କଳାହାଣ୍ଡି

ଉଜାଡ଼ି ଦେଲେ ୨ ଏକର କଦଳୀ ଫସଲ

ପଲମ,୧୩।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ଭୀମକେଲା ପଞ୍ଚାୟତ ଫଲସାପଡା(ବୁର୍ଡିପଡ଼ା) ନିକଟସ୍ଥ ସାନ୍ଦୁଲ ନଦୀ କୂଳରେ ବଣୁଆ ହାତୀ ପସି ଉପଦ୍ରବ କରିଥିବା ଅଭିଯୋଗ ହୋଇଛି। ହାତୀପଲ ଫଲସାପଡା ଗ୍ରାମର ଫକୀର ନାଏକଙ୍କ ୨ ଏକର ଜମିରେ ହୋଇଥିବା କଦଳୀ…

ମିଳୁନି ସରକାରୀ ସୁବିଧା, ଦେବୁନି ଭୋଟ

ରୁପ୍ରା ରୋଡ଼/ନର୍ଲା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ଅସୁରଗଡ଼ (ଗଡ଼ପଡା) ୯ ନମ୍ବର ଓ୍ବାର୍ଡବାସୀ ଭୋଟ ବର୍ଜନ ପାଇଁ ଧାରଣା ଦେଇଥିଲେ। ଦୀର୍ଘ ବର୍ଷ ଧରି ଏଠାରେ ପ୍ରାୟ ୩୦ଟି ପରିବାର ବାସ କରି ଆସୁଛନ୍ତି। କିନ୍ତୁ ରାଜ୍ୟ…

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ,୧୧।୨(ଡି.ଏନ୍‌.ଏ.): ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ କୋକସରାରୁ ଲଗାତର ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫-୨୦୦୦ ଏବଂ…

ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ

କର୍ଲାମୁଣ୍ଡା,୯ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ୧୯୫୫ରେ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୨ଟି ଓ୍ବାର୍ଡରେ…

ପାଦରେ ଚାଲି ଚାଲି ସଚେତନ କଲା କେସିଙ୍ଗା ପୋଲିସ

କେସିଙ୍ଗା,୮।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାରେ କରିବା ଲାଗି କଳାହାଣ୍ଡି ପୋଲିସ ପକ୍ଷରୁ ଏକ ଅଭିନୟ ଉପାୟ ଅବଲମ୍ବନ କରାଯାଇଛି। ମଙ୍ଗଳବାର ପୋଲିସ ପାଦରେ ଚାଲି ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରିଛିି। ପଲମ ଫାଣ୍ଡି ଅଧିନସ୍ଥ ତୁଣ୍ଡଳା, ସିରଜାପାଲି,…

କେସିଙ୍ଗା ୧ ନଂ ଜୋନ୍‌ରେ କଂଗ୍ରେସର ପ୍ରଚାର ଜୋରଦାର

କେସିଙ୍ଗା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୧ନଂ ଜୋନ୍‌ରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି ଜୋନ୍‌ରେ ବେଲଖଣ୍ଡି, ହାତୀଖୋଜ, ସିରଜାପାଲି,ତୁଣ୍ଡଳା, ନୂନ ମାଠ, ତୁର୍ଲା ଖମାନ, କାସୁରୁପଦା, କାଣ୍ଟେସିର୍‌, ପରଲସିଙ୍ଗା ଆଦିି ୯ ପଞ୍ଚାୟତ ରହିଛି। ଜୋନ୍‌ରେ ଜିଲା…

କୋକସରାରେ ପ୍ରଚାର ମଙ୍ଗ ଧରିଲେ ନବ

କୋକସରା,୮ା୨(ଡି.ଏନ୍‌.ଏ.): ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀମାନେ ବାଜିମାତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ବିଜେଡି ଗଡ଼ ହାତେଇବାକୁ ସମସ୍ତ ଚେଷ୍ଟା…

ରୋହିତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

କେସିଙ୍ଗା,୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସୋମବାର ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋହିତଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା…

ରୋହିତଙ୍କ ଶେଷକୃତ୍ୟ ସମ୍ପନ୍ନ

ଏମ୍‌ ରାମପୁର,୬।୨(ଡି.ଏନ୍‌.ଏ.): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳଙ୍କ ଶେଷକୃତ୍ୟ ରବିବାର ସମ୍ପନ୍ନ ହୋଇଛି । ଶୋକାକୁଳ ପରିବେଶରେ ଗାଁରେ ରୋହିତଙ୍କର ମୃତଦେହ ସତ୍କାର କରାଯାଇଛି। ସିଆରପିଏଫ୍‌ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ପୋଷ୍ଟର ମାରିଥିଲେ ।…

୫ ବର୍ଷ ହେଲା ମ. ରାମପୁରରେ ସକ୍ରିୟ ରହିଛନ୍ତି ମାଓବାଦୀ

ମ.ରାମପୁର,୬ା୨(ଡି.ଏନ୍‌.ଏ.): କନ୍ଧମାଳ ସୀମାନ୍ତ କଳାହାଣ୍ଡି ଜିଲା ମ. ରାମପୁର ବ୍ଲକର ମୋହନଗିରି, ବାରବନ୍ଧା, ଉର୍ଲାଦାନୀ, ମାଣିକେରା ଆଦି ଅଞ୍ଚଳରେ ଗତ ୪ରୁ ୫ ବର୍ଷ ହେଲା ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି। ଏହାକୁ ରୋକିବା ପାଇଁ ଉପରୋକ୍ତ ଅଞ୍ଚଳରେ ନିୟମିତ ବିଏସଏଫ,…

ଶହୀଦ ମାନ୍ୟତା, ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଖୋର୍ଦ୍ଧା ଅଫିସ/ନିରାକାରପୁର/ଜଟଣୀ, ୬ା୨(ଡି.ଏନ୍‌.ଏ.): ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ‘ଧରିତ୍ରୀ’ ଖବରଦାତା ରୋହିତ ବିଶ୍ୱାଳଙ୍କ ଶନିବାର ମୃତ୍ୟୁ ଘଟିଛି। ଏନେଇ ଖୋର୍ଦ୍ଧା ସାମ୍ବାଦିକ ଭବନ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ଧରିତ୍ରୀ’ର…

ଖବରଦାତା ରୋହିତ ବିଶ୍ୱାଳଙ୍କ ବିୟୋଗ: ପରିବାର, ଗ୍ରାମବାସୀ ସ୍ତବ୍ଧ

ମ.ରାମପୁର,୬ା୨: ରୋହିତ ବିଶ୍ୱାଳଙ୍କ ସ୍ତ୍ରୀ ମାଧବୀ, ଗୋଟେ ଝିଅ ଓ ପୁଅ ଅଛନ୍ତି। ପୂର୍ବରୁ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ରେବତୀ ଓ ସ୍ତ୍ରୀପିଲାଙ୍କ ସହ ରୋହିତ ନିଜ ଗ୍ରାମ ମୋହନଗିରିରେ ରହୁଥିଲେ। ରୋହିତଙ୍କ ଅକାଳ ମୃତ୍ୟୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?