କଳାହାଣ୍ଡି

ପ୍ରବାସୀଙ୍କୁ ଅଧାବାଟରେ ଛାଡି ଚାଲିଗଲା ବସ୍‌

ଜୁନାଗଡ଼,୧୮।୫(ଡି.ଏନ୍‌.ଏ.): ଚେନ୍ନାଇରେ ଫସି ରହିଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩୧ ଜଣ ଓ ଜୁନାଗଡ଼ ବ୍ଲକର ଜଣେ ପ୍ରବାସୀ ସୋମବାର ଏକ ବସ୍‌ ଭଡା କରି ଫେରୁଥିଲେ। ବସ୍‌ ଚାଳକ ରୁଟ୍‌ ପରମିଟ ସମୟ ସୀମା କମ୍‌ ଥିବା ଦର୍ଶାଇ…

ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଗଲେ ରଘୁମଣି

ଜୁନାଗଡ,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ (୪୨)ଙ୍କ ଚିକିତ୍ସା ପାଇଁ ଜୁନାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହସ୍ତକ୍ଷେପ କରିଛନ୍ତି। ଗତ…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୩୦ପ୍ରବାସୀ

ଜୁନାଗଡ,୧୭।୫(ଡି.ଏନ୍‌.ଏ.)-ତାମିଲନାଡୁର କୋଏମ୍ବାଟୁରରେ ଫସି ରହିଥିବା କଳାହାଣ୍ଡି ଜିଲାର ୩୦ଜଣ ପ୍ରବାସୀ ରବିବାର ଏକ ବସ୍‌ ଯୋଗେ ଆସି ଜୁନାଗଡରେ ପହଞ୍ଚିଥିଲେ। ଏଥିରେ ଜୁନାଗଡ ବ୍ଲକର ୧୫, ଧର୍ମଗଡର ୧୦ ଓ କୋକସରା ବ୍ଲକର ୫ଜଣ ଶ୍ରମିକ ରହିଛନ୍ତି। ସମସ୍ତେ କୋଏମ୍ବାଟୁରର ଏକ…

ନିର୍ମାଣ ନିମ୍ନମାନର: ରାସ୍ତାକାମ ବନ୍ଦ କଲେ ଗ୍ରାମବାସୀ

ଲାଞ୍ଜିଗଡ,୧୭ା୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୁମଖାଲଠାରୁ ସିନ୍ଧିବାହାଲିକୁ ସଂଯୋଗ କରୁଥିବା ୪କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାମ ଚାଲିଛି। ତା୫ା୯ା୨୦୧୭ରିଖଠାରୁ ଆରମ୍ଭ ହୋଇଥିବା ଏହି କାମ ତା୪ା୬ା୨୦୧୮ରିଖରେ ଶେଷ ହେବାକୁ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଏଯାଏଁ ସରିନାହି ା ପ୍ରକଳ୍ପର ବ୍ୟୟ…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ହାଇଦ୍ରାବାଦରୁ ଆସିଥିବା ୪୦ ପ୍ରବାସୀ

ଭବାନୀପାଟଣା/କୋକସରା,୧୬।୫(ଡି.ଏନ୍‌.ଏ.)-ହାଇଦ୍ରାବାଦରେ ଫସି ରହିଥିବା କଳାହାଣ୍ଡି ଜିଲାର ୪୦ ଜଣ ପ୍ରବାସୀ ଓଡ଼ିଆ ଶୁକ୍ରବାର ଏକ୍‌ ବସ୍‌ରେ ଆସି କୋକସରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ବିଡିଓ ମନୀଷା ଦାସ ସେମାନଙ୍କୁ ମାଝିଗୁଡାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ। ଏଥିରେ…

କାଳବୈଶାଖୀ: ଖେତରେ ଲୋଟିଲା ପାଚିଲା ଧାନ

ଜୁନାଗଡ଼,୧୬।୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥି ଯୋଗୁ ଖେତରେ ଅମଳ ଅବସ୍ଥାରେ ପାଚିଲା ଧାନଗଛ ଶୋଇ ପଡବା ସହ କେଣ୍ଡା ଛିଡି ପଡିଛି। ବର୍ଷାପାଣି କିଆରିରେ ଭରି…

କର୍ଲାମୁଣ୍ଡା ବ୍ଲକ: କ୍ୱାରାଣ୍ଟାଇନରେ ୨୦୮ ପ୍ରବାସୀ

କର୍ଲାମୁଣ୍ଡା୧୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରେ ୨୦୮ ଜଣ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖାଯାଇଛି। ଶନିବାର ୩୧ ଜଣ ପ୍ରବାସୀ ତାମିଲନାଡୁରୁ ରିଷିଡା ଫେରିବା ପରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସରପଞ୍ଚ ସରସ୍ବତୀ ମାଝୀ, ପିଇଓ କ୍ଷିରସିନ୍ଧୁ ରଣା,…

ପେଟ୍ରୋଲ ପମ୍ପରେ ଲାଗିଲା ମନି, ବାଇକ୍‌ ସାନିଟାଇଜର ମେଶିନ

କୋକସରା, ୧୫।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ମୋଟେର ପେଟ୍ରୋଲ ପମ୍ପରେ ମନି ସାନିଟାଇଜର ଓ ବାଇକ୍‌ ସାନିଟାଇଜର ମେଶିନ ଲାଗିଛି। କରୋନା ସଂକ୍ରମଣ ରୋକିବାକୁ ନୂଆପଡା ଜିଲା ଖରିଆର ବ୍ଲକର ଲକ୍ଷ୍ମଣ ଦୁଣ୍ଡି ଏହାକୁ ତିଆରି କରିଛନ୍ତି। ମାତ୍ର…

ଜୁନାଗଡ ଓକିଲ ସଂଘ ବାଛିଲା ଅନ୍ତରୀଣ କମିଟି

ଜୁନାଗଡ,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଓକିଲ ସଂଘ କାର୍ଯ୍ୟନିର୍ବାହୀ କମିଟିର ଜରୁରୀକାଳୀନ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସର୍ବସମ୍ମତିକ୍ରମେ ଚଳିତ ବର୍ଷ ପାଇଁ ଏକ ଅନ୍ତରୀଣ କମିଟି ଗଠନ କରାଯାଇଛି। ଏହି କମିଟିରେ ପୂର୍ବତନ ଓକିଲ ସଂଘ ସଭାପତି ଅଶୋକ କୁମାର…

ଅନ୍ତଃନଳୀରେ ଘା, ଅପରେଶନ ପାଇଁ ଟଙ୍କା ନାହିଁ

ଜୁନାଗଡ଼,୧୩ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ(୪୨)। ବହୁଦିନ ହେବ ସେ ବିଛଣାରେ ପଡି ରହିଛନ୍ତି ା ଅନ୍ତଃନଳୀରେ ଘା ଯୋଗୁ ସେ ଉଠିବସି ପାରୁ ନାହାନ୍ତି। କେବଳ ଦିନରାତି ଶୋଇବା ଛଡ଼ା ତାଙ୍କ ପାଖରେ ଅନ୍ୟ…

ରକ୍ତଅଭାବ ଦୂର ଲାଗି ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ଜୁନାଗଡ,୧୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଆହ୍ବାନକ୍ରମେ ରବିବାର ଜୁନାଗଡ ବ୍ଲକ ଚିଲଗୁଡା ନୀଲମାଧବ ଉଚ୍ଚ ବିଦ୍ୟାଳୟରେ ଜିଲା ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଚିଲଗୁଡା ଫାଣ୍ଡି ଅଞ୍ଚଳର ନଅ ପଞ୍ଚାୟତର ୪୬ଜଣ ରକ୍ତଦାନ କରିଥିଲେ।…

ଲକ୍‌ଡାଉନ ପାଇଁ ଚିନ୍ତାରେ ଅଟୋ ଚାଳକ

କେଗାଁ,୧୦ା୫(ଡି.ଏନ.ଏ.): ଲକ୍‌ଡାଉନ ଯୋଗୁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଥିବା ଅଟୋ ଚାଳକ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଏହି ଚାଳକମାନେ ଲକଡାଉନ ଯୋଗୁଁ ଘରେ ବସି ରହିଛନ୍ତି। ସେମାନଙ୍କ ପରିବାର ଭୋକଉପାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?