କନ୍ଧମାଳ

ଦାରିଙ୍ଗବାଡିର ଭାଜପା ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ, ଗାଁ ଗାଁ ରେ…

ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଭାଜପା ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିନ କରାଯାଇଛି। ମଣ୍ଡଳ ସଭାପତି ମିଟୁ ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ…

ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ସମ୍ବିଧାନ ହତ୍ୟା ଦିବସ ପାଳିତ

ଦାରିଙ୍ଗବାଡି, ୨୫ /୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି I ଅଧକ୍ଷ…

ରୋଷେଇ କରିବା ବେଳେ ଲାଗିଥିଲା ଶାଢ଼ିରେ ନିଆଁ, ଏସ୍‌ସିବିରେ ଚାଲିଗଲା ଚିକିତ୍ସାଧୀନ ପୂଜାଙ୍କ ଜୀବନ

ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ସୋମବାର ସଂନ୍ଧ୍ୟାରେ ଜଣେ ମହିଳା ଶାଢିରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ। ମଙ୍ଗଳବାର ଅପରାହ୍ନରେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବ୍ରାହ୍ମଣୀଗାଁ ଥାନା…

ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତାରେ ସ୍ବାଭାବିକ ହେଲା ଭାରୀଯାନ ଚଳାଚଳ

ଦାରିଙ୍ଗବାଡ଼ି,୨୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି-ବୁଡ଼ାଗୁଡ଼ା ରାସ୍ତା ବିଚ୍ଛିନ୍ନ ଘଟଣାରେ ଆସିଛି ସୁଧାର। ବୁଧବାର ସକାଳଠାରୁ ସମସ୍ତ ପ୍ରକାର ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ଗୁମା ନଦୀର ଉକ୍ତ ଡାଇଭର୍ସନ ଉପରେ ହ୍ୟୁମ୍‌ ପାଇପ୍‌ ପକାଯାଇ ମରାମତି କରାଯାଇଛି।…

ରକ୍ତ ଦାନ, ମହତ୍‌ କାମ: ମେଗା ରକ୍ତଦାନ ଶିବିର ଉଦଘାଟିତ

ଦାରିଙ୍ଗବାଡି, ୨୫।୬ (ଅରୁଣ ସାହୁ):ରକ୍ତ ଦାନ, ମହତ୍‌ କାମ। ଜଣେ ରକ୍ତଦାନ କଲେ କେବଳ ତାଙ୍କ ସ୍ବାସ୍ଥ୍ୟର ଉନ୍ନତି ହେବନି, ଅନ୍ୟ ଜଣେ ସେହି ରକ୍ତ ପାଇ ଜୀବନ ବଞ୍ଚାଇପାରିବ। କନ୍ଧମାଳ ଜିଲା ଦାରିଙ୍ଗବାଡି ଏସବିଆଇର ପକ୍ଷରୁ ବୁଧବାର ଦାରିଙ୍ଗବାଡି ଗୋଷ୍ଠୀ…

ଲଘୁଚାପ ବର୍ଷା ପ୍ରଭାବରେ ଦିନ ଦ୍ବିପ୍ରହରରେ କୁହୁଡି, ଯାତାୟାତ ରେ..

ଦାରିଙ୍ଗବାଡି, ୨୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି। କେଉଁଠି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିବା ବେଳେ ଏକାଧିକ ଗାଁ ରାସ୍ତା କର୍ଦ୍ଧମାକ୍ତ ଯୋଗୁଯାତାୟତ ସମସ୍ୟା ବଢିଛି ସେହିପରି ମଙ୍ଗଳବାର…

କଲଭର୍ଟରେ ଦବିଲା ପାଇପ ବୋଝେଇ ଟ୍ରକ: ନିମ୍ନମାନର ରାସ୍ତା କାମକୁ ଦାୟୀ କଲେ ଚାଳକ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି -ବୁଡ଼ାଗୁଡା ରାସ୍ତାରେ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଗୁମା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଡାଇଭର୍ଶନ ରାସ୍ତା ଧୋଇଯିବାର କିଛି ଘଣ୍ଟା ବିତିଯାଇଥିବାବେଳେ ସେହି ରାସ୍ତାର ୫୯ନଂ…

୨ ଦିନ ବିତିଲା, ମରାମତି ନୋହିଲା: ସର୍କସ ଭଳି ନଦୀ ପାର ହେଉଛନ୍ତି ବାଇକ ଆରୋହୀ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ବିଚ୍ଛିନ୍ନ ଘଟଣାର ପାଖାପାଖି ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାର…

ରୋଷେଇ ବେଳେ ଶାଢ଼ୀରେ ଲାଗିଲା ନିଆଁ: ଆମ୍ବୁଲାନ୍ସ ନଥିବାରୁ…

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି,୨୩।୬(ମନରଞ୍ଜନ ରଣା/ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଓଡ଼ିଆ ସାହିରେ ଜଣେ ମହିଳାଙ୍କ ଶାଢୀରେ ନିଆଁ ଲାଗି ପୂରା ଶରୀର ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ…

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସମସ୍ତ ନଦୀ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବର୍ଷାର ପ୍ରଭାବରେ ଉକ୍ତ…

ଦୁର୍ଗମ ଅଞ୍ଚଳର ବିକାଶ କରିବାକୁ ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡ଼ି,୨୩ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ୮ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ…

କନ୍ଧମାଳର ପାରମ୍ପରିକ ଖାଦ୍ୟ ସାମଗ୍ରୀ ପ୍ରତି ବଢୁଛି ପୁଞ୍ଜି ନିବେଶକାରୀଙ୍କ ଆଗ୍ରହ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପାରମ୍ପରିକ ହଳଦୀ, ସୋରିଷ, ଅଦା, କାନ୍ଦୁଲ, ତିଳା, ମାଣ୍ଡିଆ, କାଙ୍ଗୁ, କୁଏରୀ, ଜହ୍ନା ଭଳି ପାରମ୍ପରିକ ଖାଦ୍ୟ ତଥା ମସଲା ଜାତୀୟ, ତୈଳ ଏବଂ ଡାଲିଜାତୀୟ ଫସଲ ଅମଳ ହେଉଛି। ଏହିସବୁ ସାମଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?