କନ୍ଧମାଳ

ପାରଦର୍ଶିତା ଦେଖାଇବେ ଛାତ୍ରୀଛାତ୍ର: ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଜୋରଦାର

ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଖେତୀଶ ପ୍ରିୟଦର୍ଶି ସାହୁ କାର୍ଯ୍ୟକ୍ରମ…

ବାଇକ୍‌ରେ ବିକଟାଳ ଶବ୍ଦ କରି ଦେଖାଉଥିଲେ ହିରୋଗିରି, ୨ ଯୁବକଙ୍କୁ ଥାନାରେ ଅଟକ ରଖିଲା ପୋଲିସ

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ଏକ ବାଇକ୍‌ରେ ୩ ଜଣ ଯୁବକ ଘୂରି ବୁଲିବା ବାଇକ୍‌ରେ ଷ୍ଟଣ୍ଟ୍‌ ଦେଖାଇବା ସହ ବିକଟାଳ ଶବ୍ଦ ପ୍ରଦୂଷଣ କରି ଉତ୍ପାତ ହେବା ମହଙ୍ଗା ପଡ଼ିଛି। ପୋଲିସ ସେମାନଙ୍କୁ ରାଜପଥରେ ଅଟକାଇ କାବୁ କରି ଥାନାକୁ ନେଇଛି। ତେବେ…

ପରିତ୍ୟକ୍ତ ଅବସ୍ଥାରେ ବିଶ୍ରାମାଗାର, ବସ୍‌କୁ ଅପେକ୍ଷା କରିବା ପାଇଁ ଗଛ ହିଁ ଭରସା

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆଉ ତାକୁ ସଫଳ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଏମିତି ଏକ ପଞ୍ଚାୟତ ରହିଛି ଯାହାକି ବ୍ଲକ ଅଞ୍ଚଳର ମୁଖ୍ୟ ଛକ…

ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ନିଆରା ପ୍ରୟାସ ନିଜେ ଫିଟ ସହ ପରିବେଶ ରଖିଲେ ସୁନ୍ଦର-ସ୍ବଚ୍ଛ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କେତେବେଳେ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ତ କେଉଁଠି ଘରେ ନିଆଁ ଲାଗି ବିପଦ ଆସୁଛି ଆଉ କେତେବେଳେ ରାସ୍ତା ଦୁର୍ଘଟଣା, କିଏ ପାଣିରେ ବୁଡି ଯାଉଥିବା ବେଳେ ଉଦ୍ଧାର କରି ଲୋକଙ୍କ ଜୀବନକୁ ରକ୍ଷା…

ଘର ଆଗରେ ବସିବାର ୭ ଦିନ ବିତିଲା; ନ୍ୟାୟ ନ ପାଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ, ପ୍ରେମିକଙ୍କୁ ଖୋଜୁଛି ପୋଲିସ

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା ଘଟଣାକୁ ନେଇ ବ୍ରାହ୍ମଣୀଗାଁ ଥାନାରେ ବୁଧବାର ସଂନ୍ଧ୍ୟାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା (୭୫ /୨୫)ରୁଜୁ…

‘ନାରୀ-ପୁରୁଷଙ୍କୁ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନର ଆବଶ୍ୟକତା ଜରୁରୀ’

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ଅନେକ ସମୟରେ ନାରୀନିର୍ଯାତନା, ବଳାତ୍କାର ଭଳି ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିରେ ନାବାଳିକାମାନେ ମଧ୍ୟ୍ୟ ବାଦ ପଡ଼ିନାହାନ୍ତି। ତେଣୁ ଏବେ ସମାଜରେ ଏଭଳି ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ବିଶେଷ କରି ଯୌନଉତ୍ପୀଡନ…

ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବାଲିଗୁଡ଼ା ଭାୟା ବୁଡ଼ାଗୁଡ଼ା ରାସ୍ତାର ଟପରିଙ୍ଗିଆଠାରେ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଯାତାୟାତ ସମସ୍ୟା ବୃଦ୍ଧି ପାଇଛି। ପ୍ରକାଶ ଯେ, ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ଏବଂ ବୁଡ଼ାଗୁଡ଼ାଠାରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ…

ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି…

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ପିଅନପଡ଼ା କାଳୀମନ୍ଦିର ସାହିର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର ଘରେ କେହି ନ…

ଶୋଇଥିବାବେଳେ ଦୁଇ ଯୁବକଙ୍କୁ କାମୁଡ଼ିଲା ସାପ, ଲିଭିଗଲା ଜୀବନଦୀପ

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ବୁଧବାର କନ୍ଧମାଳ ଜିଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ…

ଅବ୍ୟବସ୍ଥା ଘେରରେ କଟାସିଂ ଉଚ୍ଚ ବିଦ୍ୟାଳୟ: ମଧ୍ୟାହ୍ନଭୋଜନ ପାଇଁ ଦୈନିକ ଚାଲିବାକୁ ପଡୁଛି ୪ କିମି

ଦାରିଙ୍ଗବାଡ଼ି,୩୦।୭(ଅରୁଣ ସାହୁ): ମଧ୍ୟାହ୍ନ ଭୋଜନ ଖାଇବାକୁ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ଏକ ବିଦ୍ୟାଳୟ ପରିସରକୁ ଦୈନିକ ୪ କିମି ରାସ୍ତା ଜଙ୍ଗଲ ଓ ପାହାଡ଼ ଦେଇ ଯିବାକୁ ପଡୁଛି। ଛାତ୍ରୀଛାତ୍ରମାନଙ୍କୁ ଇଏ ଦିନେ କି ୨ ଦିନ ନୁହଁ ରାଜ୍ୟ ସରକାର…

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା ପରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା। ଏଭଳି ଏକ ଘଟଣା ଦେଖିବାକୁ…

ବାହାର ସୁନ୍ଦର ଭିତର ଫମ୍ପା: ବିପଦପୂର୍ଣ୍ଣ ଶ୍ରେଣୀ ଗୃହରେ ଚାଲିଛି ରଙ୍ଗଦିଆ

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଲାଣ୍ଡାଗୁଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ। ଗୋଟିଏ ପକ୍କା ଘର ରହିଥିବା ଶ୍ରେଣୀ ଗୃହ ଏବେ ଭାଙ୍ଗି ଛାତ ଭୁଶୁଡିବା ଭଳି ପରିସ୍ଥିତି ରହିଛି । ତାକୁ ମରାମତି କରାଯାଉନଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?