କନ୍ଧମାଳ

ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…

ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ…

୨ ବର୍ଷରେ କମିଟି ପରିବର୍ତ୍ତନ: ସିମନବାଡ଼ି ବଣିକ ସଂଘର ନୂଆ କର୍ମକର୍ତ୍ତା ହେଲେ…

ଦାରିଙ୍ଗବାଡ଼ି,୨୯ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ମା’ପଟ୍ଟାଖଣ୍ଡା ବଣିକ ସଂଘର ନୂଆ କର୍ମକର୍ତ୍ତା ଚୟନ ରବିବାର ଅନୁଷ୍ଠିତ ହୋଇଯାଇଛ। ପ୍ରତିମାସର ଶେଷ ରବିବାର ଦିନ ଭଳି ଚଳିତ ମାସରେ ବୈଠକ ସଙ୍ଘର ସଭାପତି ଶଙ୍କୁରୁ ଅମୂଲ୍ୟ କୁମାର ସୁବୁଦ୍ଧିଙ୍କ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଛାତ୍ରଙ୍କ ସାମଗ୍ରୀ ଫେରେଇଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରାବାସ ମରାମତି କରାଯିବା ସମୟରେ ଗତ ଛୁଟି ପୂର୍ବରୁ ସପ୍ତମ ଓ ଅଷ୍ଟମ ଛାତ୍ରଙ୍କ ଛାତ୍ରାବାସରେ ରହିଥିବା ଟ୍ରଙ୍କ ସମେତ ପାଠ୍ୟ ପୁସ୍ତକ, ପୋଷାକ ଆଦି…

ଛାତ୍ରଙ୍କ ପୋଷାକ ଏଣେତେଣେ ଫିଙ୍ଗିଦେଲେ, ଆଦିବାସୀ ଛାତ୍ରାବାସରେ ଛାତ୍ରଙ୍କ ପ୍ରତି ନିର୍ଯ୍ୟାତନା

ଦାରିଙ୍ଗବାଡି, ୨୮।୬ (ଅରୁଣ ସାହୁ): ଜଣେ ଗରିବ ଲୋକର ପାଠ ପଢିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ, ପୋଷାକ କିଣିବା ସମ୍ଭବ ହେଉନଥିବାବେଳେ ତା’ର ପୁଅ ଝିଅଙ୍କୁ ପଢାଇବା ପାଇଁ ସରକାରଙ୍କ ଉପରେ ନିର୍ଭର କରିଥାଏ କିନ୍ତୁ ଅନେକ ସମୟରେ ଅଭିଭାବକ…

ସିମନବାଡିରେ ନୀତିକାନ୍ତି ବିଳମ୍ବ: ସଂଧ୍ୟା ୬ ଟାପରେ ଟାଣିଲେ ରଥ

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଅପରାହ୍ନରେ ଝିପିଝିପି ବର୍ଷା ଓ ଅନ୍ୟ କାରଣରୁ ରଥ ଟଣାରେ ବିଳମ୍ବ ହୋଇଛି ।ଅପରାହ୍ନରେ ରଥ ପ୍ରତିଷ୍ଠା ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା…

ରାଇକିଆ ରଥ ଯାତ୍ରା, ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ରାଇକିଆ,୨୭।୬( ପ୍ରଦିପ ବେହେରା): କନ୍ଧମାଳ ଜଲା ରାଇକିଆୟର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ଅଖଣ୍ଡ ଦୀପ ପ୍ରଜ୍ବଳନ ସହ ବିଡିଓ ସବ୍ୟସାଚୀ ସାହୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ । ମଧ୍ୟାହ୍ନରେ ରଥ ସଂସ୍କାର କାର୍ଯ୍ୟ…

ଗଦାପୁରରେ ରଥଟଣା ଆରମ୍ଭ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ର ଦୁର୍ଗମ ଗଦାପୁର ଠାରେ ପାରମ୍ପରିକ ତଥା ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ରଥଯାତ୍ରା ବହୁ ଆଡମ୍ବରରେ ପାଳନ କରାଯାଇଛି। ଭୋର ସମୟରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇଥିଲା। ଅପରାହ୍ନରେ ରଥ…

ଡିଜିଟାଲ କଳାରେ ଚମତ୍କାର କଲେ ନିହାର: ୩ ଠାକୁରଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ

ଦାରିଙ୍ଗବାଡି,୨୭ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ନିହାର ରଞ୍ଜନ ସାହୁ କହିଲେ ସମସ୍ତେ ଜାଣନ୍ତି। ଜଣେ ଆଧୁନିକ ସମୟର ସ୍ମାର୍ଟ କଳାକାର। ସେ ବିଭିନ୍ନ ସମୟରେ ତୂଳୀ କି ରଙ୍ଗ ନୁହେଁ ଡିଜିଟାଲ କଲମରେ ଆଙ୍କି ଦିଅନ୍ତି ଭଲିକି ଭଳି ଚିତ୍ର।…

ଆଦିବାସୀ ଗାଁରେ ନିଆରା ଢଙ୍ଗରେ ରଥଯାତ୍ରା: ଜଗନ୍ନାଥଙ୍କୁ ପୂଜା କରନ୍ତି ଆଦିବାସୀ ପୂଜାରୀ

ଦାରିଙ୍ଗବାଡ଼ି,୨୭ା୬(ଅରୁଣ ସାହୁ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରଥଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି। ବ୍ଲକ ଅଞ୍ଚଳର ସିମନବାଡ଼ି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ଶ୍ରାନିକେତା ପଞ୍ଚାୟତ ଟକରମାଲା, ଗଦାପୁର ଏବଂ କାଟିଙ୍ଗିଆଠାରେ ଏହି ଯାତ୍ରା ଅନୁଷ୍ଠିତ…

ରାସ୍ତା ଶୋଚନୀୟ, ବିଦ୍ୟାଳୟକୁ ଯିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ରାସ୍ତାର ୬ ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇ ରହିଥିବା ବେଳେ ଏବେ ଲଘୁଚାପଜନିତ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି। ବିଦ୍ୟାଳୟକୁ…

ବିପଦସଙ୍କୁଳ ଅବସ୍ଥାରେ ଆରୋଗ୍ୟ କେନ୍ଦ୍ର: ହଇରାଣ ହେଉଛନ୍ତି ରୋଗୀ

ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଭଙ୍ଗା ଦଦରା ଏକ ଆଜବେଷ୍ଟ ଘରେ ଏହି ଆରୋଗ୍ୟ କେନ୍ଦ୍ର ଚାଲିଛି। ସେଠାରେ…

ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ: ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ, ୮ କିଲୋମିଟରକୁ…

ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଗ୍ରାମଠାରୁ ବୁଡ଼ାଗୁଡ଼ାର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?