ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଏତଲା
କୋକସରା,୧୧ା୬(ଡି.ଏନ୍.ଏ.): ବିବାଦୀୟ ଜ୍ଞାନବାପି ମସ୍ଜିଦ ବିଷୟରେ ଏକ ଟିଭି ଚ୍ୟାନେଲର ବିତର୍କରେ ହିନ୍ଦୁଧର୍ମ ତଥା ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପ୍ରସଙ୍ଗ ଏବେ କଳାହାଣ୍ଡିରେ ପହଞ୍ଚିଛି। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମା ଓ ଏସ୍ଡିଆଇ ରାଜନୈତିକ ଦଳର…
ବ୍ୟବସାୟୀଙ୍କ ଘରୁ ଡକାୟତି: ଜବତ ହେଲା ଚୋରି ୩୧ ଲକ୍ଷ ଟଙ୍କା
ଭବାନୀପାଟଣା/ଧର୍ମଗଡ଼,୯।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ଗତ ୩୦ ତାରିଖ ରାତିରେ ହୋଇଥିବା ଡକାୟତି ଘଟଣାରେ କଳାହାଣ୍ଡି ପୋଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ଟିଟିଲାଗଡ଼ ଅଞ୍ଚଳର ବାସୁ ପୁଟେଲ, ନେପାଳ ଆଡ଼ଜୁଆଡ଼, ଯୁଗେନ ପଟେଲ ଓ କୈଳାସ ହାତୀ। ପୋଲିସ…
ନବରଙ୍ଗପୁରରୁ କଳାହାଣ୍ଡି ଚାଲାଣ ହେଉଥିଲା ମଦ
କୋକସରା,୯।୬(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ମୈଦଳପୁରରୁ ଆମପାଣି ଘାଟି ରାସ୍ତା ଦେଇ କଳାହାଣ୍ଡି ଜିଲାକୁ ଚାଲାଣ ହେଉଥିବା ୫ ପେଟି ବିଦେଶୀ ମଦ ସହ ଏକ ବାଇକ ଜବତ ହୋଇଛି। ଏଥିସହ ଚାଲାଣ କରୁଥିବା ୨ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି…
ଆମପାଣି ଘାଟିରେ ଓଲଟିଲା ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ
କୋକସରା,୭।୬(ଡି.ଏନ୍.ଏ.): ନବରଙ୍ଗପୁରରୁ କଳାହାଣ୍ଡି ଆସୁଥିବା ଏକ ସାର ବୋଝେଇ ଟ୍ରକ ସୋମବାର ରାତିରେ ଆମପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରକ ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡି ଜିଲାର ନାଲ୍ଲା ଶ୍ରୀ…
୨୦ ମେଣ୍ଢାକୁ ମାରି ଖାଇଲେ କୁକୁରପଲ
କୋକସରା,୬ା୬,(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ସୋମବାର କୁକୁରପଲ ଆକ୍ରମଣରେ ୨୦ ମେଣ୍ଢା ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତିଦିନ ଭଳି ନିଜ ମେଣ୍ଢା…
ଦାଦନ ଖଟିବାକୁ ଯାଇଥିଲେ, ଗାଁକୁ ଫେରୁଛି ମୃତଦେହ
କୋକସରା,୫।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ସପ୍ତାହେ ନ ପୁରୁଣୁ ପୁଣି ଜଣେ ଦାଦନ ଶ୍ରମିକଙ୍କ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ଗଜିନ ନାଏକ (୨୧)। ଗଜିନ ପ୍ରାୟ ୪ ବର୍ଷ…
କାଳେଶ୍ୱର ପୀଠରେ ଶୀତଳଷଷ୍ଠୀ
କୋକସରା,୪ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର କାଳେଶ୍ୱର ଶୈବ ପୀଠରେ ଶନିବାର ପାରମ୍ପରିକ ରୀତିନୀତିରେ ଶୀତଳଷଷ୍ଠୀ ବା ଶିବ ବିବାହ ଉତ୍ସବ ପାଳିତ ହୋଇଛି। କାଳେଶ୍ୱର ମହାଦେବ ପୂଜକ ମଦନ ବେମାଲଙ୍କ ପୌରୋହିତ୍ୟରେ ବର ଦମ୍ପତି…
ଠାକୁରଙ୍କୁ ବି ଛାଡ଼ିଲେନି: ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି
ଭବାନୀପାଟଣା,୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରିକରି ନେଇଛନ୍ତି। ଏହା ସହ ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ନେଇଯାଇଛନ୍ତି। ଶନିବାର…
ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଲେ ଡବ୍ଲ୍ୟୁଡିସି ଅଧ୍ୟକ୍ଷ
କେସିଙ୍ଗା,୩।୬(ଡି.ଏନ୍.ଏ.): ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଜିଲା ଗ୍ରସ୍ତରେ ଯାଇଛନ୍ତି। ଶୁକ୍ରବାର ଅଧ୍ୟକ୍ଷ ତ୍ରିପାଠୀ କଳାହାଣ୍ଡି ଜିଲା କେସିଙ୍ଗା ସହର ପରିଦର୍ଶନ କରିଥିଲେ। ତାଙ୍କ ସହ ସିଇଓ ଡ.ଅଜିତ କୁମାର ମିଶ୍ର ମଧ୍ୟ…
ଜଣେ ଯୁବ ସଂଗଠକଙ୍କୁ ହରାଇଲା ଭାଜପା
କୋକସରା,୨।୬(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଭାଜପା କୋକସରା ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ବିନୋଦ ନାଏକଙ୍କ ଗୁରୁବାର ପରଲୋକ ଘଟିଛି। ତାଙ୍କ ବିୟୋଗରେ କଳାହାଣ୍ଡି ଭାଜପା କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି । ବିନୋଦ ଜଣେ ଯୁବ ସଂଗଠକ ଭାବେ…
ଜାଲ୍ ସାର୍ଟିଫିକେଟରେ ଚାକିରି କରି ଜେଲ୍ ଗଲେ ଶିକ୍ଷକ
କୋକସରା,୨ା୬(ଡି.ଏନ.ଏ): ନକଲି ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଶିକ୍ଷକ ଏବେ ଜେଲରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋକସରା ଥାନା ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ସାହାଜପତି ଗ୍ରାମର ସୁବାସ ଚନ୍ଦ୍ର ଚୌଧୁରୀ(୩୫)…
ଧାନ ଚାଲାଣ ବେଳେ ୨ ଟ୍ରକ୍ରୁ ୧୧ଶହ ଧାନ ବସ୍ତା ଜବତ
କୋକସରା,୨।୬ (ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପୋଲିସ ଆନ୍ଧ୍ରପ୍ରଦେଶକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ୨ଟି ଟ୍ରକକୁ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ବ୍ଲକର ମୋଟେର ଏବଂ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ…

