ସ୍ପୋର୍ଟ କ୍ଲାଇମ୍ବିଂ ପ୍ରଶିକ୍ଷଣ ପାଇଁ ଓଡ଼ିଶା ଗ୍ରୁପର ନୂଆଦିଲ୍ଲୀ ଯାତ୍ରା
କେସିଙ୍ଗା,୨୮ା୪ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଓ ନର୍ଲା ବ୍ଲକ ସୀମାନ୍ତ ଅଞ୍ଚଳ ରୁପ୍ରା ଗ୍ରାମର ଏଭରେଷ୍ଟ ଆରୋହୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରର ବରିଷ୍ଠ ପ୍ରଶିକ୍ଷକ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ନେତୃତ୍ୱରେ ୧୪ ଜଣିଆ…
ଯୌତୁକ ନିରାକରଣ ଉପରେ ଆଇନ ସଚେତନ
କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଅଦାଲତ ପରିସରରେ ଯୌତୁକ ନିରାକରଣ ଉପରେ ଏକ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ୍ୟା ତଥା ପ୍ରଥମ ଶ୍ରେଣୀ ବିଚରାପତି ଦିପ୍ତା ସେଠ ଅଧ୍ୟକ୍ଷତାରେ ସୋମବାର ଏହା…
୨୯ ଘର ଉପରେ ଚଢିଲା ବୁଲଡୋଜର: ଡହଡହ ଖରାରେ ଲୋକେ ଆଶ୍ରୟ ନେବେ କେଉଁଠି, ବଢୁଛି ଚିନ୍ତା
କେସିଙ୍ଗା,୨୮।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ଗ୍ରାମପଞ୍ଚାୟତର ବିନେକେଲା ଗ୍ରାମରେ ସରକାରୀ ରାସ୍ତାକୁ ଜବରଦଖଲ କରି ଘର ତିଆରି କରିଦୀର୍ଘ ଦିନ ଧରିଜବର ଦାଖଲ କରି ପ୍ରାୟ ୨୯ଟି ପରିବାର ରହିଆସୁଥିଲେ। ବେନେକେଲା ଗ୍ରାମର କିଛି ଲୋକ ଗ୍ରାମ…
ବିକାଶ ନା ବିନାଶ: କୁଟ୍ରୁମାଳି ପାହାଡ଼ରେ ଖଣି ଖନନକୁ ନେଇ ଜଳୁଛି ଅସନ୍ତୋଷର ନିଆଁ
ଥୁଆମୂଳ ରାମପୁର,୨୭।୪(ଦୁର୍ଗା କୀର୍ତ୍ତି): ସିଜିମାଳି ପରେ ଏବେ ‘କୁଟ୍ରୁମାଳି’ । କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦର ଗନ୍ତାଘର କୁଟ୍ରୁମାଳି ପାହାଡ଼କୁ ନେଇ ଏବେ ସଂଘର୍ଷର ଆଶଙ୍କା ଘନେଇବାରେ ଲାଗିଛି। ମେସର୍ସ କଳିଙ୍ଗ ଆଲୁମିନା ଲିମିଟେଡ (ଆଦାନୀ…
ଚଳଚଞ୍ଚଳ କାଣ୍ଡେଲ ଗ୍ରାମ: ଲକ୍ଷ୍ମୀନୃସିଂହ ମନ୍ଦିରରେ ନାମଯଜ୍ଞ
କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ କାଣ୍ଡେଲ ଗ୍ରାମସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ଓ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ଏକ କଳସ ଯାତ୍ରା ସୋମବାର ମନ୍ଦିର ପରିଚାଳକ ବୈଦ୍ୟରାଜ ସଦାନନ୍ଦ ପୁଟେଲଙ୍କ ନେତୃତ୍ୱରେ ଅନୁଷ୍ଠିତ…
ବାଇକକୁ ଧକ୍କା ଦେଲା ପିକଅପ, ଦୁର୍ଘଟଣାରେ ଚାଲିଗଲା ମାମୁ-ଭଣଜାଙ୍କ ଜୀବନ
ଭବାନୀପାଟଣା/ଜୁନାଗଡ଼,୨୭।୪(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଡିପଦର ଛକରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଅଜଣା ପିକଅପ ଧକ୍କାରେ ମାମୁ, ଭଣଜାଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଜୁନାଗଡ଼ ବ୍ଲକ…
୮ ଦିନର ସଂଘର୍ଷ ପରେ ହାରିଗଲେ ଶୁଭଶ୍ରୀ
ଥୁଆମୂଳ ରାମପୁର, ୨୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଶ୍ରୀମସ୍କା ଛକଠାରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ନାବାଳିକାଙ୍କ ଶନିବାର ବିଳମ୍ୱିତ ରାତିରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତ…
ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ
ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ଆଇଏଏସ୍ ସୌମ୍ୟରଞ୍ଜନ ପ୍ରଧାନ ଥୁଆମୂଳ ରାମପୁର ବ୍ଲକର ଦେର୍ଲାଠି…
ଶ୍ବଶୁର-ଜ୍ୱାଇଁ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ: ଜମି ବିବାଦ ଚର୍ଚ୍ଚା, ଘଟଣାକୁ ହାଲୁକା ନ ନେଇ ତଦନ୍ତ ଦାବି
କେସିଙ୍ଗା,୨୬।୪ (ତୁମେଶ୍ୱର ସାହୁ): ଜ୍ୱାଇଁ ଓ ଶ୍ବଶୁରର ମୃତ୍ୟୁକୁ ନେଇ ପରିବାର ଲୋକେ ଜିଆରପିଙ୍କୁ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି। କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ ଗ୍ରାମର ସୁଦାମ ନାଏକ(୬୫) ଓ ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅଧୀନ…
ସିଜିମାଳି-କୁଟ୍ରୁମାଳି ଖଣି ପାଇଁ ‘ସ୍ପେଶାଲ ରେଳ ପ୍ରକଳ୍ପ’ ଘୋଷଣା: ନୋଟିଫିକେସନ୍ ଜାରି; ବିକାଶ-ପରିବେଶ ସନ୍ତୁଳନ ମଧ୍ୟରେ…
ଥୁଆମୂଳ ରାମପୁର/କାଶୀପୁର, ୨୫।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଓ ରାୟଗଡ଼ା ଜିଲାର ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ କର୍ପୋରେଟ୍ ସଂସ୍ଥାଙ୍କ ପ୍ରୟାସ ଏବେ ଦୁଇ ଜିଲାରେ ନିଆଁ ଜାଳିଛି। ନିକଟରେ ରାୟଗଡ଼ା ଜିଲାରେ ସିଜିମାଳି ଖଣି ପାଇଁ ଆପ୍ରୋଚ୍…
ବସ୍ଷ୍ଟାଣ୍ଡରୁ ପାଇଲେ ୫ ଭରିର ଦୁଇଟି ସୁନା ହାର, ପରେ…
ରିଷିଡା,୨୫।୪(ସୁଶାନ୍ତ ମଲ୍ଲିକ): ବସ୍ଷ୍ଟାଣ୍ଡରୁ ପାଇଥିବା ୫ ଭରିର ଦୁଇଟି ସୁନା ହାର ଫେରାଇଲେ ବ୍ୟକ୍ତି। ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବସଷ୍ଟାଣ୍ଡରେ। ଏମ୍ ରାମପୁର ବ୍ଲକ ଗ୍ରାମ ତଲନୁଆଗାଁର କାହ୍ନା ଦେହେରିଆ ବଲାଙ୍ଗୀର…
ନାବାଳିକାଙ୍କୁ ଅପହରଣ କରି ନେଇଥିଲେ: ଏବେ ଗଲେ ଜେଲ୍
ଲାଞ୍ଜିଗଡ଼,୨୫ା୪(ରମେଶ ଚନ୍ଦ୍ର ନାୟକ) : ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ନାବାଳିକା ଅପହରଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବିଜେପୁର ଥାନା ଗୋପିଗୁଡା ଗ୍ରାମର କୁମର ନାଏକ (୨୫)। ସୂଚନାନୁସାରେ…

