କଳାହାଣ୍ଡି

ଜୁନାଗଡ ସହରରେ ଘରକୁ ଘର ବୁଲି କୋଭିଡ୍‌ ପରୀକ୍ଷା: ୨୦ ହଜାର ଲୋକଙ୍କ ସ୍କ୍ରିନିଂ, ୧୦ ପଜିଟିଭ ଟିହ୍ନଟ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସହରରେ ୩୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା…

ଜୁନାଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି: ୨ ଦିନ ଘରକୁ ଘର ବୁଲି କୋଭିଡ ପରୀକ୍ଷା

ଜୁନାଗଡ଼,୧୦।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଓ ଏନ୍‌ଏସିରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ୨ ଦିନ…

ସଂକ୍ରିଗୁଡ଼ା ଯିବାକୁ ଆଣ୍ଠୁଏ କାଦୁଅ

ଜୁନାଗଡ,୧୦।୧୦(ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରଭାଟି ପଞ୍ଚାୟତ ସଂକ୍ରିଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଦୀର୍ଘବର୍ଷ ହେବ ଏହି ରାସ୍ତା ମରାମତି କରାଯାଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଗ୍ରାମବାସୀଙ୍କ…

କଲେଜରେ ନାମ ଲେଖାଇବାକୁ ବାପା ଟଙ୍କା ନ ଦେବାରୁ ଆତ୍ମହତ୍ୟା କଲେ ପୁଅ

ଭବାନୀପାଟଣା,୯।୧୦(ଡି.ଏନ୍‌.ଏ.): ଦାରିଦ୍ରର କରୁଣ ପରିଣତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ କେଳୁଆ ଗାଁରେ। ବାପା କଲେଜରେ ନାମଲେଖାଇବାକୁ ଟଙ୍କା ନ ଦେବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ପୁଅ ସଞ୍ଜୟ। ସଞ୍ଜୟ ଚଳିତ ବର୍ଷ ମାଟ୍ରିକ…

ଋତୁରାଜ ମାଝି କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ନିର୍ବାଚିତ

କୋକସରା, ୯।୧୦ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ କୃଷି ସୂଚନା ଓ ପରାମର୍ଶ ବିଭାଗ ଦ୍ୱାରା ଗୋଷ୍ଠୀ କୃଷକ ପରାମର୍ଶଦାତା କମିଟିର ନୂତନ ଅଧ୍ୟକ୍ଷ ପାଇଁ ଗୁରୁବାର ବ୍ଲକ ସଭାଗୃହଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଗୋଷ୍ଠୀ କୃଷି…

ମ.ରାମପୁରକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି ତେଜିଲା

କର୍ଲାମୁଣ୍ଡା, ୮ା୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକକୁ ରାଜସ୍ବ ସବ୍‌ଡିଭିଜନ ମାନ୍ୟତା ଦାବି କରିଛି ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ମଦନପୁର-ରାମପୁର। ମଞ୍ଚ କର୍ମକର୍ତ୍ତା କର୍ଲାମୁଣ୍ଡା ବ୍ଲକ ସଦର ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ।…

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ : ୫ ଗିରଫ

ଜୁନାଗଡ଼, ୭।୧୦(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ବୁଧବାର ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣକୁ ଗିରଫ କରିଛି। ଗିରଫମାନେ ହେଲେ ଭବାନୀପାଟଣା ସଦର ଥାନା ନାସିଗାଁର କାଳିଆ ଓରଫ ହେମରାଜ ହରପାଲ(୨୭), ତେନ୍ତୁଳିଖୁଣ୍ଟି…

ଓ୍ବେସ୍କୋକୁ ଘରୋଇକରଣ ପ୍ରତିବାଦରେ ବିଦ୍ୟୁତ କର୍ମଚାରୀଙ୍କ ଧାରଣା

କର୍ଲାମୁଣ୍ଡା,୫ା୧୦(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟରସ ଏକତା ମଞ୍ଚ ପକ୍ଷରୁ ଓ୍ବେସ୍କୋକୁ ଘରୋଇକରଣ ପାଇଁ ରାଜ୍ୟ ସରକାରଙ୍କ ନିର୍ଣ୍ଣୟକୁ ବିରୋଧ କରି କଳାହାଣ୍ଡି ଜିଲା ମଦନପୁର ରାମପୁର ସେକ୍ସନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ କଳାବ୍ୟାଜ୍‌ ଧାରଣ କରି ବିରୋଧ…

ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାରା ଦେଶରେ ଏହି ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଥିବାବେଳେ…

ପୋଲିସ ଘରୁ ଚୋରି: ସୁନା,ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି ଥାନାରେ ପୋଲିସ ହାବିଲଦାର ଭାବେ ଦାୟିତ୍ୱ ତୁଲାଉଥିବାରୁ ପୋଲସ ଘରୁ ଚୋରି ନେଇ ଅଞ୍ଚଳରେ…

ସମସ୍ତ ଦୋଷୀ ଫାଶୀଖୁଣ୍ଟରେ ଝୁଲିଲା ପରେ ହିଁ ଶାନ୍ତି ପାଇବ ପୀଡ଼ିତାଙ୍କ ଆତ୍ମା: ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଗଣବଳାତ୍କାର ଓ ହତ୍ୟାକାଣ୍ଡ ମାମଲାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲା ବିଜୁ ଛାତ୍ରଜନତା ଦଳ ତରଫରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରି ଫାଶୀ ଦେବାକୁ ଦାବି ହୋଇଛି।…

ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍‌ ଆମ୍ବେଡକର ରାଇଟ୍‌ ଫୋରମ୍‌ ଏବଂ କଳାହାଣ୍ଡି ଦଳିତ ମଞ୍ଚ ତରଫରୁ ଗଣ ବିକ୍ଷୋଭ କରାଯାଇଛି। ଏଥିରେ ଏପିଆଇର ଛବିଲାଲ ନିଆଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?