କଳାହାଣ୍ଡି

କମୁଛି ଜଳସ୍ତର, ବର୍ଷାଜଳ ସଞ୍ଚୟ ନିର୍ଦ୍ଦେଶ

କେସିଙ୍ଗା,୨୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ବର୍ଷାଜଳ ସଞ୍ଚୟ କରିବାକୁ ଜିଲାପାଳ ଡ. ଗାଭଳି ପରାଗ ହର୍ଷଦ କେସିଙ୍ଗା ଏନ୍‌ଏସିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏନ୍‌ଏସିର ୧୨ଟି ଓ୍ବାର୍ଡରେ ୧୦୦ଟି ସୋ ପିଟ ନିର୍ମାଣ...

ଭାରତ ବନ୍ଦକୁ ସମର୍ଥନ ଜଣାଇ କେସିଙ୍ଗାରେ ୫ଘଣ୍ଟିଆ ରାସ୍ତାରୋକୋ

କେସିଙ୍ଗା,୨୫।୫(ଡି.ଏନ୍‌.ଏ): ଅଲ୍‌ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡରେସନ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲା କେସିଙ୍ଗା ଶାଖା ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ ଜଣାଇ ୫ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବୁଧବାର ସକାଳେ ଆମ୍ବେଦକର ଛକ ନିକଟରେ ୬ଟାରୁ ୧୧ଟା ଯାଏ...

ଅତର୍କିତ ଚଢ଼ାଉ: ବଗିଚାରୁ ୧୫ ଲିଟର ଦେଶୀମଦ ସହ ବନ୍ଧୁକ ଜବତ

କୋକସରା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପୋଲିସ ପକ୍ଷରୁ ଧୋବେନଚଞ୍ଚରା ଗ୍ରାମରେ ଚଢାଉ କରି ୧୫ ଲିଟର ହାତରନ୍ଧା ମଦ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ...

ବାଲି ଚୋରା ଚାଲାଣ ଘଟଣା: ୯୦ ହଜାର ଜରିମାନା ଗଣିଲେ ଗାଡ଼ି ମାଲିକ

କେସିଙ୍ଗା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ରାଜସ୍ବ ନିରୀକ୍ଷକ ଅଧୀନ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋରଠାରୁ ସୋମବାର ଚୋରା ବାଲି ଚାଲାଣ ହେଉଥିଲା। ଖବରପାଇ ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଥିଲେ। ଜୋର...

ବାଲି ଚାଲାଣ ବେଳେ ୪ ହାଇଓ୍ବା, ଜେସିବି ଜବତ: ୪ ଅଟକ

କେସିଙ୍ଗା,୨୩।୫: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ନିକଟସ୍ଥ ଦେହେରେନ ନାଲାରୁ ସୋମବାର ବାଲି ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ଲଇତରା ରାଜସ୍ବ ନିରୀକ୍ଷକ ପ୍ରିୟବ୍ରତ ପୃଷ୍ଟି ବାଲିଘାଟରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ରାଜସ୍ବ...

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ ନିବାସର ୬ଜଣ ଛାତ୍ରୀ ଶନିବାର ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ବିରୋଧରେ ଅସଦାଚରଣ...

ମାଉସୀ ମା’ ମନ୍ଦିର ପାଇଁ ଜମି ଦାନ କଲେ ଶିକ୍ଷାବିତ୍‌

କୋକସରା,୨୨।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ରବିବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଉସୀ ମା’ ମନ୍ଦିର ପାଇଁ ଲଡୁଗାଁ ସହରର ଶିକ୍ଷାବିତ୍‌ ବନମାଳୀ ମାଝୀ ୭ ଡେସିମିଲ ଜମିଦାନ କରିଛନ୍ତି।...

ସାଇକେଲରେ ଭାରତ ଭ୍ରମଣ

କୋକସରା,୨୨ା୫(ଡି.ଏନ୍‌.ଏ.) ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ବର୍ଷେ ହେଲା ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରି ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରୁଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ସିଲିଗୁଡିର ଶ୍ୟାମ ବିଶ୍ୱାସ(୩୫)। ଶ୍ୟାମ ଗତ...

ସିଙ୍ଗାରି ଘାଟିରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ: ୨ ମୃତ, ୯ ଗୁରୁତର

ଭବାନୀପାଟଣା,୧୭।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସିଙ୍ଗାରିଘାଟିରେ ମଙ୍ଗଳବାର ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାର୍ଷିକନା ଗ୍ରାମର ଲାଲୁ ମାଝି ଓ...

ଆଇପିଏଲ୍‌କୁ ନେଇ ସଟ୍ଟା ଖେଳ, ୭୦ ହଜାର ଟଙ୍କା ସହ ଧରାପଡ଼ିଲେ ଯୁବକ

ଭବାନୀପାଟଣା,୧୭।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଆଇପିଏଲ୍‌ ମ୍ୟାଚକୁ ନେଇ ଖେଳା ହେଉଥିବା ସଟ୍ଟାଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ରାକେଶ ରଞ୍ଜନ ଚୌଧୁରୀ। ମଙ୍ଗଳବାର ରାକେଶଙ୍କୁ କୋର୍ଟ ଚାଲାଣ କରାଯିବ...

ମାଛଧରା ଜାଲରେ ଲାଗିଲା ନବଜାତ ଶିଶୁର ମୃତଦେହ

କୋକସରା,୧୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲରୁ ଏକ ନବଜାତ ଶିଶୁର ମୃତଦେହ ମିଳିଛି। ସୋମବାର ମଧ୍ୟାହ୍ନରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲରେ ଜାଲ ପକାଇ ମାଛ ଧରୁଥିବା ସମୟରେ ଜାଲରେ ଏକ ନବଜାତକ ଶିଶୁପୁତ୍ରର...

ବଡ଼ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନଭାଇ

କେସିଙ୍ଗା,୧୫ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁରେ ରବିବାର ଅଭାବନୀୟ କାଣ୍ଡ ଘଟିଛି। ପ୍ରକାଶ ଯେ, ରବିବାର ସକାଳୁ ପଣ୍ଡି ଗାଁର ବଡ଼ ବାପାଙ୍କ ପୁଅ ଘାସିରାମ ଟାକରିଆ ଓ ମାରାଦେଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri