଏଏନ୍‌ଏମ୍‌ ଅସଦାଚରଣ ମାମଲାର ବିଚାର କରି କୋଟଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଗ ଦେହୁରୀ ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଲମ୍ବୁ ବଳିଆରସିଂଙ୍କୁ ୩ ବର୍ଷ…

ଗାଜଲବାଡ଼ି ଘାଟିରେ ଭୂ-ସ୍ଖଳନ

ଦାରିଙ୍ଗବାଡ଼ି,୨୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ତିନୋଟି ଅର୍ଥାତ ୩ ନଂ ଘାଟି ବୁଲାଣି ରାସ୍ତା ସମେତ ୪ ନଂ ଏବଂ ୫ ନଂ ବୁଲାଣି ରାସ୍ତାରେ ଭୂ-ସ୍ଖଳନ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ…

ବାଘ ନଦୀରେ ଫସି ରହିଥିବା ୫ ଉଦ୍ଧାର

ଫୁଲବାଣୀ ଅଫିସ/ କୋଟଗଡ଼(ଡି.ଏନ୍‌.ଏ.)୨୧ା୯: ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲାରେ ସୋମବାର ରାତିରୁ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଜିଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡା ବାଘଡୁଙ୍ଗୁରି ଗ୍ରାମର ୫ଜଣ ଲୋକ ମଙ୍ଗଳବାର ସକାଳେ ବାଘ…

ଲଗାଣ ବର୍ଷାରେ ଧୋଇଗଲା ପୋଲ, ଅନେକ ଗାଁ ଜଳବନ୍ଦୀ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ଲଗାଣ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ବାଲିଗୁଡା,କୋଟଗଡ,ତମୁଡିବନ୍ଧ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବତେଡିମୁଣ୍ଡା ନିକଟସ୍ଥ ପୋଲ…

ପ୍ରବଳ ବର୍ଷା: ବାଲିଗୁଡା ଜଳମଗ୍ନ

କୋଟଗଡ,୨୦।୯(ଡି.ଏନ.ଏ.): ଲଘୁଚାପ ବର୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବାଲିଗୁଡା ବସଷ୍ଟାଣ୍ଡ ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?