କନ୍ଧମାଳ

୨୭ ଫୁଟର କାଉଡ଼ି ଭାର ଧରି ଚାଲିଲେ କାଉଡିଆ

ଫୁଲବାଣୀ,୨ା୮(ରାକେଶ କୁମାର ରାଉତ): ଏବେ କାଉଡିଆଙ୍କ ଭିଡ଼ ଲାଗିଛି ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ। ଅନେକ ଆକର୍ଷଣୀୟ କାଉଡି ଏବେ ଦର୍ଶନୀୟ ବସ୍ତୁ ପାଲଟିଛି। ଶନିବାର ଫୁଲବାଣୀ ସହରରୁ ଏଭଳି ଅନେକ କାଉଡିଆ ଦଳ ସୁଦୃଶ୍ୟ କାଉଡି ଭାର ଧରି…

ତହସିଲ କାର୍ଯ୍ୟାଳୟରେ ଫାଇଲ ଯାଞ୍ଚ କଲେ ଅତିରିକ୍ତ ଜିଲାପାଳ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଅତିତିକ୍ତ ଜିଲାପାଳ ରମେଶ ଜେନା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟକୁ ଶନିବାର ପରିଦର୍ଶନ କରିଛନ୍ତି। ସେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତହସିଲଦାରଙ୍କ ପ୍ରକୋଷ୍ଠକୁ ଯାଇଥିଲେ ସେଠାରେ ଦାୟିତ୍ୱରେ ଥିବା ତହସିଲଦାର ଫାଲ୍ଗୁନୀ କୁମାର, ଅତିତିକ୍ତ ତହସିଲଦାର ଦୁଃଶାସନ…

ଶିକ୍ଷକ ବଦଳି ପାଇଁ ଅର୍ଥ ଲୁଟ୍‌: ଅଡିଓ ଭାଇରାଲ, କିଛି ଦଳୀୟ କର୍ମୀଙ୍କୁ ହାତ ଥିବା ଅଭିଯୋଗ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷକଙ୍କୁ ବଦଳି କରାଇଦେବା ନାମରେ ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଏବେ ଅଡିଓ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ମିଳିଥିବା ସୂତ୍ର ପ୍ରକାରେ, ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଦାରିଙ୍ଗବାଡି ବ୍ଲକ…

ଶୋଚନୀୟ ଗବାଟବାଡ଼ି ରାସ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଧୀନରେ ରହିଥିବା ଆଦିବାସୀ ଅଧ୍ୟୁଷିତ ଗବାଟବାଡ଼ି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗୋଟିଏ ପଟେ ଗାଁକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେତୁ କାର୍ଯ୍ୟ ଚାଲିଥିବା…

ମା’ଙ୍କୁ ପିଠିରେ ୮ କି.ମି. ବୋହି ଡାକ୍ତରଖାନା ନେଲେ ଝିଅ: ବଞ୍ଚାଇପାରିଲେନି ଜୀବନ

ତୁମୁଡ଼ିବନ୍ଧ/ବାଲିଗୁଡ଼ା,୨ା୮(ଦୀପକ କୁମାର ପରାସେଠ/ସଞ୍ଜୟ ପାଣିଗ୍ରାହୀ): ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ମା’ଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ପିଠିରେ ୮ କି.ମି. ଜଙ୍ଗଲ ରାସ୍ତାରେ ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ ଝିଅ। ପରେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର…

ଶିବ ମନ୍ଦିର ସାହିରୁ ବାଇକ୍‌ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ…

ଦାରିଙ୍ଗବାଡି, ୧।୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶିବ ମନ୍ଦିର ସାହିରୁ ଗୋଟିଏ ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୨୮ରେ ଉକ୍ତ ସାହିରେ ମଧ୍ୟପ୍ରଦେଶର ସଲିମ ଶେଖଙ୍କ ଭଡା ଘର ସମ୍ମୁଖରୁ ଚୋରି ହୋଇଥିବା…

ୟୁଏଏସ୍‌ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଦାରିଙ୍ଗବାଡ଼ି, ୧ା୮ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଦାରିଙ୍ଗବାଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେସନର…

ଓଡ଼ିଆ ଠିକାସଂସ୍ଥା ହାତରେ ଅଣଓଡ଼ିଆଙ୍କ କ୍ରେନ୍‌, ମାଲିକ ପୋଲିସର ଦ୍ୱାରସ୍ଥ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ମୋ’ କ୍ରେନ୍‌ ମୋତେ ଫେରାଇ ଦିଅ ମୁଁ ୬ ମାସ ପାଇଁ ଚୁକ୍ତି କରି ତେଲେଙ୍ଗାନାର ଜଣେ ଠିକାଦାରଙ୍କୁ ଦେଇଥିଲି ଆଉ ଚୁକ୍ତି ସରିବାର ୬ ମାସ ବିତିଲାଣି। ହେଲେ ଏବେ ନା ମୋ’ କ୍ରେନ୍‌ ମୋତେ ଫେରାଉଛନ୍ତି…

ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍‌ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ…

ଦାରିଙ୍ଗବାଡ଼ି ବଜାରରେ ବୁଲୁଛନ୍ତି ରକ୍ତାକ୍ତ ବ୍ୟକ୍ତି, ମଦ ବୋତଲରେ ୨ ପୁତୁରା ଆକ୍ରମଣ କରି…

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଚାରିଛକରେ ଜଣେ ରକ୍ତାକ୍ତ ବ୍ୟକ୍ତି ଘୂରି ବୁଲୁଥିବା ଜଣାପଡ଼ିଛି। ତାଙ୍କ ଘର ଉକ୍ତ ଥାନା ତେରବାଡ଼ି ଅଞ୍ଚଳର ହୋଇଥିବାବେଳେ ବ୍ୟକ୍ତି ଜଣକ ଧର୍ମେନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ମିଳିଥିବା ସୂତ୍ର ଅନୁସାରେ, ଉକ୍ତ ଥାନା…

ଏହି ଯୁବ ବିଡ଼ିଓଙ୍କୁ ନେଇ ବଢୁଛି ଚର୍ଚ୍ଚା: ଜନଜାତିଙ୍କ ଘରେ ଘରେ ପହଞ୍ଚି ବୁଝୁଛନ୍ତି ସମସ୍ୟା

ଦାରିଙ୍ଗବାଡି,୧।୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଯୁବ ପ୍ରଶାସକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଏବେ ତାଙ୍କ କାର୍ଯ୍ୟଧାରକୁ ନେଇ ସାମାଜିକ ଗଣମାଧ୍ୟମରେ ବହୁ ପ୍ରଶଂସା ସାଉଁଟିଛନ୍ତି। ସମସ୍ତଙ୍କ ମୁହଁରେ ବିଡ଼ିଓ ହେବ…

ବାଇକରେ ବିକଟାଳ ଶବ୍ଦ ବାହାରୁଥିବା ସାଇଲାନ୍ସର ଲଗାଇ ବୁଲୁଥିଲେ ଯୁବକ, ହେଲା ଜରିମାନା

ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚକରେ ୩ ବାଇକ ଆରୋହୀ ବିକଟାଳ ଶବ୍ଦ ବାହାରୁଥିବା ସାଇଲାନ୍ସର ଲଗାଇ ବୁଲୁଥିବା ଓ ଷ୍ଟଣ୍ଟ ଦେଖାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?