କଳାହାଣ୍ଡି

ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଦାଦନ ଦଲାଲ କୃଷ୍ଣ ଦୁର୍ଗାଙ୍କୁ ପୋଲିସ ଗିରଫ କରିଛି…

ଅଦିନିଆ ବର୍ଷା ଉଜାଡିଲା ମକାଚାଷୀଙ୍କ ସ୍ବପ୍ନ

କୋକସରା, ୨।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅଦିନିଆ ବର୍ଷା ଉଜାଡିଦେଲା ଚାଷୀଙ୍କ ସ୍ବପ୍ନ। ବର୍ଷାରେ ଶହଶହ ଏକର ଧାନ ଫସଲ କ୍ଷତିହୋଇ ଗଜା ହୋଇଯିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ। ହେଲେ ବ୍ଲକର ମକା ଚାଷୀ ବି…

ପାୱାର ଚ୍ୟାନେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା, ୩୧ା୧୦ (ଡି.ଏନ୍‌.ଏ.)-ଶୁକ୍ରବାର ଇନ୍ଦ୍ରାବତୀ ପାୱାର ଚ୍ୟାନେଲ ଧନସୁଲି ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଜୟପାଟଣା ଥାନା ଧନସୁଲି ପଞ୍ଚାୟତ ଛତାବାନ୍ଧୁଗୁଡା ଗ୍ରାମର ସୁକୁମଣି ଜାନି (୩୭) ଗତ କିଛିଦିନ ହେବ ସେ ନିଖୋଜ ଥିଲେ…

ପ୍ରୋତ୍ସାହନ ନାହିଁ, ଦୁର୍ଦ୍ଦିନରେ ପଥର କାରିଗର

କୋକସରା, ୩୦।୧୦ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ ହେଉଛି ପଥର କାରିଗରଙ୍କ ପାଇଁ ପରିଚିତ ଶିଳ୍ପୀ ଗ୍ରାମ। ଏହି ଗାଁର ଅନେକ ଯୁବକ ପଥର ଶିଳ୍ପକୁ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିଲେ। ଏହି…

ଘାଟିକୁଣ୍ଡ୍ରୁରେ ଲାଗିଛି ମାଓବାଦୀ ପୋଷ୍ଟର

ଭବାନୀପାଟଣା,୨୯।୧୦(ଡି.ଏନ୍‌.ଏ.): ବେଶ୍‌ କିଛି ଦିନ ନୀରବତା ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି। ଗୁରୁବାର ସକାଳୁ ମାଳିଯୁବାଙ୍ଗ ପଞ୍ଚାୟତ ଘାଟିକୁଣ୍ଡ୍ରୁଠାରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ମାରିବା ସହ ସରକାର ଓ ପୋଲିସର ଦମନଲୀଳା…

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଦର୍ଶ କ’ଣ କୁହନ୍ତି ଜାଣନ୍ତୁ

ଜୁନାଗଡ଼,୨୪।୧୦(ଡି.ଏନ୍‌.ଏ.): ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କଳାହାଣ୍ଡି ଜିଲା ଜୁନାଗଡ଼ ସହରର ଆଦର୍ଶ ସେଠୀ କୃତକାର୍ଯ୍ୟ ହୋଇଛନ୍ତି। ଆଦର୍ଶ ବରଗଡ଼ର ବିକାଶ ରେସିଡେଣ୍ଟାଲରୁ ଦଶମରେ ୯୭ ପ୍ରତିଶତ ମାର୍କ ରଖି ପାସ ହୋଇଥିଲେ। ପରେ ସେ ଭୁବନେଶ୍ୱରସ୍ଥିତ ଡିଏଭିରୁ ୯୭…

ଲଗାଣ ବର୍ଷାରେ କ୍ଷେତରେ ଗଜା ହେଲା ଧାନ

କୋକସରା, ୨୩।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକାସରା ବ୍ଳକର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନି। କେତେବେଳେ ଅନାବୃଷ୍ଟି ତ କେତେ ବେଳେ ଧାନ ଚାଷରେ ରୋଗପୋକର ପ୍ରାଦୁର୍ଭାବରେ ଚାଷୀ ତଳିତଳାନ୍ତ ହୋଉଥିବା ବେଳେ ଏବେ ଲଘୁ ଜନିତ ବର୍ଷା ଯୋଗଁୁ ପାଚିଲା…

ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି

ଭବାନୀପାଟଣା,୨୨ା୧୦(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଛତର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା…

ସୋସିଆଲ ମିଡିଆରୁ ଜାଣି ସହଯୋଗର ହାତ ବଢାଇଲେ ନର୍ଲା ବିଧାୟକ

ଭବାନୀପାଟଣା,୨୧।୧୦(ଡି.ଏନ.ଏ.): ଜଣେ ମା’ଙ୍କଠାରୁ ଜନ୍ମିତ ତିନୋଟି ଶିଶୁ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ପାଉ ନ ଥିବା ଖବର ସାମାଜିକ ଗଣମାଧ୍ୟମରେ ଦେଖି ସହଯୋଗର ହାତ ବଢାଇଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂ। ସୂଚନାଯୋଗ୍ୟ, ଏମ୍‌.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ…

ଗାନ୍ଧୀଛକରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ

ଭବାନୀପାଟଣା,୨୧।୧୦(ଡି.ଏନ.ଏ.): ଭାଜପା ନେତା ବୈଜୟନ୍ତ ପଣ୍ଡା ସୋସିଆଲ ମଡିଆରେ ଓଡ଼ିଶା ଭଳି ଏକ ଶାନ୍ତି ପ୍ରିୟ ରାଜ୍ୟକୁ ପାକିସ୍ତାନ ସହ ତୁଳନା କରିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏ ନେଇ କଳାହାଣ୍ଡି ଜିଲା ପ୍ରୋଗ୍ରେସିଭ ୟୁଥ ଅଫ କଳାହାଣ୍ଡି ସଂଗଠନ…

ବିଦ୍ୟୁତ୍‌ ଆଘାତରେ ବଳଦ ମୃତ୍ୟୁ ଘଟଣା: ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ

ଜୁନାଗଡ଼,୨୦।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ଅଧୀନ ଆଟିଗାଁରେ ବିଦ୍ୟତ୍‌ ଆଘାତରେ ଗୋଟିଏ ବଳଦର ମୃତ୍ୟୁ ଓ ମାଲିକ ଆହତ ଘଟଣାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ବିଦ୍ୟୁତ୍‌ ବିଭାଗକୁ କମିଶନ ରିପୋର୍ଟ ତଲବ କରିଛି। ଅକ୍ଟୋବର ୫ ତାରିଖ…

ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାଶନକାର୍ଡ ମିଳିଲା

ଜୁନାଗଡ,୨୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଆଟିଗଁାର ଜ୍ୟୋତ୍ସ୍ନା ଦୀପ ନାମ୍ନୀ ଜଣେ ମହିଳାଙ୍କୁ ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରାଶନ କାର୍ଡ ବ୍ୟବସ୍ଥା କରାଯାଇଛନ୍ତି। ଗରିବ ଶ୍ରେଣୀର ଏହି ମହିଳା ଜଣକ ରାଶନ କାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?